ଜୀବନଶୈଳୀ

ଜୀବନରେ ଯଦି କେବେ ତମକୁ ଲାଗେ କି ତୁମେ ଜୀବନରେ ହାରିଯାଇଛ, ତେବେ ଶ୍ରୀକୃଷ୍ଣ ଙ୍କର ଏହି ୯ଟି ଉପଦେଶ ଆପଣଙ୍କ ଜୀବନକୁ ବଦଳାଇଦେବ, ନିଶ୍ଚୟ ପଢନ୍ତୁ

ଭଗବାନ ଶ୍ରୀ କୃଷ୍ଣ ସବୁ ଅସୁବିଧାରେ ପରିସ୍ଥିତି ସହ ନା କେବଳ ଦୃଢତା ସହ ମୁକାବଲା କରିଥିଲେ ତାଙ୍କ ଚେହେରାରେ ସବୁ ପରିସ୍ଥିତିରେ ଏକ ହସ ରହୁଥିଲା । ତେବେ ଏହି ପରି କୁହାଯାଇପାରେ କି ଶ୍ରୀକୃଷ୍ଣ ଦୁନିଆଁର ସବୁଠାରୁ ସୁଖୀ ବ୍ୟକ୍ତି ରହିଥିବେ । ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କର କିଛି କଥା ଯାହା ଆପଣଙ୍କୁ ବନାଇପାରିବେ ସୁଖୀମୟ ବ୍ୟକ୍ତି ।

ଆଜିର ଆଧୁନିକ ସମୟରେ ମଣିଷ ଜୀବନ ଖୁସି ଯେପରି କେଉଁ ଆଡେ ଉଭାନ୍ ହୋଇଯାଇଛି । ଏମିତି ଲାଗୁଛି କି ଯେମିତି ମେସିନ୍ ପରି କାମ କରୁଛି । ଓ ଜୀବନର ପ୍ରକୃତ ସତ୍ୟତା ଦୂର ହୋଇଯାଉଛି । ଆଜିର ସମୟରେ ଆମ ପାଖରେ ଦୁନିଆଁ ସାରା ସୁବିଧା ଅଛି । କିନ୍ତୁ ସେହି ଖୁସି ନାହିଁ ଯାହା ପ୍ରଥମରୁ ରହୁଥିଲା । ଆଜି କାଲି ଜୀବନ ଷ୍ଟାଇଲ୍ ରେ ଏତେ ଦୁଃଚିନ୍ତା ବଢିଯାଇଛି ନିଜକୁ ଖୁସିରେ ରଖିପାରିବା ଏକ ଚ୍ୟାଲେଞ୍ଜ ସଦୃଶ ହୋଇସାରିଛି । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଭଲ ଟିପ୍ସ ଦେବାକୁ ଯାଉଛୁ । ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ସହ ଯୋଡି ହୋଇରହିଛି-

 

୧) ଶ୍ରୀକୃଷ୍ଣ ଗୀତାରେ ଏହା କହିଥିଲେ କି ମନୁଷ୍ୟ ଜୀବନରେ ଅନୁଶାସନ ପାଳନ କରିବା ଉଚିତ୍ । ଅନୁଶାସନ ଦ୍ୱାରା ହିଁ ସଫଳତା ମିଳିପାରିବ ।

୨) ବ୍ୟକ୍ତି ନିଜ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଉଚିତ୍ । ନିୟନ୍ତ୍ରଣ ବିନା ବିନାଶ ନିଶ୍ଚିତ ହୋଇଥାଏ କ୍ରୋଧରେ ବ୍ୟକ୍ତି ନିଜ ନିୟନ୍ତ୍ରଣ ହରାଇ ବସିଥାଏ । ସେଥିପାଇଁ କ୍ରୋଧକୁ ନିୟନ୍ତ୍ରଣ ରଖିବା ଜରୁରୀ ।

୩) ସବୁବେଳେ ନିଜ ଉପରେ ଭରସା ରଖିବା ଦ୍ୱାରା ସବୁ କିଛି ଠିକ୍ ହୋଇଯାଇଥାଏ । ସବୁ ମନୁଷ୍ୟ ନିଜ ମଧ୍ୟରେ ସକ୍ଷମତା ରଖିବା ଉଚିତ୍ । କେବଳ ଜରୁରୀ ଅଟେ କି ସେ ନିଜ ଉପରେ ଆତ୍ମ ବିଶ୍ୱାସ ରଖି ଆଗକୁ ବଢିପାରିବେ ।

 

୪) ମଣିଷକୁ ସବୁ ବେଳେ ସବୁ ପରିସ୍ଥିତିରେ ସାମନା କରିବା ପ୍ରସ୍ତୁତ ରହିବାର ଅଛି । ଶ୍ରୀକୃଷ୍ଣଙ୍କ ଭୁମିକା ପାଇଁ ଅଧିକା ନ୍ୟାୟ ମହତ୍ତ୍ୱ ରଖୁଥିଲା । ଏଥିପାଇଁ ମହାଭାରତର ଯୁଦ୍ଧରେ ସେ ଅର୍ଜୁନଙ୍କ ସାରଥୀ ହୋଇଥିଲେ ।

୫) କେବେ ନିଜ ମଧ୍ୟରେ ଉଚ୍ଚ-ନିଚ୍ଚ ଭେଦ ଭାବ ରଖିବା ଉଚିତ୍ ନୁହେଁ । କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା ସେହିପରି ଏକ ମିଶାଲ୍ ଅଟେ । ଶ୍ରୀକୃଷ୍ଣଙ୍କ ଅନୁସାରେ ସବୁ ବ୍ୟକ୍ତିଙ୍କୁ ସମ୍ମାନ କରିବା ଉଚିତ୍ ।

୬) ଯେ କୌଣସି କାମକୁ କରିବାକୁ ହେଲେ ଯୋଜନା ବନାଇବା ନିତାନ୍ତ ଜରୁରୀ । ମହାଭାରତରେ ଘଟିତ ହୋଇଥିବା ଏହାର ପ୍ରମାଣ ଅଟେ କି ଯୋଜନା ମୁତାବକ କାର୍ଯ୍ୟରେ ସବୁ କାର୍ଯ୍ୟରେ ସଫଳ ହୋଇପାରନ୍ତି ।

୭) ମନୁଷ୍ୟକୁ ସର୍ବଦା ଖୁସିରେ ରହିବା ଉଚିତ୍ । ହସ ରହିବା ବଡ ଶକ୍ତି ହୋଇଥାଏ । ଏହାର ବିପରୀତ ପରିସ୍ଥିତିଗୁଡିକ ସହ ଜିତ୍ ହାସିଲ୍ କରିପାରିବ । ଭଗବାନ ଶ୍ରୀକୃଷ୍ଣ ଥରେ ନିଜ ଖୁସି ଦ୍ୱାରା ଗୋଟେ ରାକ୍ଷସକୁ ହରାଇ ଦେଇଥିଲେ ।

୮)  ଅଯଥା ବ୍ୟର୍ଥ ଚିନ୍ତା ଦ୍ୱାରା କିଛି ହେବାର ନାହିଁ । ଠିକ୍ ସେଇଟା ହେବ ଯାହା ତାକୁ ଭୁଲି ଆଗକୁ ବଢିବାର ଅଛି । ଏହାର ନାଁ ହିଁ ଜୀବନ ଅଟେ ।

ଭଗବାନ ଶ୍ରୀକୃଷ୍ଣଙ୍କ କଥା ଆପଣଙ୍କୁ କେତେ ବି ବିପରିତ ପରିସ୍ଥିତିଗୁଡିକରେ ଥାଉ । କିନ୍ତୁ ସେହି ଥିରେ ଖୁସି ରହିବାରେ ରୋକି ପାରିବନି । ଯଦି ଜିବନରେ ଖୁସି ଗୁଡିକ ଉଭାନ୍ ହୋଇଯାଇଛି ତେବେ ଏହି କଥାଗୁଡିକ ମନରେ ରଖି ଖୁସି ରହିବାକୁ ଚେଷ୍ଟା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button