ଓଡିଶା

ସଫେଇ କର୍ମୀ ମାଉସୀଙ୍କ ନବୀନଙ୍କୁ କଡା ଯବାବ, କହିଲେ “ସେ ଖାଲି ହାବୁଡେ ପଡନ୍ତେ ମୋର..” ଦେଖନ୍ତୁ Video

ଦର୍ଶକ ବନ୍ଧୁ ମାଗଣା ଚାଉଳ ଖାଇ ଲୋକେ ଅଳସୁଆ ହେଲେଣି ଅଭିଯୋଗ ଆଣି ଜଣେ ସଫେଇ କର୍ମଚାରୀ ମା କିଛି ଏମିତି ବୟାନ ଦେଇଛନ୍ତି ଗଣାମଧ୍ୟମ ରେ ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ସଫେଇ କର୍ମଚାରୀ ଜଣକ ନବୀନ ପଟ୍ଟନାୟକ ଙ୍କୁ କିଛି ଏମିତି ଢଗ ପକାଇ କଥା କହୁଛନ୍ତି ଆପଣ ଦେଖିଲେ ବି ହସି ହସି ଗଡିବେ । ତେବେ ଆସନ୍ତୁ ଆଉ ଡେରି ନ କରି ପୁରା ଖବର ବିଷୟରେ ଜାଣିବା ।

ସଫେଇ କର୍ମଚାରୀ ମହିଳା ଜଣକ କହୁଛନ୍ତି ଯେ “ଖାଲି ନବୀନ, ନବୀନ କଣ ହେଉଛନ୍ତି ? ଏ କଣ୍ଟ୍ରୋଲ ଚାଉଳ କୁ ନେଇ ଖାଲି ଭୋଟ ଲୁଟି ଚାଲିଛନ୍ତି ନବୀନ । ଆମ ପାଇଁ ବହୁତ ପରିଶ୍ରମ ହଇରାଣ ହେଲେଣି ମୋହନ ବାବୁ ଆଜିକୁ ବର୍ଷେ ଦୁଇ ବର୍ଷ ହେଲା । କିନ୍ତୁ ତାଙ୍କର କିଛି ବି ଭ୍ୟାଲୁ ରହୁ ନାହି । ମୋ ଦୁଖ ଆଜ୍ଞା ଆଉ କଣ କହିବି ଟଙ୍କା ଦୁଇ ଚାରି ପଇସା ପାଉ ନାହି ।

ଗ୍ଯାସ ବଢିଲା, ତେଲ 150 ଟଙ୍କା, ଆଳୁ କିଲୋ 20 ଟଙ୍କା କିଛି ଆଜ୍ଞା ହେଉନି । ସାବୁନ 10 ଟଙ୍କିଆ କୁ 8 ଦିନ ଯାଉଥିଲା ଏତେ ବଡ ଥିଲା । ଏବେ ଏଡିକି ଟିକେ ହୋଇ ଯାଇଛି ସାବୁନ । କାମରେ ବସ ଉଠୁ ହଉଛୁ କିନ୍ତୁ ପେଟରେ କିଛି ପୁରୁ ନାହି । ସରକାର ଯଦି ଆମ ଦୁଖ ବୁଝୁଥାନ୍ତେ ଆମେ କଣ ଏମିତି କହିଥାନ୍ତୁ । କୋରୋନା ଟାଇମ ରେ ଆମେ କେତେ ମଇଳା ସଫା କରିବାକୁ ।

ଲୋକ ଆମକୁ ଦେଖି କହିଲେ ଆଡେଇ ଯାଅ ନ ହେଲେ କୋରୋନା ହୋଇଯିବ । ନବୀନ ଖାଲି ମୋ ହାବୁଡ ରେ ପଦନ୍ତା । ମେଡିକାଲ ରେ ମେଡ଼ିସିନ ଦେଉଛି ହେଲେ ପଲିଥିନ ନାହି । ଖାଲି ନବୀନ ନବୀନ କଣ । କଣ୍ଟ୍ରୋଲ ଚାଉଳ ବଢିଆ ହାତକୁ ଦି ପଟ ବାଲା ପାଟ ପରେ ନାକ କୁ କରିଲେଣି ଚିଡିଆ ଲୋକ ହେଲେଣି କୋଢିଆ । ଆମ ରୋହି ଜଳୁଛି ଆଜ୍ଞା । ନବୀନ କୁ ଟିକେ ଜଣାଇ ଦେବ ତାକୁ ଭୋଟ ନା ନୋଟ ଦେବୁ ।

ମୋର  ଭାଇ ଭଉଣୀ ମାନେ ଯେତେ ସବୁ ଅଛନ୍ତି ମୁଁ ଯେତେ କଥା କହୁଛି ନବୀନ କୁ କିଛି କଥା ପସନ୍ଦ ହେଉ ନାହି । ଆମ ମାରି ମରା ଲୋକ ନବୀନ ଖାଲି ହାତୀ ଝୁଲୁଛି । ଆମର ଘର ଦ୍ଵାର ନାହି, ପିଲା ଙ୍କୁ ଖାଇବାକୁ ଦେବାକୁ ଆମର ରୋଜଗାର ନାହି । ଆମେ କଣ କରିବୁ କେମିତି ବଞ୍ଚିବୁ” ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button