ଦେଶ ବିଦେଶ

ଏହି ୫ଟି ଲକ୍ଷଣ ଥିବା ମହିଳାମାନେ ହୋଇଥାନ୍ତି ଅଲକ୍ଷ୍ମୀ , ଆଜି ହିଁ ଜାଣି ନିଅନ୍ତୁ ।

ବନ୍ଧୁଗଣ ସମସ୍ତ ବ୍ୟକ୍ତିଙ୍କର ସୁଖ ସମୃଦ୍ଧି ତାଙ୍କ ଉପରେ ନିର୍ଭର କରିଥାଏ। ସେହିପରି ଗୋଟିଏ ଘରର ସୁଖ ଏବଂ ଦୁଃଖ ସେହି ଘରର ସ୍ତ୍ରୀ ଉପରେ ନିର୍ଭର କରିଥାଏ। ଯିଏ ଘରର ସମସ୍ତ କାର୍ଯ୍ୟ କରିବା ସହିତ ସମସ୍ତଙ୍କର ଯତ୍ନ ନେଇଥାଏ। କିନ୍ତୁ କିଛି କାମ ଏପରି ରହିଥାଏ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ କେବେହେଲେ ଘରକୁ ଆସି ନଥାନ୍ତି। କୁହାଯାଏ କି ଗୋଟିଏ ନାରୀ ହିଁ ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ ଏବଂ ନର୍କ ମଧ୍ୟ କରିଦେଇଥାଏ। ତେବେ ଆସନ୍ତୁ ଜାଣିବା କଣ ସେହି ୫ଟି କାମ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ।

ସମୟ ଯେତେ ଆଗକୁ ଚାଲି ଯାଇଥିଲେ ମଧ୍ୟ ହିନ୍ଦୁଧର୍ମରେ ନିୟମ ଅନୁଯାୟୀ ବ୍ୟକ୍ତିର ଜୀବନରୁ ଆରମ୍ଭ କରି ସମସ୍ତ ତଥ୍ୟ ରହିଥାଏ। ସେହି ହିନ୍ଦୁଧର୍ମର ଗ୍ରନ୍ଥକୁ ନେଇ ଏହି ତଥ୍ୟକୁ ଜାଣିବା।

Google

ଝାଡୁକୁ ଗୋଡ଼ରେ ମାଡୁବା:- ଯେଉଁ ଘରେ ଝାଡୁକୁ ଗୋଡ଼ରେ ମାଡ଼ିଥାନ୍ତି ସେହି ଘରେ କେବେହେଲେ ମା ଲକ୍ଷ୍ମୀ ରହି ନଥାନ୍ତି। ସେହି ଘରେ ସର୍ବଦା ଦୁଃଖ ଦୁର୍ଦ୍ଦଶା ଲାଗି ରହିଥାଏ। କୁହାଯାଏ କି ଝାଡୁର ମା ଲକ୍ଷ୍ମୀ ସ୍ୱୟଂ ବାସ କରିଥାନ୍ତି।

ଚୁଲା ଉପରେ ଅଇଁଠା ବାସନ ରଖିବା:- ଯଦି ଆପଣ ମାନଙ୍କ ଘରେ ସ୍ତ୍ରୀ ଲୋକମାନଙ୍କର ଏପରି ଅଭ୍ୟାସ ରହିଥାଏ, ରାତିରେ ଅଇଁଠା ବାସନକୁ ରଖି ଶୋଇଯିବାର ତାହେଲେ ଆଜି ହିଁ ସେହି ଅଭ୍ୟାସକୁ ଦୁରାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ରହି ନଥାନ୍ତି ଘରକୁ ଦୁଖଃ ଦରିଦ୍ରତା ଆସିଥାଏ।

ଗୋଇଁଠା ମାରି କବାଟ ଖୋଲିବା:- ଯେଉଁ ଘରର ମହିଳାମାନେ ଗୋଇଁଠା ମାରି କବାଟ ଖୋଲି ଥାଆନ୍ତି ବା ବନ୍ଦ କରିଥାନ୍ତି ସେହି ଘର ଉପରେ ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି। ସେହି ଘରେ କେବେହେଲେ ଟଙ୍କା ପଇସା ରହେ ନାହିଁ। ସବୁବେଳେ ଅଭାବ ଅନଟନ ଦେଖାଦେଇଥାଏ।

ଦୁଆର ବନ୍ଧ ଉପରେ ବସି ଖାଇବା:- ଯଦି କାହା ଘରେ ମହିଳା ମାନେ କିମ୍ବା ଘର ପରିବାରର ଅନ୍ୟ କେହି ସଦସ୍ୟ ଦୁଆର ବନ୍ଧ ଉପରେ ବସି ଖାଇଥାନ୍ତି, ତାହା ଘରର ବର୍ବାଦ ହେବାର କାରଣ ହୋଇଥାଏ। ହିନ୍ଦୁଧର୍ମ ଅନୁସାରେ ଏପରି କରିବାକୁ ଅଶୁଭ ବୋଲି ମାନାଯାଏ। ତେବେ ଦୁଆର ବନ୍ଧ ଉପରେ କିମ୍ବା ପାଖରେ ବସି ଖାଆନ୍ତୁ ନାହିଁ।

Google

ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା:- ଆପଣ ମାନେ ଧ୍ୟାନ ଦେବେକି ଭୁଲରେ ମଧ୍ୟ ସନ୍ଧ୍ୟା ସମୟରେ ଝାଡୁ ଦେବେ ନାହିଁ। କେବଳ ପୂଜା କରିବା ସମୟରେ ହିଁ ଝାଡୁ ଦେଇପାରିବେ। ଅନ୍ୟଥା ଅନ୍ୟ ସମୟରେ ଝାଡୁ ଦେବେ ନାହିଁ। ଏଭଳି କରିବା ଦ୍ୱାରା ଘରେ ଦୁଃଖ ଦୁର୍ଦ୍ଦଶା ଲାଗିରହିଥାଏ, କଳହ ଲାଗିରହିଥାଏ।

ତାହେଲେ ବନ୍ଧୁଗଣ ଆପଣ ଏହି ୫ଟି ଜିନିଷ କେବେହେଲେ କରିବେ ନାହିଁ। ଯଦି ଘରେ ଏହିପରି ଭୁଲ କରୁଛନ୍ତି ତେବେ ଆଜିଠାରୁ ହିଁ ବାରଣ କରନ୍ତୁ। ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button