ଦେଶ ବିଦେଶ

ଗ୍ୟାସ୍ ସବସିଡିକୁ ନେଇ ନିୟମରେ ପରିବର୍ତ୍ତନ ଆଣିଲେ ମୋଦି ସରକାର । ବ୍ୟାଙ୍କ ଖାତାକୁ ଆଉ ଆସିବନି ଟଙ୍କା !

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ। ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ନ୍ୟୁଜ ନେଇ ଆସିଛୁ। ସରକାର ପୁଣି ଏକ ନୂତନ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଗ୍ୟାସ ସବସିଡିକୁ ନେଇ କରାଯାଇଛି। ନିୟମ ଅନୁସାରେ ଯେଉଁ ସବସିଡି ଉପଭୋକ୍ତାଙ୍କର ବ୍ୟାଙ୍କ ଖାତାକୁ ଆସୁଥିଲା ତାହା ଏବେ ଆଉ ଆସିବା ନାହିଁ। ତେବେ ପୁରା ଘଟଣା କଣ ଜାଣିବା ପାଇଁ ଆମର ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ଉଜ୍ଜ୍ୱଳା ଯୋଜନା ହେଉ ଅବା ଗ୍ୟାସ ସିଲିଣ୍ଡର ଉପରେ ଆସୁ ଥିବା ସବସିଡି ହେଉ ଏହି ସବୁ ଯୋଜନା ଦ୍ଵାରା ପ୍ରଧାନ ମନ୍ତ୍ରୀ ଙ୍କ ଗୋଟିଏ ହିଁ କାରଣ କି ବର୍ତମାନ ସମୟ ରେ ଆମ ଭାରତ ରେ ଯେଉଁ ମାନେ ଗରୀବି ସୀମା ରେକ୍ଷା ର ତଳେ ବଢି ଚାଲି ଛନ୍ତି  ସେମାନେ କେମିତି ଉପକୃତ ହେବେ।

ସବସିଡି ଉପରେ କିଛି ନିୟମ ର ପରିବର୍ତନ ଆଣିବା ପାଇଁ ଯାଉଛନ୍ତି ପ୍ରଧାନ ମନ୍ତ୍ରୀ। ତେବେ ଆସନ୍ତୁ ଆମେ ମାନେ ଜାଣି ନେବା କି କଣ କଣ ଏହି ନିୟମ ଗୁଡିକ ପରିବର୍ତ୍ତନ ହୋଇଛି । ନିୟମ ଅନୁସାରେ ଏବେ ଯେଉଁ ସବସିଡି ଗୁଡିକ ସାଧାରଣ ଜନତା ଙ୍କୁ ମିଳୁ ଥିଲା କିନ୍ତୁ ଏବେ ଆଉ ସରକାର ସେମାନଙ୍କୁ ସବସିଡି ଦେବ ନାହିଁ ଯେଉଁ ଟଙ୍କା ଆପଣ ମାନଙ୍କ ବ୍ୟଙ୍କ ଏକାଉନ୍ଟକୁ ଆସୁ ଥିଲା ଏବେ ତାହା ସରକାର ପେଟ୍ରୋଲିୟମ କମ୍ପନୀ ଙ୍କୁ ଦେବା ପାଇଁ ନିଶ୍ପତି ନେଇଛନ୍ତି ।

ତେବେ ଏବେ ଯେତେ ବେଳେ ବି ଆପଣ ମାନଙ୍କ ଘରକୁ ଗ୍ୟାସ ଆସିବ ତେବେ ବୁକ କରିବା ମାତ୍ରେ ହିଁ ଆପଣ ମାନଙ୍କ ମୋବାଇଲ କୁ ଗୋଟିଏ ଓଟିପି ଆସିବ ତେବେ ପରେ ଯେତେ ବେଳେ ଗ୍ୟସ୍ ଘରେ ପହଂଚିବ । ତେବେ ଗ୍ୟାସ ନେଇ ଆସି ଥିବା ଲୋକ ଆପଣ ଙ୍କ ପାଖରୁ ଓଟିପି ନେବ ତେବେ ସେହି ଓଟିପି କୁ ଏପ୍ଲିକେସନ ରେ ଆପଡେଟ କରିବ ତେବେ ଜାଇ ସେହି ପଇସା ସରକାର ଙ୍କ ପାଖକୁ ଯିବ ଏବଂ ତାହା ପରେ ସରକାର ପେଟ୍ରୋଲିୟମ କମ୍ପାନୀ ଙ୍କୁ  ଦେଇ ଦେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button