ମନୋରଞ୍ଜନ

ଏବେ ଏବେ ଖବର ଆସିଛି ଏହି ବଲିଉଡ ସୁପର ଷ୍ଟାର ଓ ଡିରେକ୍ଟର ଙ୍କୁ ହୋଇଛି କ୍ୟାନ୍ସର, ଜାଣନ୍ତୁ ସେ କିଏ, ପଢନ୍ତୁ ସମ୍ପୂର୍ଣ ଖବର

ଏବେ ଯେମିତି ବଲୀଉଡ ରେ ଖରାପ ନଜର ଲାଗିଯାଇଛି, ଗୋଟେ ପରେ ଗୋଟେ ଦୁଃଖଭରା ଖବର ଶୁଣିବାକୁ ମିଳୁଛି ବଲୀଉଡ ରୁ। କେତେବେଳେ କାହାର ମୃତ୍ୟୁର ଖବର ତ କାହାର ଦେହ ଅସୁସ୍ଥ ଥିବାରୁ ହସ୍ପିଟାଲ ରେ ଭର୍ତ୍ତି ହେବାର। ଏଇ କିଛି ଦିନ ତଳେ ବଲୀଉଡ ର କମେଡୀ କିଂ କଦର ଖାନଙ୍କର ମୃତ୍ୟୁ ହେବ କହବର ତ ଆପଣ ଜାଣିଥିବେ। ତ ପୂର୍ବରୁ ସେମିତି ସୋନାଲୀ ବେନ୍ଦ୍ରେ ଙ୍କୁ କ୍ୟାନ୍ସର ହୋଇଥିଲା ଓ ସେ ଚିକିତ୍ସାଧଇଁ ଥିଲେ, ବର୍ତ୍ତମାନ ସେ ଭଲ ହୋଇ ନିଜ ଘରକୁ ଫେରି ଆସିଲେଣି। ଏହି ସବୁ ଖବରରୁ ନବାହାରୁଣୁ ଆଉ ଏକ ଦୁଃଖ ଖବର ଶୁଣିବାକୁ ମିଳିଛି। ତାହା ହେଉଛି ବଲୀଉଡ ର ପ୍ରସିଦ୍ଧ ଏକ୍ଟର ଡିରେକ୍ଟର ଓ ପ୍ରୋଡ୍ୟୁସର ରାକେଶ ରୋଷନଙ୍କୁ କ୍ୟାନ୍ସର ହୋଇଥିବାର ଖବର।

କହିବା ପାଇଁ ଚାହିଁବୁ କି ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ରୀତିକ ରୋଶନ ନିଜେ ତାଙ୍କ ବାପା ରାକେଶ ରୋଶନ ଙ୍କ ଫୋଟ ଛାଡି ଏମିତି କହି ଛନ୍ତି କି ଏହି ଦିନ ରେ ତାଙ୍କ ବାପା ଯିଏ କି ବହୁତ ଷ୍ଟ୍ରଙ୍ଗ ବ୍ୟକ୍ତି ଭାବେ ପରିଚିତ ରହିଛନ୍ତି । ତେବେ କିଛି ଦିନ ତେଳେ ସେ ଜିମ୍ କରିବା ପାଇଁ ପଛଉ ନଥିବା ବେଳେ ଆଜିର ସମୟ ରେ ସେ ଆଉ ଜିମ୍ ରେ ଦେଖା ଦେଉ ନାହାଁନ୍ତି କାରଣ ତାଙ୍କୁ ଏବେ କ୍ୟାନ୍ସର ରୋଗ ହୋଇଛି ବୋଲି ଜଣା ପଡ଼ିଛି ।

ତେବେ ସୂଚନା ମୁତାବକ ଏହି କିଛି ମାସ ତଳେ ତାଙ୍କ ବେକ୍ ରେ ଗୋଟିଏ କେନ୍ସର ର ସେଲ ତିଆରି ହୋଇ ଥିବା ବେଳେ ସେତେ ବେଳେ ସେ ଏହି ସେଲ କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଥିଲେ ତେବେ ପରେ ପରେ ଏବେ ସେ ସଂମ୍ପର୍ଣ୍ଣ ଭାବେ ପୀଡିତ ବୋଲି ଜଣା ପଡ଼ିଛି । ତେବେ ଭଗବାନଙ୍କ ପାଖରେ ଆମର ଏତିକି ପାର୍ଥନା ସେ ସଂପୂର୍ଣ୍ଣ ଭଲ ହୋଇଯାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button