ଫେବୃଆରୀ 2023, ଏହି 4ଟି ରାଶି ପାଇଁ ଭୟଙ୍କର ବିପଦ… ରୁହନ୍ତୁ ସାବଧାନ!

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତେକ ବ୍ୟକ୍ତି ନିଜର ଜନ୍ମ ସମୟରେ ନିଜର ଭାଗ୍ୟକୁ ସାଥିରେ ନେଇକି ଆସିଥାନ୍ତି । କିଛି ବ୍ୟକ୍ତି ଜନ୍ମ ସମୟରେ ଖୁସି ନେଇକି ଆସିବା ସହ ଭଲ ପରିବାର ଓ ଧନ ମିଳି ଯାଇଥାଏ । ଏହି ବ୍ୟକ୍ତି ଙ୍କୁ ଭାଗ୍ଯର ଧନୀ ବିଚାର କରା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସମୁଦାୟ ୧୨ ଗୋଟି ରାଶି ରହିଛି । ପ୍ରତେକ ବ୍ୟକ୍ତିର ରାଶି ଅଲଗା ଅଲଗା ହୋଇଥାଏ ।
ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଫେବୃଆରି ମାସରେ ଏହି ୪ଟି ରାଶିଙ୍କୁ ରହିବାର ଅଛି ସାବଧାନ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମିଥୁନ ରାଶି : ଲୋକପ୍ରିୟତା ହ୍ରାସ ପାଇବ । ନିଜର ଆସ୍ଥା ହରାଇବେ । ଅର୍ଥର ଅଭାବ ଅନୁଭବ କରିବେ । ଆକସ୍ମିକ କୌଣସି କଳହରେ ପଡି ପାରନ୍ତି । ଆର୍ଥିକ କ୍ଷତି ସହିବେ । ପାଇଥିବା ଦ୍ରବ୍ଯ ହରାଇ ବସିବେ । ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ । ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । କୌଣସି ଆତ୍ମୀୟ ମାନଙ୍କ ଦ୍ଵାରା ଅସୁବିଧାରେ ପଡ଼ିପାରନ୍ତି । ପ୍ରତିକାର ସ୍ୱରୂପ ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ଯ କାହାଇବାକୁ ଦିଅନ୍ତୁ ।
କର୍କଟ ରାଶି : ଆପଣ ମାନଙ୍କର ମାନସିକ ଆସନ୍ତି ବଢିପାରେ । ଦୂର ବନ୍ଧୁ ଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । କୌଣସି ଜାଗାରୁ ଅପମାନିତ ହୋଇ ପାରନ୍ତି । ଅବାଞ୍ଛିତ ସ୍ଥିତି ରେ ପଡିବେ । ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଙ୍କୁ ଅର୍ଣ୍ଣ ବା କିଛି ସାହାଜ୍ଯ କରନ୍ତୁ ।
ମୀନ ରାଶି : ଅର୍ଥ ଅଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ମାନ ସମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇବେ ନାହି । ପରିବାରରେ ଅସାନ୍ତି ଦେଖା ଦେଇପାରେ । ଉପରିସ୍ଥ କର୍ତ୍ତୁପକ୍ଷ ଙ୍କ ଚାପ ବଢିଯିବ । ଆଳସ୍ୟ ଅନୁଭବ କରିବେ । ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇ ପାରନ୍ତି । ତେଣୁ ସର୍ବଦା ସତର୍କ ରୁହନ୍ତୁ । ମାନସିକ ଉଦବେ ବଢିବ । କାର୍ଯ୍ୟ ରେ ଅବନ୍ନତି ଘଟିବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତେକ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ପ୍ରଭୁ ହନୁମାନ ଙ୍କ ଦର୍ଶନ କରନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ ।
ବିଛା ରାସୀ : ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ । ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ । ଯାତ୍ରା ରେ ସତର୍କତା ଅବଲମ୍ବନ କରନ୍ତୁ । ମାନସିକ ଚାପ ବଢିପାରେ । ବ୍ୟାସ୍ତ ଭିତରେ ସମୟ କଟିପାରେ । ଗୃହରେ କ୍ଲେଶ ଦେଖା ଦେଇପାରେ । ଅଭାବ ଅନଟନରେ ଦିନ କଟିପାରେ । ବିଶ୍ଵାସ ଘାତକତା ହୋଇପାରେ । ନିଜ ଶରୀର ଉପରେ କଷ୍ଟ ରହିଛି ।
ସତର୍କ ରୁହନ୍ତୁ । ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ବସ୍ତ୍ର ବା କିଛି ସାହାଜ୍ଯ କରନ୍ତୁ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।