ମନୋରଞ୍ଜନ

Pintu Nandaଙ୍କ ଶେଷ ଗୀତ, ରିଲିଜ ହେବା ପୂର୍ବରୁ ଚାଲିଗଲେ ପିଣ୍ଟୁ, ଗୀତକୁ ଯିଏ ଶୁଣୁ ଛି ସିଏ କାନ୍ଦୁଛି

ଏ ହସ ଆଉ ଦେଖିବାକୁ ମିଳିବ ନାହି । କାରଣ ନୀତି ହସାଉ ଥିବା ମଣିଷ ଟା ସବୁ ଦିନ ପାଇଁ ଆଖି ରେ ଲୁହ ଦେଇ ଅଫେରା ରାଇଜର ରାଜ୍କୁମାର ପାଲଟି ଯାଇଛି । ଆଉ ଏହାରି ଭିତରେ ତାଙ୍କର ଶେଷ ଗୀତ ଟି ରିଲିଜ ହୋଇଛି । ଆଉ ଏହି ଗୀତ ରେ ଅଭିନେତା ପିଣ୍ଟୁ ଆନନ୍ଦ କିଛି କଥା କହିଛତି କଳିଯୁଗର ପ୍ରେମ ବିଷୟରେ । ହଁ ଦର୍ଶକ ବନ୍ଧୁ ଏ ଗୀତ ଟି ରିଲିଜ ହେବା ପରେ ଆଖି ରେ ଲୁହ ରହୁ ନାହି ।

କାରଣ ଏ ହସ ସବୁ ଦିନ ପାଇଁ ହଜି ଯାଇଛି । ଆଉ ପିଣ୍ଟୁ ଗଲା ପରେ ତାଙ୍କର ଏ ସେସ ଗୀତ ଟି ରିଲିଜ ହୋଇଛି । ଯାହାକୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଆଉ ଗୀତ କୁ ଦେଖିଲେ ଆଖି ରେ ଲୁହ ଗାଡି ଆସୁଛି । ଅଭିଜିତ ମଜୁମଦାର ନିର୍ଦ୍ଦେଶିତ ଏହି ଗୀତ ରେ ପିଣ୍ଟୁ ଙ୍କ ନାଁ ବି ଗଉରା ହୋଇଛି । ଏଥର କିନ୍ତୁ ଏ ଗୀତ ରେ ଗଉରା ମାଉଁସ ଖାଉନି କି ଗୋରସ ପିଇବ ନାହି ।

ଏଥର ଗଉରା କଳିଯୁଗରେ ପ୍ରେମ କରି ନାମ ନେଇଛି । ଦୁନିଆକୁ କହୁଛି କଳିଯୁଗରେ ପ୍ରେମ କର ନାହି । ହଁ ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦ ଙ୍କ ଏ ଗୀତ ଟି ଯେବେ ରିଲିଜ ହୋଇଛି ଠିକ ସେତିକି ବେଳେ ସମସ୍ତଙ୍କ ଆଖି ରୁ ଲୁହ ନିଗିଡି ଆସୁଛି । ଆଉ ସବୁଠାରୁ ବଡ ଦୁଖର କଥା ହେଉଛି ପିଣ୍ଟୁ ନନ୍ଦ ଙ୍କ ଏହି ଗୀତ ଟି ରିଲିଜ ହେବ ପୂର୍ବରୁ ସେ ଆଉ ନାହାନ୍ତି ।

କଳିଯୁଗର ପ୍ରେମ କରିଲେ ନେବୁ ନାମ ଏଠି ବରଷକ ରେ ହୁଏ 12 ଥର ପ୍ରେମ ହଁ ମୁଁ ଗଉରା ଆଉ ଖାଇବିନି ମାଉଁସ ଆଉ ପିଇବିନି ଗୋରସ ମୋ ପାଇଁ କେତେ ଯେ ଝିଅ ମରନ୍ତି ବିଚରା ମୋ ନାଁ ଗଉରା ଆଉ ଯେ କଳିଯୁଗରେ ପ୍ରେମ କରିଉବ ତାହା ଭବିଷ୍ୟତ ତା ଫୁଲ ଅନ୍ଧକାର । ଏମିତି କିଛି ଲେଖା ଗୀତ କୁ ନିଜେ ଗାଇଛନ୍ତି ଅଭିଜିତ ମଜୁମଦାର ।

ଆଉ ତା ପୂର୍ବରୁ କିଛି ଏମିତି କଥା କହିଛନ୍ତି ଆମ ସମସ୍ତଙ୍କର ପ୍ରିୟ ଗଉରା ରାଣ୍ଡୀ ପୁଅ ଅନନ୍ତା । ଦର୍ଶକ ବନ୍ଧୁ ଏହି ଗୀତ ରିଲିଜ ହେବା ପରେ ଲକ୍ଷ ଲକ୍ଷ ଦର୍ଶକ ଦେଖି ସାରିଲେଣି । ଆଉ ଏ ଗୀତ ଯିଏ ଦେଖୁଛି ତା ଆଖି ରୁ ଲୁହ ଧାର ଧାର ହୋଇ ବୋହି ଆସୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button