ବିଚାର

କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Tarot Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ନନକୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ ୪ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି ୪ ନମ୍ବର ୪ ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ସବୁ କଥା ଲୁଚାଇଛନ୍ତି । ଆପଣ ପେଜଟିଭ ଓ ଜ୍ଞାନୀ ଅଟନ୍ତି । ଆପଣ ଭଲ ବନ୍ଧୁ ତେଣୁ ଆପଣଙ୍କ ସହ ବନ୍ଧତା ରଖିହେବ ଏମିତି ସେ ଭାବୁଛନ୍ତି । ଆପଣଙ୍କ ପାଖରେ ସବୁ ଅଛି ଜୀବନରେ ଆଗକୁ ଯିବେ । ଜୀବନରେ କେବେ ଭୁଲ କରିବେ ନାହି । ଆପଣ ସମାଜରେ ଭଲ ସ୍ଥିତିରେ ପରିଚୟ ସୃଷ୍ଟି କରିଛନ୍ତି । ଲୋକେ ଆପଣଙ୍କୁ ବହୁତ ମନୁଛନ୍ତି । ଆପଣ ବହୁତ ଲକି ବୋଲି ସେ ଭାବୁଛନ୍ତି ।

୨- ଦ୍ଵିତୀୟ ନମ୍ବର : ଆମ ଲିଷ୍ଟର ଦ୍ଵିତୀୟ ନମ୍ବର ଯେଉଁ ମାନେ ଚୁଜ କରିଛନ୍ତି ସେ ଆପଣଙ୍କ ବିଷୟରେ ଏତେ ଭାବୁଛନ୍ତି କି ଅନେକ ସମୟରେ ପଜେଟିଭ ବା ନେଗେଟିଭ ହୋଇ ଯାଉଛନ୍ତି । କିଛି ଲୋକ ଆପଣଙ୍କ ବିଷୟରେ ଖରାପ କହିଲେ ସେ ବିଶ୍ଵାସ କରୁଛନ୍ତି । ପଜେଟିଭ ଚରିତ୍ର ଆପଣଙ୍କର ଆଗକୁ ଆସୁ କେହି ଜଣେ ଚାହୁଁ ନାହାନ୍ତି । ସେ ବାହାବୁଛନ୍ତି ଲୋକେ ଯାହା କହୁଛନ୍ତି ଆପଣ ସେୟା । ଆପଣଙ୍କ ବିରୁଦ୍ଧରେ ଲୋକେ ତାଙ୍କୁ ଉସ୍କାଉଛନ୍ତି । ସେ ଆପଣଙ୍କ ସହ ଭଲ ରିଲେସନ ରଖିବାକୁ ଚାହୁଁଛନ୍ତି ।

୩- ତୃତୀୟ ନମ୍ବର : ଆମ ଲିଷ୍ଟର ତୃତୀୟ ନମ୍ବର ଯିଏ ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ନେଇ ପଜେଟିଭ ଅଟନ୍ତି । ସେ ଆପଣଙ୍କର ବନ୍ଧୁ, ଜୀବନ ସାଥି ଆବ ପରିବାରର ସଦସ୍ୟ ହୋଇପାରନ୍ତି । ଆପଣଙ୍କ ଜୀବନରେ ପ୍ରଗତି କରନ୍ତୁ ସଫଳତା ପାଆନ୍ତୁ ଏମିତି ସେ ଚାହୁଁଛନ୍ତି । ଆପଣଙ୍କୁ ମାନ ସମାନ ମିଳୁ । ତାଙ୍କ ମନରେ ଆପଣଙ୍କ ପାଇଁ ଖରାପ ବିଚାର ନାହି ।

୪- ଚତୁର୍ଥ ନମ୍ବର : ଆମ ଲିଷ୍ଟର ଚତୁର୍ଥ ନମ୍ବର ଯିଏ ଚୟନ କରିଛନ୍ତି ଜୀବନରେ ଆପଣଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ମନରେ ସନ୍ଦେହ ରହିଛି ଆପଣଙ୍କ ସମ୍ପର୍କ ଆପଣଙ୍କ ପାଇଁ ଭାଙ୍ଗି ଯାଉଛି । ସେ ଭାବୁଛନ୍ତି ଆପଣ ଏମିତି ମଣିଷ ଯିଏ ଦୁଇ ଦିନ ଭଲ ପାଉଛନ୍ତି ଆଉ ତା ପରେ ଝଗଡା କରୁଛନ୍ତି । ଆପଣଙ୍କ ଉପରେ ସେ ଭରସା କରୁ ନାହାନ୍ତି ।

ହୋଇପାରେ ଆପଣ ଲାଇଫରେ ଏମିତି ବାରମ୍ବାର ହେଉଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button