ଦେଶ ବିଦେଶ

କେବଳ ଏହି ଗୋଟେ କାମ କରି ହୋଇ ଯାଅନ୍ତୁ ରୋଡ଼ ପତିରୁ କରୋଡ଼ ପତି, ଥରୁଟେ ନିଶ୍ଚୟ ଦେଖନ୍ତୁ

ଆପଣଙ୍କ ଯଦି ଆପଣଙ୍କ ପର୍ସ ଓ ଲାକରରେ ଗୋଟିଏ ଜିନିଷ ରଖିବେ ତ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏହା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ଆମ ଉପରେ ସବୁ ବେଳେ ରହିଥାଏ ଏହି ଜିନିଷର ଏପରି ଚମତ୍କାର ଗୁଣ ଥାଏ କି ଯାହା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ ଓ ନିଜର ଧନ ବୃଦ୍ଧି ଘଟିଥାଏ ସେହି ଜିନିଷ କଣ ଯାଆଣିଛନ୍ତି ସେହି ଜିନିଷଟି ହେଉଛି କଉଡ଼ି ମା ଲକ୍ଷ୍ମୀ ଓ କଉଡ଼ି ମଧ୍ୟର୍ଵ ବହୁତ କିଛି ସମ୍ଭନ୍ଧ ରହିଛି ଯିଏ ଗୁରୁବାର ବ୍ରତ କରନ୍ତି କି ମା ଲକ୍ଷ୍ମୀଙ୍କର ପୂଜା କରନ୍ତି ।

ସେମାନେ ଏହି କଥା ବୋଧେ ନିଶ୍ଚୟ ଜାଣିଥିବେ କାରଣ କଣ ଆପଣ ଜାଣିଥିବେ ମା ଲକ୍ଷ୍ମୀ ଓ କଉଡ଼ି ଉଭୟଙ୍କର ଜନ୍ମ ସମୁଦ୍ରରେ ଓ ତାଙ୍କର ପିତା ବରୁଣ ଦେବ । ଏହା ମାନା ଯାଏ କି ଯଦି କାଉଡିକୁ ପର୍ସ କିମ୍ବା ଲକରରେ ରଖା ଯାଏ ତ ମା ଲକ୍ଷ୍ମୀଙ୍କର କୃପା ଆପଣ ଉପରେ ସର୍ବଦା ରହିଥାଏ କିନ୍ତୁ ଏହାକୁ ରଖିବାର କିଛି ନିୟମ ରହିଛି ।

 

ଆପଣ ବଜାରରରୁ ପ୍ରଥମେ ଦୁଇଟି ହଲାଦିଆ ରଙ୍ଗର କଉଡ଼ି କିଣି ଆଣନ୍ତୁ ଓ ତା ପରଦିନ ବସ୍ନାନ ସାରି ସେଇ କଉଡିକୁ ମା ଲକ୍ଷ୍ମୀଙ୍କର ଫୋଟୋ ପାଖରେ ରଖି ପୂଜା କରନ୍ତୁ ଆଉ ପୂଜା ସରିବା ପରେ ଏହି ଦୁଇଟି କାଉଡିକୁ ଦୁଇଟି ଅଲଗା ଅଲଗା ଲାଲ ରଙ୍ଗର କପଡ଼ାରେ ବାନ୍ଧି ଦିଅନ୍ତୁ।

 

ଏହା ପରେ ଗୋଟିଏ କଉଡିକୁ ଘରର ଲାକରରେ ରଖିଦିଅନ୍ତୁ ଆଉ ଗୋଟିଏ କଉଡିକୁ ଆପଣଙ୍କ ପର୍ସ ରେ ରଖିଦିଅନ୍ତୁ ଶାସ୍ତ୍ରରେ କୁହାଯାଇଛି କି ପାଖରେ କଉଡ଼ି ଥିଲେ ଏହା ଆପଣଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ । ଆଉ ମଧ୍ୟ ମା ଲକ୍ଷ୍ମୀଙ୍କ ସହିତ ଦେବା ଦେବୀଙ୍କର କୃପା ମିଳିଥାଏ । ଯଦି କାହାକୁ ରାସ୍ତାରେ ଯିବା ପୂର୍ବରୁ କଉଡ଼ି ମିକିଥାଏ ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button