ନୀତି

୯୦୦ ବର୍ଷ ପରେ ଏହି ରାଶିଗୁଡିକ ଉପରେ ବର୍ଷିବ ଶନି ଏବଂ ମଙ୍ଗଳଙ୍କର କୃପା, ହେଉଛି ରାଜଯୋଗର ସଂଯୋଗ

ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ଯେତେବେଳେ ଜୀବନରେ ସୁଖ ଆସିଥାଏ ଆମେ ବହୁତ ଖୁସି ହୋଇଥାଉ ଏବଂ ଯେତେବେଳ ଦୁଃଖ ଆସିଥାଏ ଆମେ ଦୁଃଖୀ ହୋଇଥାଉ । ଏହା ହିଁ ସଂସାରର ନିୟମ ଅଟେ । କୁହାଯାଏ କି ଏହା ସବୁ ଗ୍ରହ ମାନଙ୍କର ସ୍ଥିତି ବଦଳିବା ଯୋଗୁ ହୋଇଥାଏ । ତେବେ ଚାଲନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ? ଏମିତିରେ ୯୦୦ ବର୍ଷ ପରେ ଗୋଟିଏ ବଡ ମହାସଂଯୋଗ ତିଆରି ହେଉଛି, ଯେଉଁଥିରେ ଶନିଦେବଙ୍କର କୃପା କିଛି ରାଶିଙ୍କ ଉପରେ ରହିବାର ଅଛି । କୁହାଯାଉଛି କି ଯେତେବେଳେ ଶନି ଏବଂ ମଙ୍ଗଳ ମିଶନ୍ତି, ସେହି ସମୟ ଅଶୁଭ ହୋଇଥାଏ । କିନ୍ତୁ ଯଦି ଶନି ଦେବତା ଆପଣଙ୍କ ଉପରେ ଖୁସି ଥିବେ ତେବେ ଆପଣଙ୍କର କିଛି ଅସୁବିଧା ହେବ ନାହିଁ ।ଆଜି ଆମେ ଆପଣଙ୍କୁ ସେହି ରାଶି ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କର ଭାଗ୍ୟ ୯୦୦ ବର୍ଷ ପରେ ରାଜଯୋଗର ସଂଯୋଗ ହେଉଛି ।

ମେଷ ରାଶି

 

ମେଷ ରାଶି ଜାତକର ଲୋକମାନଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ରହିବାର ଅଛି । ବହୁତ ସମୟ ପରେ ତାଙ୍କର ଭାଗ୍ୟ ଉଦୟ ହେଉଛି । କାମରେ ଏମାନଙ୍କୁ ପ୍ରଗତି ମିଳିବ । ଶନି ଦେବତାଙ୍କର କୃପାରେ ଏମାନଙ୍କ ଘରୁ ସବୁ ନକାରାତ୍ମକ ଶକ୍ତି ଗୁଡିକ ଦୂର ହୋଇଯିବ । ଏମାନଙ୍କୁ ଆର୍ଥିକ ଲାଭ ମଧ୍ୟ ହେବ ।

କର୍କଟ ରାଶି

କର୍କଟ ରାଶିଙ୍କ ଉପରେ ଶନିଦେବଙ୍କର କୃପାରେ ଏମାନଙ୍କର କାମରେ ଆସୁଥିବା ସମସ୍ୟା ଗୁଡିକ ଦୂର ହୋଇଯିବ । ଇଣ୍ଟରଭିୟୁରେ ଏମାନଙ୍କୁ ସଫଳତା ମିଳିବ । ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଠାରୁ ଏମାନଙ୍କୁ ଭରପୁର ସହଯୋଗ ମିଳିବ ।

କନ୍ୟା ରାଶି

କନ୍ୟା ରାଶିଙ୍କ ପାଇଁ ଏହି ସପ୍ତାହ ସେମିତି ଭଲ ରହିବ । ଶନିଦେବଙ୍କର କୃପା ଯୋଗୁ ଏହି ସପ୍ତାହରେ କିଛି ଭଲ ଖବର ମିଳି ପାରେ, କିନ୍ତୁ ଶନି ଏବଂ ମଙ୍ଗଳଙ୍କର ସଂଯୋଗ ଏମାନଙ୍କ ପାଇଁ ଅଶୁଭ ସମୟ ହୋଇପାରେ, ସେଥିପାଇଁ ଏମାନଙ୍କୁ ସଚେତନ ହେବାକୁ ପଡିବ ।

ଧନୁ ରାଶି

ଧନୁ ରାଶିର ବ୍ୟକ୍ତି ମାନଙ୍କର ଏହି ସପ୍ତାହ ବହୁତ ଉତ୍ତମ ରହିବ । ଏହି ସପ୍ତାହରେ ସେ କୌଣସି ନିର୍ଣ୍ଣୟ ନେଇ ପାରିବେ । ଏମାନଙ୍କର ସବୁ କାମରେ ସଫଳତା ମିଳିବ । ଭାଗ୍ୟ ଏମାନଙ୍କର ପୁରା ସାଥ ଦେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button