ଭୁଲରେ ବି କେବେ ଏହି ୩ ରାଶିର ବ୍ୟକ୍ତି ସୁନା ମୁଦି ପିନ୍ଧନ୍ତୁ ନାହିଁ- ନଚେତ ହୋଇପାରେ ବଡ ଅଘଟଣ…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ସବୁ ରାଶିର ଲୋକେଙ୍କ ପାଇଁ ସୁନା ମୁଦି ପିନ୍ଧିବା ମନା । ଯଦି ଏମାନେ ଭୁଲରେ ବି ପିନଧନତି ସୁନା ମୁଦି ତେବେ ଏମାନଙ୍କ ସହ ଘଟିପାରେ ଅଘଟଣ । ତେବେ ଆମ ଦେଶରେ ସମସ୍ତ ନାରୀ ଓ ପୁରୁଷ ସୁନା ମୁଦି ପାଇଁ ପାଗଳ । ଏମାନେ ସୁନା ପିନ୍ଧିବାକୁ ଏତେ ଭଲ ପାଆନ୍ତି ଯେ କିଛି ବି କାରଣ ହେଉ ଏମାନେ ସୁନା କିଣିବା ପାଇଁ ପଳାଇଥାନ୍ତି । ଦାମ ଯେତେ ଅଧିକ ଥାଏ କିଛି ଲୋକ ତ ସେତେ ଅଧିକା ସୁନା କିଣନ୍ତି ।
ବୃଷ –
ରବି ଗ୍ରହ ଆପଣଙ୍କ ପାଇଁ ଅଶୁଭ ଅଟନ୍ତି । ଯେହେତୁ ସୁନା ରବିଙ୍କ ସହ ଜଡିତ ସେଥିପାଇଁ ଏହାକୁ ଧାରଣ କଲେ ଆପଣଙ୍କର ସର୍ବଦା କାମ ରେ ବ୍ୟାଘାତ ଘଟିବ । ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେବ । କୌଣସି କାମ କରିବାକୁ ଗଲେ ଏହା ସଫଳ ହେବ ନାହିଁ । ତେଣୁ ଯଥା ସମ୍ଭବ ଏଥିରୁ ଆପଣ ଦୂରେଇ ରୁହନ୍ତୁ ।
ମୀନ –
ମୀନ ରାଶିର ଅଧିପତି ଗ୍ରହ ହେଉଛନ୍ତି ରବିଙ୍କର ଶତ୍ରୁ ଗ୍ରହ । ତେଣୁ ଯଦି ମୀନ ରାଶିର ବ୍ୟକ୍ତି ସୁନା ମୁଦି ଧାରଣ କରନ୍ତି ତେବେ ଏହା ସେମାନଙ୍କ ପାଇଁ ବହୁତ ଖରପା ଦିନ ଆଣି ଦେବ । ତେଣୁ ଏମାନେ ସୁନା ଠାରୁ ଯେତେ ଦୂରରେ ରହିବେ ସେତେ ଏମାଙ୍କ ପାଇନ ଭଲ ।
କର୍କଟ –
ଏମାନେ ଅନ୍ୟ କୌଣସି ବି ଧାତୁର ମୁଦି ପିନ୍ଧି ପାରିବେ କିନ୍ତୁ ସୁନା ପିନ୍ଧିବା ହେତୁ ଏମାନଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡେ । ତେବେ ଏମାନେ ମଧ୍ୟ ଏହି ଧାତୁ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।