ବିଚାର

କ୍ଷୀର ଓ ଟମାଟୋ ତ୍ଵଚା ପାଇଁ ବରଦାନ, ଘରେ ହିଁ ଆପଣାନ୍ତୁ ଏହି ଉପାୟ ଓ କିଛି ଦିନରେ ଆପଣଙ୍କ ଚେହେରା ଚମକି ଉଠିବ

ପ୍ରତ୍ୟେକ ଝିଅ ଦୁନିଆରେ ସବୁଠାରୁ ସୁନ୍ଦର ଦେଖାଯିବା ପାଇଁ ଚାହେଁ । ସେ ଚାହେଁ କି ତାର ସ୍କିନ ନାଚୁରାଲି ଗ୍ଲୋ କରୁ ଓ ତା ମୁହଁରେ କୌଣସି ଦାଗ ନ ରହୁ । କିନ୍ତୁ କେବେ କେବେ କିଛି କାରଣରୁ ତାଙ୍କର ଏହି ସ୍ଵପ୍ନ ପୁରା ହୋଇପାରେ ନାହିଁ । ନିଜର ଏହି ସ୍ଵପ୍ନକୁ ପୁରା କରିବା ପାଇଁ ସେ ବହୁତ ପ୍ରକାରର ବିଉଟି ପ୍ରଡ଼କ୍ଟର ବ୍ୟବହାର କରିଥାନ୍ତି କିନ୍ତୁ କୌଣସି ଲାଭ ମିଳି ନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବାକୁ ଯାଉଛୁ ଯାହାର ପ୍ରଯୋଗରେ ଆପଣଙ୍କର ଏହି ସ୍ଵପ୍ନ ପୁରା ହୋଇପାରେ । ଏହି ଜିନିଷର ବ୍ୟବହାର କଲେ ଆପଣଙ୍କର ଚେହେରା କୌଣସି ମହଙ୍ଗା ପ୍ରଡକ୍ତ ବ୍ୟବହାର ବିନା ଚମକିବ । ଆସନ୍ତୁ ଜାଣିବା କେମିତି?

ଏହି ଜିନିଷ ଦ୍ଵାରା ଚମକାନ୍ତୁ ଚେହେରା

ଗୋରା ରଙ୍ଗ ପାଇବା ପାଇଁ ଏକ ବଡ ଟମାଟୋର ରସ ବାହାର କରି ନିଅନ୍ତୁ। ଏବେ ଏଥିରେ ଅଧ କପ ଫ୍ରେସ କଞ୍ଚା କ୍ଷୀର ମିଶାଇ ଦିଅନ୍ତୁ। ଏବେ ତୁଳା ସାହାଯ୍ୟରେ ଏହାକୁ ମୁହଁରେ ଲଗାନ୍ତୁ । ଯେବେ ଏହା ଭଲ ଭାବେ ଶୁଖିଯିବ ତେବେ ଏହାକୁ ଥଣ୍ଡା ପାଣିରେ ଧୋଇଦିଆନ୍ତୁ । ଏହା ଦ୍ଵାରା ସ୍କିନ ବିଲକୁଲ ଫ୍ରେସ ଓ ସଫା ଦେଖାଯିବ ।

ମୁହଁ ପାଇଁ ଦହିର ବ୍ୟବହାର ବହୁତ ଲାଭକରି ହୋଇଥାଏ । ଏହାର ବ୍ୟବହାରରେ ଆପଣଙ୍କର ଚେହେରାର ରଙ୍ଗ ଚମକିବ । ଏଥି ପାଇଁ ଦହିରେ ଏକ ବଡ ଚାମଚ ଓଟସ ମିଶାଇ ପେଶି ନିଅନ୍ତୁ । ଏବେ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାନ୍ତୁ । 20 ମିନିଟ ପରେ ଯେବେ ଏହା ଶୁଖିଯିବ ଏହାକୁ ଧୋଇ ନିଅନ୍ତୁ । ଏହାର ବ୍ୟବହାରରେ ସନ ଟ୍ୟାନ ଦୂର ହୋଇଯିବ ଓ ଏହା ସହିତ ଆପଣଙ୍କ ଚେହେରାରେ ଏକ ଗଜବ ଚମକ ଆସିବ ।

 

ଯଦି ଆପଣଙ୍କ ଆଖି ତଳେ କଳା ଦାଗ ଆସୁଥାଏ ତେବେ ଏଥିରୁ ମୁକ୍ତି ପାଇବା ପାଇଁ ବହୁତ ସରଳ ଉପାୟ ଅଛି । ଆଖି ତଳର କଳା ଦାଗକୁ ଦୂର କରିବା ପାଇଁ ଆଳୁର ଏକ ସ୍ଲାଇସ ଡାର୍କ ସର୍କଲ ଉପରେ ରଖନ୍ତୁ । ଆପଣ ଯଦି ଡାର୍କ ସର୍କଲର ସମସ୍ୟା ଦୂର କରିବା ପାଇଁ ଚାହାଁନ୍ତି ଆଳୁର ରସକୁ ମଧ୍ୟ ଡାର୍କ ସର୍କଲ ଉପରେ ଲଗାଇ ପାରନ୍ତି । ଏହାକୁ ରାତି ସାରା ଏମିତି ଛାଡି ଦିଅନ୍ତୁ ଓ ସକାଳୁ ଉଠି ଧୋଇ ନିଅନ୍ତୁ । ଏହା ଦ୍ଵାରା ଆଖି ଫ୍ରେସ ଦେଖାଯିବ । ଆମେ ଜଣାଇ ଦେଉଛୁ କି ଆଳୁରେ ନାଚୁରାଲ ବ୍ଲିଚିଂ ଏଜେଣ୍ଟସ ଥାଏ, ଯିଏ କଳା ରଙ୍ଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button