EXCLUSIVE : ଉଠୁନି ଗୋପାଳ, ଜଗିଛନ୍ତି ଡାକ୍ତର… ନାର୍କୋଟେଷ୍ଟ ପରେ ଫେରୁନି ଚେତା, କଣ ହେବ ଆଗକୁ ?

ବନ୍ଧୁଗଣ ନା-ର୍କୋ ଟେଷ୍ଟ ପରେ ଗୋପାଳ ର ଆଉ ଚେତା ଫେରୁ ନାହି । ଡାକ୍ତର ମାନେ ଏବେ ପର୍ଯ୍ୟନ୍ତ ଗୋପାଳ କୁ ଜଗି ରହିଛନ୍ତି । ଇ-ଞ୍ଜେ-କ୍ସ-ନ ଦେବା ପରେ ଗୋପାଳ ପୁରା ବେହୋସ ହୋଇ ଯାଇଛି । ତେବେ ନବ ଦାସଙ୍କ ହ-ତ୍ୟା ମାମଲାକୁ ନେଇ ଅ-ଭି-ଯୁ-କ୍ତ ଗୋପାଳ ର ଗୁଜୁରାଟ ଏ ଗତ ଶନିବାର ଦିନ ହୋଇଛି ନା-ର୍କୋ ଟେଷ୍ଟ । ଗୋପାଳ ଙ୍କୁ ଅଧା ବେହୋସ ଇ-ଞ୍ଜେ-କ୍ସ-ନ ଦିଆଯାଇ ନା-ର୍କୋ ଟେଷ୍ଟ କରା ଯାଇଛି ।
ଏହି ଟେଷ୍ଟ ରେ ଗୋପାଳକୁ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା । ଯାହା ପରେ ସେ ସବୁ ସତ କଥା ଖୋଲି କହିଥିଲା । କିନ୍ତୁ ଟେଷ୍ଟ ପରେ ଗୋପାଳର ଆଉ ଚେତା ଫେରୁ ନାହି । ଯେଉଁଥି ପାଇଁ ରାଇମ ବ୍ରାଞ୍ଚ ଟିମ ମୁଣ୍ଡରେ ଏବେ ବଡ ଚିନ୍ତା ଘାରିଛି । ଯଦି ଡୋଜ ଅଧିକ ହୋଇଯାଏ ତେବେ ଗୋପାଳର ମାନସିକ ସ୍ଥିତି ଉପରେ ଓ ଜୀବନ ପ୍ରତି ବିପଦ ମଧ୍ୟ ଅହିଛି ।
ଗୋପାଳକୁ ନା-ର୍କୋ ଟେଷ୍ଟ ପାଇଁ ଯେଏମସିଏଫ କୋର୍ଟ ଅନୁମତି ଦେବା ପରେ କ୍ରାଇମବ୍ରାଞ୍ଚ ଟିମ ତାକୁ ଗୁଜୁରାଟ କୁ ନେଇ ଯାଇଥିଲା ଟେଷ୍ଟ କରିବା ପାଇଁ । ଟେଷ୍ଟ କରିବା ସମୟରେ କ୍ରାଇମବ୍ରାଞ୍ଚ ଟିମ ସହ ଉପସ୍ଥିତ ଥିବା ଡାକ୍ତର ନା-ର୍କୋ ଟେଷ୍ଟ ପୂର୍ବ ରୁ ଗୋପାଳ କୁ କିଛି ପ୍ରଶ୍ନ କରା ଯାଇଥିଲା ଯେଉଁ ପ୍ରଶ୍ନ ସେ କେବେ ମିଛ କହି ପାରିବ ନାହି ।
ଯେମିତିକି ତା ଘର କେଉଁଠି, ତା ବାପା ମା ଙ୍କ ନାମ କଣ, ତା ନିଜ ନାମ କଣ ଓ ସେ କଣ ଚାକିଛି ଇତ୍ୟାଦି । ଏହା ପରେ ତାକୁ ଏକ ପ୍ରକାରର ଅଧା ବେହୋସ କରିବା ଭଳି ଇ-ଞ୍ଜେ-କ୍ସ-ନ ଦିଆ ଯାଇଥିଲା । ଇ-ଞ୍ଜେ-କ୍ସ-ନନ ଦେବାର କିଛି ସମୟ ପରେ ସେ ଯେବେ ବେହୋସ ଥିଲା ସେତିକି ବେଳେ ନବ ଦାସ ଙ୍କୁ ହ-ତ୍ୟା କରିଥିବା ନେଇ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥିଲା ।
ସବୁଠାରୁ ବଡ କଥା ହେଉଛି ଗୋପାଳର ଟେଷ୍ଟ ସରି ଯାଇଥିଲେ ବି ତାର ଏ ଯାଏଁ ହୋସ ଆସି ନାହି । ଏ ଯାଏଁ ସେ ବେଡ ଉପରେ ଶୋଇ ରହିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯଦି ଦୋଜ ଅଧିକ ହେଲା ତେବେ ଗୋପାଳର ଜୀବନ ପ୍ରତି ବିପଦ ଆଇଛି । ଏମିତିକି ତା ଜୀବନ ଯାଇପାରେ ବା ସେ ମାନସିକ ବିକାର ଗ୍ରସ୍ତ ହୋଇପାରେ ।
ଯେବେ ଯାଏଁ ହୋସ ଆସି ନାହି ସେତେବେଳେ ଯାଏଁ କ୍ରାଇମବ୍ରାଞ୍ଚ ଅଧିକାରୀ ଙ୍କ ମୁଣ୍ଡରେ ଏହା ଏକ ବଡ ଚିନ୍ତା । ଏଠାରେ କହି ରଖୁଛୁ ଯେ ଗୋପାଳକୁ ଦିଆ ଯାଇଥିବା ଇ-ଞ୍ଜେ-କ୍ସ-ନନ ର ପ୍ରଭାବ କମିବା ପରେ ତାର ହୋସ ଆସିପାରେ ।