13 ବର୍ଷର ଚମତ୍କାରୀ ବାଳକ.. ଅଧ ରାତିରେ ହେଲା ସ୍ଵପ୍ନାଦେଶ! ଏଣେ କହୁଛନ୍ତି ସମସ୍ତଙ୍କ ଭୂତ-ଭବିଷ୍ୟତ…. ଦେଖନ୍ତୁ Video

କୁନି ବାବୁ ଙ୍କର ଅଦୃଶ୍ୟ ଶକ୍ତି । ଆଖି ବନ୍ଦ କରିଲେ ସବୁ କହୁଛନ୍ତି । ସୋମବାର, ଶୁକ୍ରବାର ଲାଗୁଛି ଭିଡ । ଦେଖୁଛନ୍ତି ହାତ କହୁଛନ୍ତି ଲୋକଙ୍କ ଭୁତ ଭବିଷ୍ୟ । ଶୂନ୍ୟବାଣୀ ହେଉଛି ଲୋକଙ୍କୁ ସବୁ କହି ଦେଉଛନ୍ତି । ଭଗବାନ ଶିବଙ୍କର ରହିଛି ତାଙ୍କ ଉପରେ ଆଶୀର୍ବାଦ । ସେ ଯାହା କହୁଛନ୍ତି ସବୁ ସତ ହେଉଛି । ଅତିତିରୁ ଭବିଷ୍ୟ ସବୁତମ ମୁହଁରେ । ଆଉ ବାବା ଙ୍କୁ ନିଜ ଭାଗ୍ୟ ଦେଖାଇବାକୁ ଲୋକଙ୍କର ଜାମୁଛି ଭିଡ ।
ହଁ ଦର୍ଶକ ବନ୍ଧୁ ଦେଖନ୍ତୁ ଗଛ ମୁଳରେ କେମିତି ଚାଲିଛି ପୂଜା ଅର୍ଚ୍ଚନା । ବିଭିନ୍ନ ଦେବାଦେବୀଙ୍କ ଫୋଟୋ ଲାଗିଛି ଆଉ ଜୋରସୋର ରେ ଚାଲିଛି ପୂଜା । ଦେହରେ ଗେରୁଆ ବସ୍ତ୍ର ଓ ବେକରେ ପଡିଛି ରୁଦ୍ରାକ୍ଷ ମାଳା । ଦର୍ଶକ ବନ୍ଧୁ ଏମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମହାଦେବଙ୍କ ନାମ ଜପ କରୁଥିବା ଏହି ନାବାଳକ ହେଉଛନ୍ତି ସ୍ଵାଧୀନ ରଣା ଆଉ ତାଙ୍କ ବୟସ ମାତ୍ର 13 ବର୍ଷ । ଭବିଷ୍ୟ କହୁ ଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ କୁନି ବାବା ସମ୍ବୋଧନ କରୁଛନ୍ତି ଲୋକେ । ଏ ହେଉଛନ୍ତି ବୌଦ୍ଧ କଣ୍ଟାମାଳା ସୁରାଗାହଟା କ୍ଷତିପଡା ଗାଁ ର 13 ବର୍ଷର ସ୍ଵାଧୀନ ରଣା । ସେ ପାଖ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି ।
ଗତ 30 ତାରିଖରେ ଭଗବାନଙ୍କ ପାଖ ରୁ ବରଦାନ ପାଇଥିବା କଥା କହୁଛନ୍ତି ସ୍ଵାଧୀନ । ଖାଲି କହୁଛନ୍ତି ତାହା ନୁହେଁ ବରମ ପ୍ରତି ସୋମବାର ଓ ଶୁକ୍ରବାର ଘର ବାରି ପଟେ ଶିବଙ୍କ ପାଖରେ କରୁଛନ୍ତି ପୂଜା । ସପ୍ତାହ ର ଅନ୍ୟ ଦିନରେ ସ୍କୁଲ ଯାଉଥିବା ବେଳେ ସୋମବାର ଓ ଶୁକ୍ରବାରରେ ଲୋକଙ୍କର ହାତ ଦେଖି କହୁଛନ୍ତି ଭୁତ ଓ ଭବିୟସ୍ତ ।
ସ୍ଵାଧୀଙ୍କ ଏପରି ପୂଜା ଓ ଭବିଷ୍ୟର ଗଣନାକୁ ନେଇ ତାଙ୍କ ବାପା କହିଛନ୍ତି ପିଲା ଦିନରୁ ସେ ପୂଜା କରୁଥିଲେ ଆଉ ଆଜ୍ୟ ଆଶୀର୍ବାଦ ମିଳିବାରୁ ଲୋକଙ୍କୁ ସାହାଜ୍ୟ କରୁଛନ୍ତି । ସେପଟେ କୁନି ବାବା ଙ୍କ କଥା ସତ ହେଉଥିବା କଥା କହିଛନ୍ତି ସ୍ଥାନୀୟ ଲୋକେ ।
ଭାଗ୍ୟ ଓ ଭବିଷ୍ୟତ ଜଣାଇବା ପାଇଁ ଏବେ ସ୍ଵାଧୀନ ଙ୍କ ଘର ଆଗରେ ଲାଗୁଛି ଭିଡ । ସ୍ଥିତି ଏମିତି ହେଲାଣି ଯେ ତାଙ୍କ ଘର ଆଗରେ ପ୍ରତି ସୋମବାର ଓ ଶନିବାର ଦିନ ଲୋକଙ୍କର ଲାଇନ ଲାଗୁଛି ।