ଜୀବନଶୈଳୀ

ଏତେ ଝିଅ ଙ୍କ ଜୀବନ ନଷ୍ଟ କରିଛି! ମହାପ୍ରଭୁଙ୍କ ପାଖରେ କାନ ଧରି କ୍ଷମା ମାଗିବାକୁ କହିଲେ Rudra, କାହିଁକି ମେଇତି କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଓଡିଆ ଜଗତର କଳାକାର ତଥା ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ହୋଇ ପଡିଛି । ଯାହା ପାଇଁ ତାଙ୍କୁ ଦିଲ୍ଲୀ ନିଆ ଯାଇଛି । ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇ ସାରିଛି । ତେବେ ଏହାରି ମଧ୍ୟରେ ଅଭିନେତା ରୁଦ୍ର ଗଣାମଧ୍ୟମ ରେ କିଛି ଏମିତି କଥା କହିଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ଖବର ବିଷୟରେ । ଅଭିନେତା ରୁଦ୍ର କହିଛନ୍ତି ଯେ “ଆଜ୍ଞା ମୁଁ ରୁଦ୍ର ଏଇ ଏଇ ଭୁଲ କରିଛି ମହାପ୍ରଭୁ ମୋତେ ସରନ ଦିଅନ୍ତୁ ଉଁ ଏତିକି ଝିଅଙ୍କ ଜୀବନ ନଷ୍ଟ କରିଛି । ମୁଁ ଏତିକି ଆଜ୍ଞା ଲୋକଙ୍କୁ ମାରିଛି, ହଇରାଣ କରିଛି । ମୁଁ ଆପଣଙ୍କ ଆଗରେ ସତ କଥା କହିଲି । ଯେଉଁ ଦିନ ଏମିତି ସତ କଥା କହିବ ତୁମର ବାଟ ଗୋଟେ ଆସିବ ।

ଯେ ପର୍ଯ୍ୟନ୍ତ ତୁମେ ସତ କଥା ନ କହିଛ ତୁମେ ଘାଣ୍ଟି ହେବ ଓଡିଆ ଇଣ୍ଡଷ୍ଟ୍ରି ବି ଘାଣ୍ଟି ହେବ । ଏମିତି ବହୁତ ଅଛନ୍ତି ଚକା ପଞ୍ଚା ଚାଲିଛି । ଯେଉଁଠି ନାରୀ କୁ ବରବାତ କରାଯାଇଛି ବା ତଣ୍ଟି ଚିପି ହ-ତ୍ୟା କରା ଯାଇଛି ତାଳି ତଳାନ୍ତ କରି ଦେଇଛି ସେଗୁଡାକ ବାହାରିବ । ଯେଉଁ ଆର୍ଟିଷ୍ଟ ରୋଜଗାର କରୁଥିଲା ଆଜି ସେ ସିରିଏଲ କରୁଛି । ବ୍ଲାକ ମନି ତ ନାହି ଓଡିଆ ଫିଲ୍ମ ହେବ କେଉଁଠୁ ?

ଯେଉଁ କଳାକାର ହିରୋ ଥିଲା ଆଜି ସେ ସିରିଏଲ କରୁଛୁ ନା କଣ ମୁଁ ବଞ୍ଚିବୀ । ସେଇ ଆଉ ଚାହିଁଲା ନାହି ମୁଁ ଯାହା ତ କରିଲି 10 ବର୍ଷ ଆଉ ମୋ ପଛରେ ଯେଉଁ ପିଲା ଅଛନ୍ତି ସେମାନେ ଆଗକୁ ଯାଆନ୍ତୁ । ସେ ତାର ପଲିଟିକ୍ସ କରି ପୁଣି ଅଭିନୟ କରିଲା । ପଛରେ ଯେଉଁ ମାନେ ଲାଗିଛନ୍ତି ସେମାନେ କଣ କରିବେ ।

ବ୍ଲାକ ମନି ଆସୁଥିଲା ଖଣି ବଳ ଆଣୁଥିଲେ ବିଲଡର୍ଶ ମାନେ ଆଣୁଥିଲେ ଏବେ ବ୍ଲାକ ମନି ତ ନାହି ଫିଲ୍ମ ଆସିବ କେଉଁଠୁ ? ଆହୁରି ନୂଆ ଜିନିଷ ବାହାରିବ ନୂଆ ନୂଆ ମହାପ୍ରଭୁ ସ୍କ୍ରିପ୍ଟ କରି ରଖିଲେଣି ବାହାରିବ । ଆମ ମନରେ ବି ବହୁତ କଷ୍ଟ । ଆମକୁ କେମିତି ପ୍ରତାରଣା ହୋଇଛି ସବୁ ମନେ ଅଛି ।

ଖାଲି ମୁଁ ନୁହେଁ ବହୁତ ଲୋକଙ୍କ ଅଛି ରୁ ଲୁହ ପଡୁଛି ଫିଲ୍ମ ଇଣ୍ଡଷ୍ଟ୍ରି ରେ । ଯେଉଁଠି ନାରୀ ଖେଳ ହୋଇଛି ସେଠାରେ ଲକ୍ଷ୍ମୀ ରହିବେ ନାହି । ଯେଉଁଠି ନାରୀ କୁ ନିର୍ଯ୍ୟାତନା ଦିଆ ଯାଇଛି ସେ ଯେଉଁ ଇଣ୍ଡଷ୍ଟ୍ରି ହେଉ ସବୁ ନିପାତ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button