ରାଜନୀତି

ବିଜେପି ଲିଡର KV Singhଙ୍କ ସହ ବଲାଙ୍ଗିର SPଙ୍କର ମୁହାଁମୁହିଁ, କହିଲେ ଏଇଟା ଖାକିର ଅପମାନ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାଟଣାଗଡ ସହ ବଲାଙ୍ଗୀର ଜିଲ୍ଲା ରେ ବଢି ଚାଲିଥିବା ଅ-ପ-ରା-ଧ ସହ ଆଇନ ଶୃଙ୍ଖଳା ସ୍ଥିତି କୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେପି ନେତା କନକ ବର୍ଦ୍ଧନ ସିଂ ଦେଓ ଓ ଜିଲ୍ଲା ଏସ୍ପି ନିତିନ କୁଶଲ । ଉଭୟଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ର ଏକେ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେଉଛି ।

ଜିଲ୍ଲା ରେ ଜେଭଳି ଭାବେ ଅ-ପ-ରା-ଧ ବଢି ଚାଲିଛି ତାକୁ ନିୟନ୍ତ୍ରଣ କରିବାରେ ପୋଲିସ ଫେଲ ମାରୁଛି । ଏହା ଦ୍ଵାରା ବର୍ଦି ର ଅପମାନ ହେଉଥିବା କଥା କହୁଛନ୍ତି କନକ ସିଂ ଦେଓ । ଏ ନେଇ ଏସ୍ପି ନିତିନ କୌଶଳ ଙ୍କ ଆପତ୍ତି ଉଠାଇ ଥିବା ବେଳେ ଉଭୟଙ୍କ ମଧ୍ୟରେ ସରଗରମ କଥା କଟାକଟି ହୋଇଛି । କୁହା ଯାଇଛି ଏହି ଭିଡିଓ ଟି ଗତ 2 ଦିନ ତଳର ।

ପାଟଣାଗଡ ଓ ଜିଲ୍ଲାରେ ବଢି ଚାଲିଥିବା ଅ-ପ-ରା-ଧ-କୁ ନିୟନ୍ତ୍ରଣ ଦାବି ନେଇ କେବି ଧାରଣା ଦେଇଥିଲେ । ଏହା ସତ୍ବେ ପୋଲିସ ପ୍ରଶାସନ ପକ୍ଷ ରୁ କିଛି ପଦକ୍ଷେପ ନିଆଯାଇ ନ ଥିଲା । ଧାରଣାର 2ୟ ଦିନ ପରେ ଏସ୍ପି ଘଟଣା ସ୍ଥଳକୁ ଯାଇ କେବି ଙ୍କ ସହ କଥା କଟାକଟି ହୋଇଥିଲା ।

ତେବେ ସପ୍ତାହ ଭିତରେ ପାଟଣାଗଡ ରେ ସଂଘଠିତ ବିଭିନ୍ନ ଅ-ପ-ରା-ଧ ଓ ଅ-ପ-ରା-ଧୀ-ଙ୍କୁ ତୁରନ୍ତ ଗି-ର-ଫ କରାଯିବ ଏବଂ ଅ-ପ-ରା-ଧ ନିୟନ୍ତ୍ରଣ ହେବ ବୋଲି ଏସ୍ପିଙ୍କ ଠାରୁ ପ୍ରତିଶ୍ରୁତି ପରେ ଗତ 7 ରେ ଧାରଣରୁ ହଟି ଥିଲେ କେବି ଓ ବିଜେପି ସମର୍ଥକ ।

ତେବେ ଏସ୍ପି ନିତିନ କୌଶଳ ଓ କେବି ଙ୍କ ମଧ୍ୟରେ ଅନେକ କଥା କୁ ନେଇ ଯୁକ୍ତି ତର୍କ ହୋଇଥିଲା ଆଉ ଅନେକ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଏହି ଅ-ପ-ରା-ଧ କୁ ରୋକିବା ପାଇଁ ଏବଂ ଅ-ପ-ରା-ଧି ଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ଏସ୍ପି ନିତିନ କୌଶଳ ପ୍ରତିଶ୍ରୁତି ଦେଇଛନ୍ତି । ଯାହା ପରେ ବିଜେପି ନେତା କେ ବି ଧାରଣା ରୁ ହଟି ଛନ୍ତି ।

ତେବେ ଏ ନେଇ ଏସ୍ପି ନିତିନ କହିଛନ୍ତି ଯଦି ଏ ଦାବି ସତ ହୁଏ ଆଉ ଯାହା ବି ଅ-ପ-ରା-ଧ ଚାଲିଛି ତାହା ବିରୁଦ୍ଧରେ ଆମେ ପୁଙ୍ଖାନୁ ପୁଙ୍ଖା ଭାବେ ତଦନ୍ତ କରିବୁ ଆଉ ଏହାର ବହୁତ ଜଲ୍ଦି ପର୍ଦ୍ଦାଫାସ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button