ବିଚାର

Gopal କହୁଛି ସବୁ ଟିଭି ଆସ ମୁଁ ସତ କହିବି, କଣ କହିବାକୁ ଚାହୁଁଛି ଗୋପାଳ ? ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ନବ ଦାସ ଙ୍କ ହ-ତ୍ୟା-କା-ରୀ ଅ-ଭି-ଯୁ-କ୍ତ ଗୋପାଳ ଦାସ ଙ୍କୁ ଆଉ ଏକେ ବଡ ଖବର ସାମନା କୁ ଆସିଛି ଯାହାକୁ ନେଇ ସାରା ରାଜ୍ୟ ଖାଲି ଉଠୁଛି ପଡୁଛି । ସବୁ ଟିଭି ଆସ ସତ କହିବି ସବୁ ପେପେର ଆସ ସତ କହିବି । ମୋତେ ବେସ ପ୍ରେସ କନଫିରେନ୍ସ ଦରାକର । ମୁଁ ସାମ୍ବାଦିକ ସମ୍ମିଳନୀ ରେ ସବୁ ସତ କଥା କହିବି ।

କାଗଜ ନେଇକି ଆସ ବୁଂ ନେଇକି ଆସ କ୍ୟାମେରା ନେଇକି ଆସ । ଆହା କହିବି ତାହା ଦେଖାଇବା ଯାହା କହିବି ତାକୁ ଲେଖିବ । ହଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହ-ତ୍ୟା କରିଲି ସବୁ ଗୋଟି ଗୋଟି କରି କହିବି । ହଁ ଦର୍ଶକ ବନ୍ଧୁ ଏମିତି କିଛି କହୁଛି ଅ-ଭି-ଯୁ-କ୍ତ ବହିସ୍କୃତ ଏଏସଆଇ ଗୋପାଳ ଦାସ ।

ଯେବେ ଗୋପାଳକୁ ନା-ର୍କୋ- ଟେଷ୍ଟ ପାଇଁ ବିମାନ ବନ୍ଦରକୁ ନିଆଗଲା ଆଉ ବିମାନ ବନାଦରେ ଖବରକାଗଜରେ ନିଜ ମୁହଁକୁ ଦେଖି କେତେ ଖୁସି ହୋଇଥିଲା ତାହା ଆପଣ ମାନେ ସମସ୍ତେ ଦେଖିଥିବେ । ଆଉ ଜୀବନରେ କେବେ ପ୍ଲେନରେ ବସି ନ ଥିବା ଗୋପାଳ ମା-ରି-ବା ପରେ ପ୍ଲେନରେ ବୁଲି ଆକାଶରେ ବୁଲିଲା । ତାକୁ କେତେ ଖୁସି ଲଗାଇଲା ।

ଆଉ ଠିକ ସେତିକି ବେଳେ କୁଆଡେ ଗୋପାଳ ଏମିତି କିଛି କଥା କହିଛି ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଦାଣ୍ଡରେ ପଡି ହାଟରେ ଗଡୁଛି ଆଉ ଚାହା ଖଟି ରେ ଚର୍ଚ୍ଚା ହେଉଛି । ସବୁ ଟିଭି ଆସ ସତ କହିବି । ଯାହା ଦେଖାଇବି ତାହା ଦେଖିବ ଆଉ ଯାହା କହିବି ତାକୁ ଛାପିବ । ତୁମର ସବୁ ପ୍ରଶ୍ନ ର ଉତ୍ତର ଦେବି ।

ମୁଁ କାହିଁକି ନବ ଦାସ ଙ୍କୁ ହ-ତ୍ୟା କରିଲି ମନ୍ତ୍ରୀ ଙ୍କ ହ-ତ୍ୟା ପଛରେ କାରଣ କଣ, କେଉଁ କାରଣରୁ ନବ ଦାସଙ୍କ ଉପରେ ମୁଁ ରାଗି ଯାଇଥିଲି, ବ୍ୟକ୍ତିଗତ ଶତ୍ରୁତା ଥିଲା କି ମୋର ନବ ବାବୁଙ୍କ ଉପରେ, ବ୍ୟକ୍ତିଗତ ଭାବେ ମୋର କି ମୋ ପରିବାର କିଛି କ୍ଷତି କରିଥିଲେ କି ମନ୍ତ୍ରୀ, ବ୍ୟକ୍ତିଗତ ଶତ୍ରୁତା ଥିଲା ନା ଆଉ କିଛି କାରଣ ପାଇଁ ମୁଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ହ-ତ୍ୟା କରିଲି ଏମିତି କିଛି ପ୍ରଶ୍ନ ପଚାରିବ ତ ?

ଯାହା ପଚାରିବ ସବୁ କହିବି ସବୁ ଟିଭି ଆସ ସତ ଓଗାଳିବି । ମୁଁ ଗୋପାଳ ଦାସ ଏମିତି କହି ଠୋ ଠୋ ହୋଇ ହସି ଥିଲା ଗୋପାଳ ବିମାନ ବନ୍ଦର ରେ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ସବୁ କଥା ଗୋପାଳ ର ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଆଉ ଚାହା ଖଟି ରେ ଚର୍ଚ୍ଚା ଆରମ୍ଭ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button