ଜୀବନଶୈଳୀ

ଭୁଲି ପାରୁନି ତୁମକୁ! Naba Dasଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭୋ ଭୋ କାନ୍ଦୁଛନ୍ତି ସ୍ତ୍ରୀ… Video ଦେଖି ଆପଣଙ୍କ ଆଖି ବି ଭିଜିଯିବ

ନମସ୍କାର ବନ୍ଧୁଗଣ, ଆଣ ମାନେ ଜାଣିଥିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ gullli କରି ହ-ତ୍ୟା କାରା ଯାଇଛି ଯାହାକୁ ନେଇ ସାରା ରାଜ୍ୟ ଏବେ ଖାଲି ଉଠୁଛି ପଡୁଛି । ତାଙ୍କ ମୃ-ତ୍ୟୁ କୁ ଆଜି 12 ଦିନ ବୀତି ଯାଇଛି । ଆଉ ଆଜି ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଦ୍ଵା-ଦ-ଶା-ହ । ଯାହା ତାଙ୍କ ବାସ ଭବନରେ ଅନୁଷ୍ଠିତ ହେଉଛି । ନବାଙ୍କ ଦ୍ବା-ଦ-ଶା-ହ ରେ ସାମିଲ ହେବେ ବହୁତ ନେତା ଓ ବିଶିଷ୍ଟ ବ୍ୟକ୍ତି ମାନେ ।

ନବଙ୍କ ଦ୍ବା-ଦ-ଶା-ହ କୁ ଯିବେ ମୁଖ୍ୟ ମନ୍ତ୍ରୀ । ସ୍ଵତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହ 25 ପ୍ଲାଟୁନ ମୁତୟନ କରା ଯାଇଛି । ତେବେ ନବ ଙ୍କ ମୃ-ତ୍ୟୁ କୁ ନେଇ ପଶ୍ଚିମ ଓଡିଶାରେ ବହୁତ ବଡ କ୍ଷତି ହୋଇଛି ଯାହା କେବେ କଳ୍ପନା କରି ନ ଥିଲେ । ଆଜି ଝାରସୁଗୁଡା ଯିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ମନ୍ତ୍ରୀ ନବ ଙ୍କ ଦ୍ବା-ଦ-ଶା-ହ ରେ ଶ୍ର-ଦ୍ଧା-ଞ୍ଜ-ଳି ସଭାବ ରେ ଯୋଗ ଦେବାକୁ ଯାଉଛନ୍ତି ।

ଝାରସୁଗୁଡା ଶରବାହଳ ରେ ନବ ଙ୍କ ଶ୍ରଦ୍ଧାଞ୍ଜଳି ସଭା । ନବ ଙ୍କ ପରିବାରକୁ ସଂବେଦନ ଜଣାଇବେ ମୁଖ୍ୟ ମନ୍ତ୍ରୀ । ତେବେ ଏଭଳି ଘଟଣା ଘଟିଯିବ ତାହା କେହି କେବେ ଭାବି ନ ଥିଲେ । ଖାଲି ପଶ୍ଚିମ ଓଡିଶାର ରେ ନୁହେଁ ବରଂ ପୁରା ଓଡିଶାର ଏବେ ନବ ଙ୍କ ମୃ-ତ୍ୟୁକୁ ନେଇ ଶୋକର ବାଦଲ ଖେଳି ଯାଇଛି । ଏ ନେଇ ନବ ଦାସ ଙ୍କ ସମ୍ପର୍କୀୟ ମାନେ ନିଜ ନିଜର ମତ ଦାନ ଦେଇଛନ୍ତି ।

କେହି କହୁଛନ୍ତି ଓଡିଶାର ମୁଖ୍ୟ ନେତା ଥିଲେ ନବ ଦାସ । ଏଭଳି ଦଇବି ଦୁର୍ବିପାକ ଘଟିଥିଲା ତାହା କେହି ସହଜରେ ବିଶ୍ଵାସ କରିପାରୁ ନାହାନ୍ତି । ନବ ଦାସ ଙ୍କ ପୁଅ ଓ ଝିଅ ଦୀପାଳି ସଭା ରେ ଯୋଗ ଦେବାକୁ ବାହାରି ସାରିଛନ୍ତି । ଅନେକ ଦୂର ଦୁରାନ୍ତର ରୁ ନବ ଦାସ ଙ୍କ ସମ୍ପର୍କୀୟ, ତାଙ୍କୁ ଯେଉଁ ମାନେ ଭଲ ପାଉଥିଲେ ସେମାନେ ଏହି ସଭାରେ ଯୋଗ ଦେବାକୁ ଆସିଛନ୍ତି ।

ନବ ଦାସ ଙ୍କ ବିଶାଳ ଦାସ ସଭାରେ ଯୋଗ ଦେବାକୁ ବାହାରିଛନ୍ତି । ନବ ଦାସ ଙ୍କ ଘର ଠାରୁ ଆରମ୍ଭ କରି ସଭା ସ୍ଥଳୀ ଯାଏଁ ପୋଲିସ ପ୍ଲାଟୁନ ମୁତୟନ କାର ଯାଇଛି । ଯେମିତି କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ନ ହୁଏ ସେଥିପ୍ରତି ଧ୍ୟାନ ଦିଆ ଯାଇଛି । ତେବେ ଅପେକ୍ଷା ରହିଲା ଖାଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାକ ଙ୍କ ଆସିବାକୁ ନେଇ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button