କ୍ରାଇମ

ବୋହୁ ଶୋଇଥିବା ବେଳେ ମାଡି ବସିଲା ଶ୍ଵଶୁର, ଆଉ ଅଟା ପରେ ଯାହା ହେଲା… ଦେଖନ୍ତୁ କଣ କହୁଛନ୍ତି ବୋହୁ

ନମସ୍କାର ବନ୍ଧୁଗଣ, ପ୍ରତେକ ଦିନ ଆମ ଦେଶରେ ଗଣ ଦୁଷ୍କର୍ମ ଭଳି ଘଟଣା ସାମନା କୁ ଆସୁଛି । କେହି ଯୁବତୀ ମାନଙ୍କୁ ଦୁଷ୍କର୍ମ କରୁଛି ତ ଆଉ କିଏ ନିଜର ବୋହୂ ମାନଙ୍କୁ ଦୁଷ୍କର୍ମ କରିବାକୁ ପଛାଉ ନାହାନ୍ତି । ତେବେ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମନା କୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସପୂର୍ଣ୍ଣ ବିବରଣୀ ।

ପୁତୁରା ବୋହୂ କୁ ପାଣି ମାଗି ମାଡି ବସିଲା ମଉସା । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ଥାନା ମିଟେଇପୁର ପଞ୍ଚାୟତ ର ମାଳିଆ ସାହି ଗାଁ ରେ । ସୂଚନା ଅନୁଯାୟୀ ଝିଆରୀ ବୋହୂ ଘରେ ଥିଲେ । ସେହି ସମୟରେ ଘରେ ଆସି ପହଞ୍ଚି ଥିଲେ ଦିଲ୍ଲୀ ଗ୍ରାମ ପଞ୍ଚାୟତ ସାହୁପଡା ଗାଁ ର ମଉସା ଶ୍ଵଶୁର ପ୍ରଭାକର ଦାସ । ବୟସ ପାଖ ପାଖି ମଉସା ଙ୍କର 62 ବର୍ଷ ।

ଆଉ ଝିଆରୀ ବୋହୂ କୁ ପଚାରିଲେ ମା ରେ ଘରେ କିଏ ଅଛନ୍ତି କି ? ଆଉ ଝିଆରୀ ବୋହୂ ମନା କରି କହିଥିଲେ ମଉସା ଘରେ କେହି ନାହାନ୍ତି । ଏହା ପରେ ମଉସା ପିଇବାକୁ ପାଣି ମାଗିଥିଲେ । ମଉସା ଶ୍ଵଶୁର ଙ୍କୁ ଝିଆରୀ ବୋହୂ ପାଣି ଆଣି ଦେଇଥିଲେ । ପରେ ମଉସା ଶ୍ଵଶୁର କହିଥିଲେ ମୋ ମୁଣ୍ଡ ବୁଲାଉଛି ମୋ ଗୋଡ ହାତ ଟିକେ ମୋଡି ଦେବାକୁ ।

ଆଉ ଠିକ ସେହି ସମୟରେ ମଉସା ଶ୍ଵଶୁର ବୋହୂ ର ପାଟି ବନ୍ଦ କରି ଦୁଇ ଥର ଦୁଷ୍କର୍ମ କରିଥିବା ଅ-ଭି-ଯୋ-ଗ ହୋଇଛି । ପରେ ଝିଆରୀ ବୋହୂ ବେକରେ ଛୁ-ରୀ ଲଗାଇ କହିଥିଲେ କାହା ଆଗରେ ଘଟଣା ପ୍ରକାଶ କରିଲେ ଜୀବନରୁ ମା-ରି ଦେବାକୁ ଧ-ମ-କ ଦେଇ ସେଠାରୁ ଚାଲି ଯାଇଥିଲେ । ପରେ ତାଙ୍କ ସ୍ଵାମୀ ଘରକୁ ଆସିବା ପରେ କାନ୍ଦି କାନ୍ଦି ସବୁ କହିବା ସହ ନିମାପଡା ଥାନାରେ ଲିଖିତ ଅ-ଭି-ଯୋ-ଗ ହୋଇଥିଲା ।

ପୋଲିସ ମାମଲା ରୁଜୁ କରି ମହିଳାଙ୍କ ଡାକ୍ତରୀ ମାଇନା କରାଇବା ସହ ମହିଳାଙ୍କ ବୟାନ ରେକର୍ଡ କରିଛି । ସେପଟେ ଅ-ଭି-ଯୁ-କ୍ତ ଙ୍କୁ ତୁରନ୍ତ ଆ-ରେ-ଷ୍ଟ କରିବାକୁ ପୀଡ଼ିତା ଦାବି କରିଛନ୍ତି । ଅନ୍ୟ ପଟେ କେତେକେ ପ୍ରଭାବଶାଳି ବ୍ୟକ୍ତି ଏହି ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରିବା ସହ ଅ-ଭି-ଯୁ-କ୍ତ କୁ ସୁରକ୍ଷା ଦେଉଥିବା ଜଣା ପଡିଛି ।

ଏଭଳି ଲଜ୍ୟାଜନକ କାମ କରିଥିବା ଅ-ଭି-ଯୁ-କ୍ତ ଙ୍କୁ ତୁରନ୍ତ ଆ-ରେ-ଷ୍ଟ କରିବାକୁ ଗ୍ରାମ ବାସୀ ଦାବି କରିଛନ୍ତି । ଯଦି ଅ-ଭି-ଯୁ-କ୍ତ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆଗାମୀ ଦିନରେ ରାଜ ରାସ୍ତା କୁ ଅବରୋଧ କରିବେ ବୋଲି ଦାବି କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button