ମନୋରଞ୍ଜନ

Jagruti ଓ Anubhabଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା, କିଛି ଏଭଳି ଲେଖି Jagruti କରିଥିଲେ ଫୋଟୋ ଶେୟାର…. ଦେଖନ୍ତୁ Video

ବନ୍ଧୁଗଣ ସମୟ 11ଟା 43 ଯେଉଁ ସମୟର ଫୋଟୋକୁ ସେୟାର କରିଛନ୍ତି ଜାଗୃତି ଶୁକ୍ଲା । ଆଉ ବୋଧ ହୁଏ ସେ ସମୟର ଫୋଟୋକୁ ଦେଖି ଅନେକ କିଛି କହିବାକୁ ଚାହୁଁଛନ୍ତି । ଆଉ କହୁ କହୁ ଏମିତି କିଛି କଥା କହିଛନ୍ତି ଜାଗୃତି ଶୁକ୍ଲା “ଗୋଟେ ଦିନ ଥିଲା ହଠାତ ତୁମ ସହ ଦେଖା ହୋଇଗଲା । ଆଉ ସେଠାରୁ ଏଠାରୁ ତୁମ ସହ କେତେ ବାଦ ବିବାଦ । ଆଉ ତା ଭିତରେ ତୁମେ ମୋତେ ବଞ୍ଚିବା ଶିଖାଇଛ ଆଉ ତୁମେ ବଞ୍ଚିଛ ।

ଆଜି କାହିଁକି କେଜାଣି ଏକ ଅବସି ତୁମ ବିଷୟରେ ଲେଖିବାକୁ ଇଚ୍ଛା ହେଲା । ତୁମ ସହ ବିତାଇଥିବା ଖୁସିର ସମୟକୁ ଆଜି କାହିଁକି କେଜାଣି ସାମାଜିକ ଗଣମାଧ୍ୟମରେ ଲେଖିବାକୁ ଇଚ୍ଛା ହେଲା । ଯିଏ ଯାହା କହୁ ମୁଁ ତୁମକୁ ଖୁବ ପସନ୍ଦ କରେ । କାରଣ ମୁଁ ଜାଣିଛି ସତ ତ ଦିନେ ହେବାକୁ ପଡେ ସେ ମଣିଷ ହେଉ ବ ସୂର୍ଯ୍ୟ ହେଉ । କିନ୍ତୁ ସାହସ ଆଉ ଧର୍ଯ୍ୟ ସୂର୍ଯ୍ୟ ଠାରୁ ତୁମେ ଶିଖିଛ ।

ହଁ ଦୃଢତାର ସହ କହୁଛି ତ ମୁଁ ତୁମକୁ ପସନ୍ଦ କରେ । ଯଦି ସେତିକି ବିଶ୍ଵାସ ନ ଥାନ୍ତା ତେବେ ହୁଏତ ମୁଁ ଆଜି ସାମାଜିକ ଗଣାମଧ୍ୟମରେ ଏମିତି ଲେଖି ନ ଥାନ୍ତି । ମୁଁ ତୁମକୁ ଏଥିପାଇଁ ପସନ୍ଦ କରେ କାରଣ ତୁମ ଜୀବନରେ ଯେଉଁ ଝଡ ଉଠିଛି ଆଉ ଝଡର ପରିଣାମ ବି ଦେଖିଛି । ଏ ଦୁନିଆ ମୋତେ ଯାହା କହୁଛି କହୁ ଏ ସମାଜ ମୋତେ ଯାହା କହୁଛି କହୁ ଆଜି କାହିଁକି କେଜାଣି ଇଚ୍ଛା ହେଉଛି ତୁମ ବିଷୟରେ ଗଣମାଧ୍ୟମରେ ଲେଖି ଲେଖି ଆହୁରି ଅନେକ ଲେଖିବୀ ।

ମନ କହୁଥିବା ଯାଏଁ ଲେଖିବୀ । ହଁ ଆଜି ଯାହା ବି ଲେଖୁଛି ଏସବୁ ମୋ ହୃଦୟର କଥା ଲେଖୁଛି । ଯେଉଁ ମାନେ ମୋ ସାମାଜିକ ଗଣମାଧ୍ୟମରେ ଦେଖା ଦେଖି ଆଙ୍ଗୁଳି ଉଠାଇବାକୁ ଚେଷ୍ଟା କରୁଛନ୍ତି କାନ ଖୋଲି ଶୁଣି ନିଆ ସମସ୍ତେ କାରଣ ଅନୁଭବ ଯେତେ ଝଡ ଝଞ୍ଜା ଦେଇ ଗତି କରିଥିଲେ ବି ସେ ପୁଣି ଠାରେ ଚମକିବାକୁ ପସନ୍ଦ କରନ୍ତି ଯାହା ସମସ୍ତେ କରିପାରନ୍ତି ନାହି । ସେଥିପାଇଁ ମୁଁ ତାଙ୍କୁ ପସନ୍ଦ କରେ ।

ଟାଙ୍କର ସାଧୁତା, ସଚ୍ଚୋଟତା, ଜୀବନର ଦୃଢତା କୁ ପସନ୍ଦ କରେ । ନିଜେ ଲୁହ ପିଇ ନିଜେ ବଞ୍ଚି ଓ ଅନ୍ୟକୁ ବଞ୍ଚାଇବାର ଜୋସ କୁ ମୁଁ ଭଲ ପାଏ । ଯେବେ ସମାଜ ନିଆଁ ନ ଥାଇ ଆମ ନାଁ ରେ ଧୂଆଁ ଉଠିଥାଏ ଆଉ ଯେବେ ମୁଁ ଭାଙ୍ଗି ଆଦିତିଲି ଆଉ ସମାଜର ଟାହି ଟପରା ଶୁଣି ମୁଁ ଯେବେ ଅଣନିଶ୍ଵାସୀ ହୋଇ ପଡିଥିଲି ସେତେବେଳେ ଅନୁଭବ ମୋ ହାତ ଧରିଥିଲେ ।

ଆଉ ମୋ ଜୀବନରେ ହସ, ଖୁସି, ଦୃଢା ଓ ମଜାଦାର ବନ୍ଧୁତା ଆଣି ଦେଇଥିଲେ ଆଉ ମୁଁ ଦୁନିଆରା ଟାହି ଟପର ଭୁଲି ଯାଇଥିଲି । ମୁଁ ସବୁଠାରୁ ଅଧିକ ପସନ୍ଦ କରେ ତାଙ୍କ ବ୍ୟକ୍ତିତ୍ବକୁ” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button