ଦେଶ ବିଦେଶ

ରାସ୍ତାରେ ଘଟିଲା ଏଭଳି ଅଘଟଣ କି ଭୟରେ ମା’ଙ୍କୁ ଜାବୁଡି ଧରିଛି ପୁଅ… ସମ୍ପୂର୍ଣ୍ଣ ଘଟଣା ଜାଣି ଅପଣାଙ୍କ ଛାତି ଥଋ ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ଜନ ସାଧାରଣ ଭୟଭିତ ହୋଇ ପଡିଲେଣି । ତେବେ ବର୍ତ୍ତମାନ କିଛି ସମୟ ହେବ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଆପଣ ଯେଉଁ ଦିନ ଚୁତିରେ ରହୁଛନ୍ତି ସେଦିନ ନିଜ ପରିବାରକୁ ଧରି କୁଆଡେ ନିଶ୍ଚୟ ବୁଲିବାକୁ ଯାଉଥିବେ । ଆପଣ ଧୀରେ ଧୀରେ ଗାଡି ଚଲାଇ ଯାଉଥିବେ ଆଉ ଠିକ ସେତିକି ବେଳେ ଅଚାନକ ଗୋଟେ ମ-ଦୁଆ ଡ୍ରାଇଭର ଗାଡି ଚଳାଇ ଆସୁଥିବ । ଆପଣଙ୍କ ଉପରେ ପଡିଯିବ ସେତେବେଳେ ଆପଣ କଣ କରିବେ ? ସମାନ ଦୁର୍ଘଟଣା ଭୁବନେଶ୍ଵର ସୈନିକ ସ୍କୁଲ ନିକଟରେ ଘଟିଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉନି ପିଲା ଟି ଭୟରେ କିଭଳି ମା କୁ ଜାବୁଡି ଧରିଛି ଆପଣ ବି ଥରେ ନଜର ପାକନ୍ତୁ । ଭୁବନେଶ୍ବର ରେ ବିନା ଲାଇସେନ୍ସ ରେ ମ-ଦ ପିଇ ଟ୍ରକ ଚଲାଉଛନ୍ତି ଡ୍ରାଇଭର । ନିସାସକ୍ତ ଅବସ୍ଥାରେ ଟ୍ରକ ଚଲାଉ ଥିବା ଡ୍ରାଇଭର ଜଣକ ବାଇକ, ସ୍କୁଟି ଓ କାର ଉପରେ ଅଚାନକ ପଡି ଗଲେ । ଡ୍ରାଇଭର ଜଣକ କହୁଛନ୍ତି ତାଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ନାହି । କିନ୍ତୁ ସେ ଗାଡି ଚଲାଉଛନ୍ତି କେମିତି ?

ଯେବେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ କୁ ନେଇ କାଦକଡି ଯାଞ୍ଚ ହେଲା ଆଉ ରାଜଧାନୀ ଛକରେ ଧଡ ଫକଡ ହେଲା ସେତେବେଳେ ଡ୍ରାଇଭର ମ-ଦ ପିଇ ବିନା ଡ୍ରାଇଭିଙ୍ଗ ଲାଇସେନ୍ସ ରେ କେମିତି ଡ୍ରାଇଭିଙ୍ଗ କରୁଛନ୍ତି ତାହାକୁ ନେଇ ଉଠୁଛି ପ୍ରଶ୍ନ । ତାଙ୍କ ଭଳି ଏମିତି ଅନେକ ଡ୍ରାଇଭର ଅଛନ୍ତି ଯେଉଁ ମାନେ ମ-ଦ ପିଇ ମନ ଇଚ୍ଛା ଗାଡି ଚଲାଉଛନ୍ତି ।

ଆପଣ ମାନେ ବି ଦେଖି ପାରିବେ ଟ୍ରକ ଚକା ତଳେ ସ୍କୁଟି, ବାଇକ ଓ ଟ୍ରକ ସମାନ ପରେ କାର ପଡିଛି । ଭୁବନେଶ୍ଵର ନାଲକୋ ଚକରୁ ସୈନିକ ସ୍କୁଲ ମଝିରେ ଏହି ଦୁର୍ଘଟଣା ହଟିଛି । ବାରମ୍ବାର ଏଭଳି ଘଟଣା ସାମ୍ନା କୁ ଆସିବା ପରେ ଛୁଆ ପିଲାଙ୍କୁ ଧରି କୁଆଡେ ଯିବାକୁ ଭୟ କରିଲେଣି ସାଧାରଣ ଲୋକେ ।

ମ-ଦୁ-ଆ ଡ୍ରାଇଭର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନ କରାଗଲେ ହୁଏ ତ ଆଗାମୀ ଦିନ ରେ ଏଭଳି ଦୁର୍ଘଟଣା ଆହୁରି ଦେଖିବାକୁ ପଡିବ ବୋଲି ଆସା କରା ଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button