ଓଡିଶା

Exclusive: ପଚାରୁଛି ଗୋପାଳ ଗୋଟିଏ ଗୁଳିରେ କଣ ମନ୍ତ୍ରୀ ମରିଗଲେ ?

ଗୋଟିଏ guli ରେ ମନ୍ତ୍ରୀ ମ-ରି-ଗ-ଲେ କି ଏମିତି କିଛି ପଚାରୁଛି ଅଭିଜକୁକ୍ତ ଗୋପାଳ କୃଷ୍ଣ ଦାସ । ହଁ ଦର୍ଶକ ବନ୍ଧୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ହୋଇହି । ଏ ଖବର ଏଏସଆଇ ତଥା ଅ-ଭି-ଯୁ-କ୍ତ ଗୋପାଳ ଦାସ ଜାଣି ନ ଥିଲା । ଆଉ ଯେତେବେଳେ ଜାଣିବାକୁ ଚାହୁଁ ଥିଲା ସେତେବେଳ ସୁରକ୍ଷା ଦାୟିତ୍ଵ ରେ ଥିବା ପୋଲିସ ବାବୁଙ୍କୁ ପଚାରୁଛି ମନ୍ତ୍ରୀ ଙ୍କ ଅବସ୍ଥା ଏବେ କେମିତି ?

ଘଟଣା ସ୍ଥଳରୁ ପୋଲିସ ଉଠାଇ ନେବା ପରେ ସୁନ୍ଦରଗଡ ପୋଲିସ ରିଜର୍ଭ ଲାଇନରେ ତାକୁ ରଖାଯାଇଥିଲା । ଆଉ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ହୋଇଛି କି ନାହି ତାଙ୍କ ସୁରକ୍ଷା ଦାୟିତ୍ବରେ ନିଯୋଜିତ ଥିବା ପୋଲିସ କୁ ଖୁସିର ସହ ପଚାରୁଥିଲା ଗୋପାଳ । ଆଉ ଯେବେ ଜାଣିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ମୃ-ତ୍ୟୁ ହୋଇଛି ସେତେବେଳେ କୁଆଡେ ହସି ହସି କହିଲା ଗୋଟେ guli -ରେ କଣ ମନ୍ତ୍ରୀ ଙ୍କ ମୃ-ତ୍ୟୁ ହୋଇଗଲା ?

ଏମିତି କହି ମୃ-ତ୍ୟୁ ହେବା କହି ବିଶ୍ଵାସ କରିପାରୁ ନ ଥିଲା ଗୋପଳା । ଆଉ ବିଶେଷ ସୂତ୍ର ରୁ ମିଳିଥିବା ଏହି ଖବର ଯଦି ସତ ହୁଏ ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସେ ମାନସିକ ବିଷାଦ ଗ୍ରସ୍ତ ତେବେ ସେ guli ମା-ରି-ବା ପରେ କାହିଁକି ଉତ୍ତର କୁ ଅପେକ୍ଷା କରିଥିଲେ ? ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ମୃ-ତ୍ୟୁ ହୋଇଛି କି ନାହି କାହିଁକି ଜାଣିବାକୁ ଚେଷ୍ଟା କରୁଥିଲେ ?

ଆଉ ଗୋପାଳ ଙ୍କୁ କଡା ସୁରକ୍ଷା ବଳ ଭିତରେ ରଖାଯିବା ସହ ସେଠାରେ ନା ମୋବାଇଲ ନ ଥିଲା ସେଥିପାଇଁ ଗୋପାଳ ଉତ୍ତର ଜାଣିପାରି ନ ଥିଲା । ଆଉ ଖୁବ ଖୁସିର ସହ ପଚାରି ବୁଝିଥିଲା ଗୋଟେ guli -ରେ କଣ ମନ୍ତ୍ରୀ ଙ୍କର ମୃ-ତ୍ୟୁ ହୋଇଗଲା କି ? ଆଉ ଯେବେ ଗୋପାଳ ଜାଣିବାକୁ ପାଇଥିଲା କି ନବ ଦାସ ଙ୍କର ମୃ-ତ୍ୟୁ ହୋଇ ସାରିଛି ସେହି ସମୟରେ ଗୋପାଳ ଚକିତ ହୋଇଥିଲା ।

ଆଉ କହିଥିଲା ଗୋଟେ guli ରେ କଣ ମନ୍ତ୍ରୀ ଙ୍କ ମୃ-ତ୍ୟୁ ହୋଇଗଲା କି ? ଆଉ ସବୁଠାରୁ ବଡ କଥା ମନ୍ତ୍ରୀ ଙ୍କ ମୃ-ତ୍ୟୁ କୁ ନେଇ ଅ-ଭି-ଯୁ-କ୍ତ ଗୋପାଳ ଜେଲରେ ଥିବା ସମୟରେ ସନ୍ଦେହ ପ୍ରକାଶ କରିଥିଲା । ଆଉ ସେ ବାରମ୍ବାର ଜେଲ କର୍ମଚାରୀ ଙ୍କୁ ଘଟଣା ସମ୍ପର୍କରେ ପଚାରିବା ବେଳେ କର୍ମଚାରୀ ମାନେ କୌଣସି ପ୍ରକାରର କଥାବାର୍ତ୍ତା କରିବାରୁ ଦୂରେଇ ରହୁଥିଲେ ।

ଏମିତି ଏକ ଖବର ଏବେ ସାମ୍ନା କୁ ଆସୁଛି । ଆଉ ଆଇସ୍ୟୁ ରୁ ନବ ବାବୁଙ୍କୁ ବାହାର କରାଗଲାଣି କି ନାହି ପ୍ରଶ୍ନ କରିବା ସହ ଖବର କାଗଜ ବା ଟିଭିରୁ ଜଣାଇବାକୁ ଚେଷ୍ଟା କରୁଥିଲା ଗୋପାଳ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button