ଜନ୍ମ ଜନ୍ମର ସାଥୀ ନାଗୁଣୀର ପାଖ ଛାଡୁନି ନାଗ, ଏହି Video ଦେଖିଲେ ଆଖିରୁ ଲୁହ ଆସିଯିବ !

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆମ ଦେଶରେ ନାଗ ନାଗୁଣୀ କୁ ଶୁଭ ବୋଲି ମାନା ଯାଇଥାଏ । ନାଗ ନାଗୁଣୀ ଅନେକ ଲୋକ ମହାଦେବ ଙ୍କ ସ୍ୱରୂପ ଭାବି ପୂଜା ମଧ୍ୟ କରିଥାନ୍ତି । ସେଥିପାଇଁ ଅନେକ ଜାଗାରେ ନାଗ ନାଗୁଣି କୁ ଅନେକ ଜାଗାରେ ପୂଜା ମଧ୍ୟ କରା ଯାଇଥାଏ । କିନ୍ତୁ ନାଗ ନାଗୁଣୀ ଙ୍କ ଯୋଡି କୁ ନେଇ ଆସିଛି ଏକ ବଡ ଖବର ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ ସାଥି କୁ ଖୋଜୁଛି ସାଥି । ନେଉଳ ଆ-କ୍ର-ମ-ଣ ରେ ଆଖି ବୁଜି ଦେଲା ନାଗୁଣୀ । କିନ୍ତୁ ନାଗୁଣୀ ର ଶବ ପାଖ ଛାଡୁ ନାହି ନାଗ । ହଁ ଦର୍ଶକ ବନ୍ଧୁ ଏହି କଥା ଟି ନିହାତି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥିବ । ଏହି ଘଟଣା ଟି କୌଣସି ସିନେମାର କାହାଣୀ ନୁହେଁ । ଏହି ଘଟନା ଟି ସତ ଶତିକା ଘଟିଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣଙ୍କ କେହି ରୁ ବି ଲୁହ ଆସିଯିବ ।
ସୂଚନା ଅନୁଯାୟୀ ନେଉଳ ଆ-କ୍ର-ମ-ଣ ରେ ଗୋଟେ ନାଗୁଣୀ ର ମୃ-ତ୍ୟୁ ଘଟିଥିଲା । ଆଉ ନାଗୁଣୀ ର ମୃ-ତ୍ୟୁ କୁ ସହଜରେ ଗ୍ରହଣ କରିପାରୁ ନ ଥିଲା ନାଗ । ନାଗ ଟି ନାଗୁଣୀ କୁ ଝୁରି ଝୁରି ମୃତ ଦେହ ନିକଟରେ ଜଗି ରହିଥିଲା । ପରେ ଏହି ଦୃଶ୍ୟ କୁ ଦେଖିବାକୁ ପ୍ରବଳ ଭିଡ ଜମି ଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ର ବନ୍ଦେୟା ଜିଲ୍ଲା ରେ ।
ଗ୍ରାମ ବାସି ଙ୍କ ମତରେ ଉକ୍ତ ଅଞ୍ଚଳରେ କାହିଁ କେତେ ବର୍ଷ ରୁ ନାଗ ନାଗୁଣୀ ଯୋଡି ହୋଇ ରହୁଥିଲେ । ଦୁହେଁ କାହାର କ୍ଷତି ସାଧନ କରୁ ନ ଥିଲେ । ଆଉ ଦୁଇ ଦିନ ତଳେ ଏହି ଯୋଡି ଙ୍କ ପଛରେ ଗୋଟେ ନେଉଳ ପଡି ଯାଇଥିଲା । ଆଉ ନେଉଳ ଏମାନଙ୍କୁ ଏକା ଦେଖିଲେ ଆ-କ୍ର-ମ-ଣ କରୁଥିଲା ।
ମାତ୍ର ନାଗୁଣୀ ନାଗ ର ରକ୍ଷା କବଚ ସାଜୁଥିଲା । କିନ୍ତୁ ହଠାତ ନେଉଳ ଟି ନାଗୁଣୀ ଉପରେ ଆ-କ୍ର-ମ-ଣ କରିବାରୁ ଘଟଣା ସ୍ଥଳ ରେ ତାର ମୃ-ତ୍ୟୁ ଘଟିଥିଲା । ନାଗୁଣୀ ର ମୃ-ତ୍ୟୁ ପରେ ଅଥୟ ହୋଇ ପଡିଥିଲା ନାଗ ଟି । ସେ ନିଜର ଫଣା କୁ ମାଟି ରେ ଆଘାତ କରି ନିଜକୁ ନିଜେ ଲହୁ ଲୁହାଣ କରିଥିଲା । ଏ ଦୃଶ୍ୟ ଦେଖି ଗାଁ ଲୋକେ ଆଚମ୍ବିତ ହୋଇ ପଡିଥିଲେ ।ତେବେ ଏହି ଘଟଣା ବିଷୟରେ ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଆଉ କହୁଛି ଆଜି ବି ନାଗ ନାଗୁଣୀ ଯୋଡି କୁ ନେଇ ଖୁବ ଚର୍ଚ୍ଚା ହେଉଛି ।