ସ୍ୱାସ୍ଥ୍ୟ

ସ୍ତ୍ରୀ କଲେ ବଡ ଖୁଲାସା, ମ-ଦ ପିଇ ପିଇ Humane Sagar ଙ୍କ ଖାଦ୍ୟନଳୀ ନଷ୍ଟ ହେଇଯାଇଛି, କେମିତି… ଦେଖନ୍ତୁ କଣ କହୁଛନ୍ତି Shreya

ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଲିଉଡ ଷ୍ଟାର ଶିଂଗର ହ୍ୟୁମାନ ସାଗର ଙ୍କ ପାରିବାରିକ ବିବାଦ କୁ ନେଇ ଚାରି ଆଡେ ଚର୍ଚ୍ଚା ଲାଗି ରହିଛି । ସେ ଏମିତି ଜଣେ କଣ୍ଠଶିଳ୍ପୀ ଯାହାଙ୍କର ନାଁ ଓଡିଶା ନୁହେଁ ଓଡିଶା ବାହାରେ ବି ଫ୍ୟମ୍ସ ରହିଛି । କିନ୍ତୁ ଏବେ ତାଙ୍କ ନାଁ ରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର । ଶ୍ରୀୟା ଏମିତି କିଛି ଅଭିଯୋଗ ଆଣିଛନ୍ତି ଯାହା ର ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି ।

ବର୍ତ୍ତମାନ ସମୟରେ ହ୍ୟୁମାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆସିଛି ଏକ ବଡ ଖବର । ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ଖାଦ୍ୟ ନଳୀ ପୁରା ପୁରୀ ନଷ୍ଟ ହୋଇ ଯାଇଛି । ମଦ ପିଇ ପିଇ ତାଙ୍କର ଦେହ ଖରାପ ହୋଇ ଗଲାଣି । ତାଙ୍କର କୋରୋନୋସ୍ଲୋପି ବି କରା ଯାଇଛି । ଏ ହେଉଛି ହ୍ୟୁମାନ ଙ୍କ ପୂର୍ବ ଫୋଟୋ ଯେଉଁଥି ରେ ସେ ବହୁତ ସୁସ୍ଥ ଆଉ ସବଳ ଥିବା ଦେଖା ଯାଉଛନ୍ତି ।

ଆଉ ଏବେକା ଫୋଟୋ ଦେଖିଲେ ଲାଗୁଛି ସେ ବହୁତ ଅସୁସ୍ଥ ଥିବାର ଦେଖା ଯାଉଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି କି ହ୍ୟୁମାନ ଙ୍କ ଦେହ ବହୁତ ଅସୁସ୍ଥ ଅଛି । ଏବେ ହ୍ୟୁମାନ ବି ପୋଲିସ ପାଖରେ ଷ୍ଟେଟ ମେଣ୍ଟ ଦେଇଥିଲେ କି ତାଙ୍କର ଖାଦ୍ଯ ନଳୀ ନଷ୍ଟ ହୋଇ ଯାଇଥିବା ବେଳେ ଏବେ ତାଙ୍କର କୋରୋନୋସ୍କୋପି କରା ଯାଉଛି । ଯେଉଁଥି ପାଇଁ ସେ ଏତେ ଝଡି ଯାଇଛନ୍ତି ବୋଲି କହିଛନ୍ତି ।

ଏହି କଥା ଗଣମାଧ୍ୟମରେ ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରୀୟା ମଧ୍ୟ କହିଛନ୍ତି । ହ୍ୟୁମାନ ସାଗାର ପିଉଥିଲେ ଅତ୍ୟଧିକ ମଦ । ମନ କରିଲା ପରେ ବି ଶୁଣୁ ନ ଥିଲେ ହ୍ୟୁମାନ । ଅଧିକ ମନା କରିଲେ ମାରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀୟା ମିଶ୍ର । ତେବେ ଅଧିକ ପିଇବାରୁ ଏମିତି ତାଙ୍କର ହୋଇଛି ବୋଲି ଶ୍ରୀୟା କହିଛନ୍ତି । ବର୍ତ୍ତମାନ ର ହ୍ୟୁମାନ ଙ୍କ ଫୋଟୋ ଦେଖିଲେ ସବୁ କିଛି ସ୍ପଷ୍ଟ ହୋଇ ଯାଉଛି ।

ଶ୍ରୀୟା ଦୀର୍ଘ 5 ମାସ ହେବ ହ୍ୟୁମାନ ଙ୍କ ଘର ଛାଡି ତାଙ୍କ ବାପଘରେ ରହୁଛନ୍ତି । ଯେଉଁଥି ପାଇଁ ଏବେ ତାଙ୍କ ଦେହ କେମିତି ରହୁଛି ସେ ଜାଣି ନାହାନ୍ତି । ଯେବେ ଶ୍ରୀୟା ହ୍ୟୁମାନ ଙ୍କ ପାଖରେ ଥିଲେ ସେତେବେଳେ ସେ ହ୍ୟୁମାନ ଙ୍କ ସବୁ ଯତ୍ନ ନେଉଥିଲେ । ଇନ୍ତୁ ଏବେ ହ୍ୟୁମାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ତାହା ବିଷୟରେ କିଛି ଜାଣି ନାହାନ୍ତି ବୋଲି ଶ୍ରୀୟା କହିଛନ୍ତି ।

ଏମିତି ସବୁ ଗୁମର ସେତେବେଳେ ସାମ୍ନା କୁ ଆସିଥିଲା ଯେବେ ଶ୍ରୀୟା ଅଭିଯୋଗ କରିଥିଲେ କି ତାଙ୍କୁ ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଆଉ ଏହାକୁ ନେଇ ସେ କଟକ ଡିସିପି ଙ୍କ ପାଖରେ ଅଭିଯୋଗ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button