ଓଡିଶା

ମଞ୍ଚରେ ନାଚି ସମସ୍ତଙ୍କ ହୃଦୟ ଜିତିଲେ ଜିଲ୍ଲାପାଳ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆମ ଓଡିଶାର ଜିଲ୍ଲାପାଳ ଙ୍କୁ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ସେ ନିଜର କାମରେ ଖୁବ ପାରଙ୍ଗମ ଅଟନ୍ତି ଆଉ ସବୁ କ୍ଷେତ୍ରରେ ବହୁତ ଭଲ କାମ କରନ୍ତି । ରାଜ୍ୟ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ସାରିଛନ୍ତି ଆମ ଓଡିଶାର ଜିଲ୍ଲାପାଳ । ତେବେ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଏବେ ଭିଡିଓ ସୋସିଆଲ ମିଡିଆରେ ଗୋଟେ ମୋବାଇଆଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି ।

ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ସଂପୂର୍ଣ୍ଣ ବିବରଣୀ । ସୂଚନା ଅନୁଯାୟୀ ସୁବର୍ଣ୍ଣ ଉଶ୍ଚବ ରେ ଯୋଗ ଦେବାକୁ ଯାଇଥିଲେ ଆମ ଓଡିଶାର ଜିଲ୍ଲାପାଳ ଆବୋଲି ସୁନୀଲ ନରୱାନେ । ସେଠାରେ ସେ କିଛି ଏମିତି କରି ଦେଖାଇଛନ୍ତି ଯାହାକୁ ଜଣାଇବା ପରେ ବି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୁବର୍ଣ୍ଣ ଉଶ୍ଚବ ରେ ଯୋଗ ଦେବା ସହ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାନେ ମଞ୍ଚରେ ନାଚିଲେ । ସେ ପ୍ରଭୁ ଗଣେଶ ଙ୍କ ଗୀତ ରେ ଏତେ ସୁନ୍ଦର ପର୍ଫୋମ କରିଛନ୍ତି ଯାହାର ଭିଡିଓ ଏତେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଜିଲ୍ଲାପାଳ ଏତେ ସୁନ୍ଦର ନୃତ୍ୟୁ ପରିବେଷଣ କରିଛନ୍ତି ଯାହାକୁ ଦେଖିଲେ କାହାର ବି ଆଖି ଖସି ଯିବ ।

ସେ ଓଡିଶୀ ନୃତ୍ୟୁ କରିଛନ୍ତି ମଞ୍ଚ ଉପରେ ଆଉ ଦର୍ଶକ ମାନେ ଏହାକୁ ବେସ ଉପୋଭୋଗ ମଧ୍ୟ କରିଛନ୍ତି । ସୁବର୍ଣ୍ଣ ଉଶ୍ଚବ ରେ ଜିଲ୍ଲାପାଳ ଷ୍ଟିଠି ଭାବେ ଯୋଗ ଦେଇଥିଲେ ସତ କିନ୍ତୁ ସେ ଏତେ ସୁନ୍ଦର ନୃତ୍ୟୁ ପରିବେଷଣ କରିବେ ତାହା କେହି କେବେ ଭାବି ନ ଥିବେ । ତାଙ୍କର ନୃତ୍ୟୁ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ସେ ଗୀତ ର ତାଳେ ତାଳେ ଏତେ ସୁନ୍ଦର ଆଉ ଜବରଦସ୍ତ ଷ୍ଟେପ କରୁଛନ୍ତି ସେଥିରୁ ଜଣା ପଡୁଛି ଯେ ସେ ପୂର୍ବ ରୁ ବୋଧ ହୁଏ ନୃତ୍ୟୁ ଶିଖିଛନ୍ତି । ସେଥିପାଇଁ ତ ଏତେ ସୁନ୍ଦର ନୃତ୍ୟୁ କରୁଛନ୍ତି ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ୁଛନ୍ତି ।

ସତରେ ଜିଲ୍ଲାପାଳ ଙ୍କ ନୃତ୍ୟୁ ପାଇଁ ତାଙ୍କୁ ଏବେ ଚାରି ଆଡୁ ପ୍ରଶଂସା ମିଳିବାରେ ଲାଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button