ବୃଷ ରାଶି ଅଧିକ ଧନ ପାଇବା ପାଇଁ ଆଜି ଠାରୁ ଏହି 1 କାମ ବନ୍ଦ କରନ୍ତୁ, ନଚେତ ଦୁନିଆ ବଞ୍ଚିବାକୁ ଦେବନି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବୃଷ ରାଶିର ବ୍ୟକ୍ତି ଧନ ପାଇବା ପାଇଁ କଣ କରିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ବୃହ ରାଶିର ବ୍ୟକ୍ତି ଦାର୍ଶିନିକ ସ୍ଥାନ, ନଦୀ କୂଳରେ ଭ୍ରମଣ, ଛୋଟ ପିଲାଙ୍କ ସହ ଖେଳିଲେ ଅସାନ୍ତି ଦୂର ହୋଇଯାଏ । ଅଶାନ୍ତି ସମୟରେ କୌଣସି କାର୍ଯ୍ୟ କରନ୍ତି ନାହି । ସୁଖାଦ୍ୟ ପ୍ରତି ଆଗ୍ରହୀ ଥିଲେ କି ନିଶାଦ୍ରବ୍ୟ ପ୍ରତି ବେଳେବେଳେ ଆଗ୍ରହ ଆସି ଯାଇଥାଏ । କମାତୁର ସ୍ଵଭାବ ଅଧିକ ଦେଖାଯାଏ । ସୁନ୍ଦର ନାରୀ ଦେଖିଲେ ଆପଣ ଦୁର୍ବଳ ହୋଇପଡନ୍ତି ଯାହା ଆପଣଙ୍କ ପାଇଁ କ୍ଷତିକାରକ ।
ପରିବାରର ମଧ୍ୟରେ ବୁଝାମଣାରେ ଶାନ୍ତି ପାଇଥାନ୍ତି । ସହଜରେ କାହାକୁ ବିଶ୍ଵାସ କରନ୍ତୁ ନାହି ବା କାହାକୁ ବିଶେଷ ସନ୍ଦେହ କରନ୍ତୁ ନାହି । ଲଭ ଲାଇଫ କ୍ଷେତ୍ରରେ ଅନ୍ୟର ଗୁଣ, ଆଭିଜାତ୍ୟ ପ୍ରତି ଦ୍ରୁଷ୍ଟି ଦିଅନ୍ତି ନାହି । ସୁନ୍ଦର ଚେହେରା, ଶାରୀରିକ ସୌନ୍ଦର୍ଜ୍ୟରେ ଆକ୍ରୁଷ୍ଟ ହୋଇଥାନ୍ତି । ଆପଣ ଆପଣଙ୍କ ଠାରୁ ନିଚ୍ଚ ଜାତିର ବ୍ୟକ୍ତିଙ୍କୁ ମନ ଦେଇଥାନ୍ତି ଯାହା ପାଇଁ ସମାଜ ଓ ପରିବାରରେ ସମାଲୋଚନ ହୋଇଥାନ୍ତି । ଯୁବକ ଯୁବତୀ ଅବସ୍ଥାରେ ପ୍ରେମ କରୁଥିଏ ଅନେକ କ୍ଷେତ୍ରରେ ଦୂରେଇ ଦେଇଥାନ୍ତି । ପ୍ରଥମ ପ୍ରେମକୁ ଭୁଲନ୍ତି ନାହି ।
ଲଭ ଲାଇଫ କ୍ଷେତ୍ରରେ ବିଶ୍ଵସ୍ତ ହୋଇଥାନ୍ତି । ଆତ୍ମନିର୍ଭରଶୀଳତା ପାଇଁ ଜୀବନ ସାଥିଙ୍କ ସହ ଖୁବ ଭଲ ସମ୍ପର୍କ ରହିଥାଏ । ଆପଣ ନିଜେ ସୁଖ ଶାନ୍ତିରେ ରହିବାକୁ ଚାହିଁଲେ ବି ଅନ୍ୟର ଦୁଖକୁ ନିଭାଇଥାନ୍ତି । ଆପଣଙ୍କର ଦୃଢ ବିଶ୍ଵାସ ହୃଦବୋଧାହେଲେ ବନ୍ଧୁତାକୁ ସୁଦୃଢ କରାଇଥାନ୍ତି । ଥରେ ଯାହାକୁ ବନ୍ଧୁ ରୂପରେ ଗ୍ରହଣ କରନ୍ତି ସେ ଯେତେ ଅନ୍ୟାୟ କରିଲେ ବନ୍ଧୁତା ଭାଙ୍ଗନ୍ତି ନାହି । ଆପଣ ଧନ କମାଇବାରେ କ୍ଷମତା ବି ରହିଛି । ଆପଣ ଜିଦି ସ୍ଵଭାବର ବ୍ୟକ୍ତି ଅଟନ୍ତି ।
ଆପଣ ଜଣେ ସଫଳ ଶିଲ୍ପପତି, ଗୃହ ନିର୍ମାଣରେ ନିପୁଣ, ପଶୁ ପାଳନ, ବୟନ ଶିଳ୍ପ, ସୁନା ବ୍ୟବସାୟ କ୍ଷେତ୍ରରେ ନାମ ଓ ଧନର ଅଧିକାରୀ ହୋଇଥାନ୍ତି । ଆପଣଙ୍କର ଯୁବକ ଓ ବୃଦ୍ଧା ଅବସ୍ଥାରେ ଅନେକ ଧନ ଅର୍ଜିତ ହୋଇଥାଏ । ମଧ୍ୟ ଅବସ୍ଥାରେ ଅର୍ଥ ବ୍ୟୟ ହୋଇଥାଏ । ଏହି ସମୟରେ ଅଯଥା ଖର୍ଚ୍ଚର ବୃଦ୍ଧି ହୁଏ ।
ଆଣ୍ଠୁଗଣ୍ଠି ରୋଗ ପ୍ରତି ଧ୍ୟାନ ରଖନ୍ତୁ । ପଶୁଙ୍କୁ ଖାଇବାକୁ ଦେଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ।