ଘରେ ଥିଲେ ଖରାପ ଆତ୍ମା ମିଳିଥାଏ ଏହି 7ଟି ସଙ୍କେତ! Sri Krishna Vani

ନମସ୍କାର ବନ୍ଧୁଗଣ, ମଣିଷର ଜୀବନ ମରଣ ଯେଭଳି ସତ୍ୟ । ସେହିଭଳି ଆତ୍ମାର ଉପସ୍ଥିତି ମଧ୍ୟ ସତ୍ୟ । ମଣିଷ ଶାରୀରକୁ ଆତ୍ମା ତ୍ୟାଗ କରିବା ପରେ କାହା ଘର ଉପରେ ଯେ ତାହାର ଖରାପ ନଜର ପଡିଥାଏ ତାହା କେହି କହିପାରିବେ ନାହିଁ । କିନ୍ତୁ ଯଦି ଆପଣ ମାନଙ୍କୁ ଏହି 7ଟି ସଙ୍କେତ ମିଳେ ତେବେ ଆପଣ ମାନେ ନିହାତି ଜାଣିପାରିବେ । ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଘରେ ଆତ୍ମା ରହିବାର 7ଟି ସଙ୍କେତ ସମ୍ପର୍କରେ ।
ଗରୁଡ ପୁରାଣରେ ଏହି ସମ୍ବନ୍ଧୀୟ ସମସ୍ତ କଥାର ଉଲ୍ଲେଖ ରହିଛି । ପ୍ରଥମ: ଯଦି ଆପଣଙ୍କ ସ୍ଵପ୍ନରେ ହାତୀ ଘୋଡା ଇତ୍ୟାଦି ପ୍ରାଣୀ ବିକୃତ ରୂପରେ ଦେଖା ଯାଇଥାନ୍ତି ଏବଂ ଆପଣଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବାର ଆପଣ ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘରେ କୌଣସି ଆତ୍ମା ବାସ କରୁଅଛି ।
ଦିତୀୟ: ଯେଉଁ ବ୍ୟକ୍ତି ଶୋଇବା ପରେ ଯେତେବଳେ ଉଠିଥାଏ ଆଉ ଦେଖିଥାଏ କି ସେ ଶୋଇଥିବା ସ୍ଥାନର ଅନ୍ୟ ପଟରେ ଶୋଇଅଛି । ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘରେ ପ୍ରେତର ନଜର ରହିଛି । ତୃତୀୟ: ଯଦି ସ୍ଵପ୍ନରେ କୌଣସି ବ୍ୟକ୍ତି ନିଜକୁ ଜଞ୍ଜିରରେ ବନ୍ଧା ହୋଇଥିବାର ଦେଖନ୍ତି । ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଛି ।
ଚତୁର୍ଥ: ଯଦି ଆପଣ ନିଜ ପୂର୍ବ ପୁରୁଷଙ୍କୁ ମଇଳା କପଡାରେ ଉପସ୍ଥିତ ଥିବାର ସ୍ଵପ୍ନରେ ଦେଖନ୍ତି ଏବଂ ପୂର୍ବ ପୁରୁଷ କାହାର ଖାଇବା ଚୋରାଇବାର ଯଦି ଦେଖନ୍ତି ତେବେ ଏହା ଆପଣ ଘରେ ନକରାତ୍ମକ ଶକ୍ତିର ବାସ ହେବାର ସଙ୍କେତ ଦେଇଥାଏ । ଅନ୍ୟ ଏକ ଅର୍ଥ ହୋଇଥାଏ କି ଆପଣଙ୍କ ପ୍ରିୟଜନଙ୍କ ଆତ୍ମା ପ୍ରେତ ରୂପରେ ଆପଣଙ୍କ ଘରେ ବାସ କରୁଛନ୍ତି ।
ପଞ୍ଚମ: ଯଦି ଆପଣ ସ୍ଵପ୍ନରେ ପଶୁ ମାନଙ୍କୁ ମଣିଷର ଭାଷା କହୁଥିବାର ଦେଖନ୍ତି ତେବେ ଜାଣିଯିବେ କି ଆପଣଙ୍କ ପ୍ରିୟଜନ ମୃତ ପରେ ପ୍ରେତ ରୂପ ଧାରଣ କରି ଆପଣଙ୍କ ଘରେ ହିଁ ବାସ କରୁଛନ୍ତି । ଷଷ୍ଠ: ଯଦି ଆପଣଙ୍କ ଘରେ ବାରମ୍ବାର କଳି ଝଗଡା ଲାଗି ରାହୁଥାଏ ଏବଂ ଅଚାନକ ଧନ ଖର୍ଚ ହେବା ବଢିଥାଏ, ଘର ସଦସ୍ୟ ଯଦି ହଠାତ ରୋଗରେ ପୀଡିତ ହୋଇଯାନ୍ତି ତେବେ ଏହା ପ୍ରେତ ମାନଙ୍କ ବାସ କରିବାର ସଙ୍କେତ ହୋଇଥାଏ ।
ସପ୍ତମ: ଯଦି ଆପଣଙ୍କ ଘରକୁ ଅଚାନକ ବାଦୁଡି ପ୍ରବେଶ କରିଯାଏ ତେବେ ଆପଣଙ୍କ ଘରେ ଆତ୍ମା ବାସ କରିବାର ଏହା ବଡ ଅଶୁଭ ସଙ୍କେତ ଅଟେ । ଯଦି ଆପଣ ମାନଙ୍କୁ ଏହି ସବୁ ସଙ୍କେତ ମିଳେ ତେବେ ତୁରନ୍ତ କିଛି ଉପାୟ ଖୋଜି ବାହାର କରିବା ଜରୁରୀ ।