ଝିଅ ର କେଉଁ ଅଙ୍ଗରେ ଗୋଟେ ବି ହାଡ ଦେଖାଯାଏ ନାହି ? ଏହା ସହ ଆହୁରି 20+ GK Quiz

ବନ୍ଧୁଗଣ ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- କେଉଁ ଦେଶରେ ଗୋଟେ ଫୁଲର ନାମ ମୋଦୀ ରଖା ଯାଇଛି ?
ଉତ୍ତର- ଇଜରାଇଲ
୨- ୧୦ ତାଙ୍କର ନୋଟ ରେ କେଉଁ ମନ୍ଦିର ର ଫୋଟୋ ଲୁଚି ଅଛି ?
ଉତ୍ତର- କୋଣାର୍କ ର ସୂର୍ଯ୍ୟ ମନ୍ଦିର
୩- କେଉଁ ଦେଶରେ ଲୋକ ଏସି ର ବ୍ୟବହାର ସବୁଠାରୁ ଅଧିକ କରିଥାନ୍ତି ?
ଉତ୍ତର- ଆମେରିକା
୪- ଚସମା କୁ ହିନ୍ଦୀ ରେ କଣ କୁହାଯାଏ ?
ଉତ୍ତର- ଏନକ
୫- ସାପ ମାନଙ୍କର ରାଜା କାହାକୁ କୁହାଯାଏ ?
ଉତ୍ତର- କିଙ୍ଗ କୋବ୍ରା
୬- କେଉଁ ପଶୁ ଛିଡା ହୋଇ ସୋଇପାରେ ?
ଉତ୍ତର- ଘୋଡା
୭- ମଣିଷର ସବୁଠାରୁ ବଡ ଶକ୍ତି କଣ ?
ଉତ୍ତର- ତାର ପରିବାର
୮- ସବୁଠାରୁ ଅଧିକ ପକ୍କା ଘର କେଉଁ ଦେଶରେ ଅଛି ?
ଉତ୍ତର- ଆମେରିକା
୯- ଏମିତି କେଉଁ ଜୀବ ଅଛି ଯିଏ ଅନ୍ଧାର ରେ ବି ଦେଖିପାରେ ?
ଉତ୍ତର- ଚିଟା
୧୦- ମଦ ପିଇବା ଦ୍ଵାରା ଆମ ଶରୀରରେ କେଉଁ ପ୍ରଭାବ ପଡିଥାଏ ?
ଉତ୍ତର- ଭୋକ କମି ଯାଇଥାଏ
୧୧- ପ୍ୟାନ କାର୍ଡ କୁ ହିନ୍ଦୀ ରେ କଣ କୁହାଯାଏ ?
ଉତ୍ତର- ସ୍ଥାୟୀ ଖାତା ସଂଖ୍ୟା
୧୨- ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ର ସ୍ଥାପନା କେଉଁ ବର୍ଷ ହୋଇଥିଲା ?
ଉତ୍ତର- ୧୯୭୫
୧୩- ମନୁଷ୍ୟର ଶରୀର ରେ ସବୁଠାରୁ କୋମଳ ଅଙ୍ଗ କଣ ?
ଉତ୍ତର- ଆଖି
୧୪- କେଉଁ ପଶୁ ମରିବା ପରେ ବି ଛିଡା ହୋଇପାରେ ?
ଉତ୍ତର- ବାଘ
୧୫- ଗୋଲାପି ସହର କେଉଁ ଦେଶକୁ କୁହାଯାଏ ?
ଉତ୍ତର- ଚଣ୍ଡିଗଡ
୧୬- ସବୁଠାରୁ ବଡ ସାପର ନାମ କଣ ?
ଉତ୍ତର- ପାଥିୟାନ
୧୭- ଏମିତି କେଉଁ ପଶୁ ଅଛି ଯିଏ ଜନ୍ମ ହେବା ପରେ ଦୁଇ ମାସ ଯାଏଁ ସୋଇଥାଏ ?
ଉତ୍ତର- ଭାଲୁ
୧୮- କେଉଁ ଫଳ ଭିତର ବିଲକୁଲ ଖାଲି ହୋଇଥାଏ ?
ଉତ୍ତର- ଅମୃତଭଣ୍ଡା
୧୯- କେଉଁ ଦେଶରେ ଟିକଟକ ଚାଲିବା ଅପରାଧ ଅଟେ ?
ଉତ୍ତର- ଉତ୍ତର କୋରିଆ
୨୦- କେଉଁ ସମୁଦ୍ର ରେ ମାଛ ଦେଖାଯାଏ ନାହି ?
ଉତ୍ତର- ମୃତ ସାଗର
୨୧- ଭାରତର ରାଷ୍ଟ୍ରପତି ଙ୍କ ସାଲାରି କେତେ ଟଙ୍କା ମାସକୁ ହୋଇଥାଏ ?
ଉତ୍ତର- ୧୫ ଲକ୍ଷ
୨୨- ପେନ୍ସିଲକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ଲେଖନୀ
୨୩- ସାପ କେଉଁ ରଙ୍ଗ ଦେଖିଲେ ପାଗଳ ହୋଇଯାଏ ?
ଉତ୍ତର- ନୀଳ
୨୪- ଝିଅ ର କେଉଁ ଅଙ୍ଗରେ ଗୋଟେ ବି ହାଡ ଦେଖାଯାଏ ନାହି ?
ଉତ୍ତର- ଜିଭ