ହୃଦୟରୁ ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Tarot Card Reading

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ରିଡିଙ୍ଗ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଆପଣ ମାନେ ୫ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରନ୍ତୁ । ଏହା ଦ୍ଵାରା ଆପଣ ଜାଣିପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଯାହା ଆମର ବିଷୟ ବସ୍ତୁ ରହିଛି । ତେବେ ଆପଣ ମାନେ କୌଣସି ଏକ ନମ୍ବର ଚୁଜ କରନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ।
୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ଯଦି ସେ ମଣିଷ ଆପଣଙ୍କ କ୍ଯାରିୟର ସହ ଜଡିତ ଅଛନ୍ତି ତେବେ ପଜେଟିଭ ଏନର୍ଜି ରହିଛି । ଏହି ସମ୍ପର୍କ ପ୍ରେମର ରହିଛି କିନ୍ତୁ ତା ଠାରୁ ଅଧିକା ସେ ଆପଣଙ୍କୁ ହରାଇବାକୁ ଚାହୁଁଛନ୍ତି । ସେ ବ୍ୟକ୍ତି ଆପଣଙ୍କୁ ପଛରେ ପକାଇ ଆଗକୁ ଯିବାକୁ ଚାହୁଁଛନ୍ତି । ସେ ଭାବୁଛନ୍ତି ଆପଣ ବି ପ୍ରତିଯୋଗୀତା କରୁଛନ୍ତି । ଏହି କାରଣରୁ ସେ ଆପଣଙ୍କ ପାଇଁ ଏଭଳି ଫିଲିଙ୍ଗ ରଖିଛନ୍ତି ।
୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ସମ୍ମାନ କରନ୍ତି । ଏ ସମ୍ପର୍କ ବନ୍ଧୁତା ବା ରିଲେଶନସିପ ହୋଇପାରେ । ଆପଣଙ୍କ ଲାଇଫରେ ଏମିତି କିଛି ଲୋକ ଅଛନ୍ତି ଯିଏ ଆପଣଙ୍କୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି । ଏ ସମ୍ପର୍କ ଏବେ ଭଲ ନୁହେଁ କି ଖରାପ ନୁହେଁ । ନୂଆ ନୂଆ ସମ୍ପର୍କ ଆରମ୍ଭ ହୋଇଛି । ଆଗକୁ ସମୟ ଅନୁଯାୟୀ ଆପଣଙ୍କର ସମ୍ପର୍କରେ ଉନ୍ନତି ହେବ ।
୩- ତୃତୀୟ ବ୍ୟକ୍ତି : ଆପଣ ଯଦି ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କୁ ନେଇ ସେ କନଫିଉଜ ଅଛନ୍ତି । ଆପଣଙ୍କ ଅପେକ୍ଷା ସେ ଅନ୍ୟ ମାନଙ୍କ କଥାରେ ବିଶ୍ଵାସ କରୁଛନ୍ତି । ଆପଣଙ୍କ ପାଇଁ ଆତଙ୍କ ମନରେ କନଫିୟୁଜ ଆଉ ସନ୍ଦେହ ଅଛି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଚିଟ କରୁଛନ୍ତି । ଆପଣଙ୍କ ଅନରେ ତାଙ୍କ ପାଇଁ ବନ୍ଧୁତା, ପ୍ରେମ ରହିଛି ।
୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ସମ୍ପର୍କକୁ ବଜାୟ ରଖିବାକୁ ଚେଷ୍ଟା କରୁ ନାହାନ୍ତି । ସେ ନିଜ ତରଫରୁ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କ ଭୁଲ ପାଇଁ ଅନେକ କ୍ଷତି ହେଉଛି । ଯଦି ଆପଣ ତାଙ୍କ ସହ ବ୍ୟାପାର ବା ବିଜେନ୍ସ କରୁଛନ୍ତି ତେବେ ଭଲ ଭାବେ ବିଚାର କରନ୍ତୁ । ଆପଣ ଭୁଲରୁ ଶିକ୍ଷା କରୁ ନାହାନ୍ତି ।
୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ, ସମ୍ମାନ ଅଛି । ଆପଣଙ୍କ ସହ ଲଢେଇ ଅଧିକା ହେଉଛି । ଆପଣଙ୍କୁ ନେଇ ଅଧିକ ଭାବୁଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ପଜେଟିଭ ଏନର୍ଜି ଅଛି । ସେ ଆପଣଙ୍କର ସଚ୍ଚା ବନ୍ଧୁ ହୋଇପାରନ୍ତି । ସେ ନିଜର ସବୁ ଦାୟିତ୍ଵ ନିଭାଉଛନ୍ତି ।