ଦେଖନ୍ତୁ କିଛି ଏମିତି କହିଦେଲେ Prakruti Mishraଙ୍କ ମା’ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ସୁନ୍ଦରୀ ତଥା ହଟ ହିରୋଇନ ପ୍ରକୃତି ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଓଡିଆ ଫିଲ୍ମ ରେ ଅଭିନୟ କରି ଖୁବ ସୁନାମ ଅର୍ଜନ କରିଛନ୍ତି । ଅଭିନେତ୍ରୀ ପ୍ରକୃତି ନିଜର ସୁନ୍ଦରତା ପାଇଁ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ବର୍ତ୍ତମାନ କିଛି ସମୟ ହେବ ତାଙ୍କ ମା ଙ୍କୁ ନେଇ ଏକ ଖବର ସୋସିଆଲ ମିଡିଆରେ ପ୍ରସାର ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋରସୋର ରେ ଚାଲିଛି ।
ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ । ଆପଣ ମାନେ ସମସ୍ତେ ପ୍ରକୃତି ଙ୍କ ମା ତଥା ଗୀତିକାର ମନ୍ମଥ ମିଶ୍ରଙ୍କ ସ୍ତ୍ରୀ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ମା ଗତ କିଛି ସମୟ ହେବ ଗଣମାଧ୍ୟମରେ ଏକ ବଡ ବୟାନ ଦେଇଛନ୍ତି ।
ତେବେ ପ୍ରକୃତି ମିଶ୍ର ଙ୍କ ମା କହିଛନ୍ତି ଯେ “ଏଠାରେ ସମସ୍ତଙ୍କୁ ଦେଖିକି କେତେ ଖୁଶିର ମାହୋଲ ହୋଇଛି । ସେଥି ପାଇଁ ରାଜ୍ୟ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି । ଆମର ବିଧାୟକ ସୁଶାନ୍ତ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଓ ବିଏମସୀ ଙ୍କୁ ବହୁତ ବହୁତ ଧନ୍ୟବାଦ । ଯେଉଁ ମାନେ ଏହି ପ୍ରୋଗ୍ରାମକୁ ଆରେଞ୍ଜ କରିଛନ୍ତି ଯେଉଁ ରାହାଗିରି ବନ୍ଦ ହୋଇ ଯାଇଥିଲା ତାକୁ ପ୍ରଥମ ଥର ପାଇଁ ବିଏମସୀ ପୁଣି ଥରେ ଆରମ୍ଭ କରିଛି ସେଥିପାଇଁ ବହୁତ ଖୁସି ଲାଗୁଛି ।
ଏତେ ସୁନ୍ଦର ଆରେଞ୍ଜମେଣ୍ଟ ହୋଇଛି । ସକାଳ 6ଟା 30ରୁ ସାଢେ 10 ଟା ସମୟ ରଖା ଯାଇଛି । ଆମର ଯେଉଁ ଟ୍ୟାଲେନ୍ଟେଡ ପିଲା ମାନେ କିଏ ଯୋଗ କରୁଛି ତ କିଏ ଝୋଟି ପକାଉଛି ତ କିଏ ଗୀତ ନାଚ କରୁଛନ୍ତି । ଏଟା ଗୋଟେ ଟ୍ୟାଲେନ୍ଟର ମେଳା ଓ ଖୁଶିର ମେଳା ଚାଲିଛି । ସମସ୍ତେ ନିଜ ନିଜର ଖୁସିକୁ ଅନ୍ୟ ମାନଙ୍କ ସହ ସେୟାର କରୁଛନ୍ତି ।
ୱାର୍ଲ୍ଡ କପ ସେକେଣ୍ଡ ପାଇଁ ଭୁବନେଶ୍ଵର ରେ ହେବାକୁ ଯାଉଛି ଯାହା ଆମ ଓଡିଆ ପାଇଁ ଗର୍ବର ବିଷୟ । ଓଡିଆକୁ ଓ ରାଜ୍ୟ ସରକାରଙ୍କୁ ଦୁଇ ଦୁଇ ଥର ଏଥିପାଇଁ ସୁଯୋଗ ମିଳିଛି । ଆମେ ସବୁ ମିସିକି ହକି ୱାର୍ଲ୍ଡକପ କୁ ଏଞ୍ଜୋଏ କରିବା ଆଉ ପୁଣି ଆଶା ରଖିବା ଓଡ଼ିଶାକୁ ତୃତୀୟ ଥର ପାଇଁ ହକି ୱାର୍ଲ୍ଡକପ ମିଳିବ । ରାହାଗିରି ଯାହା ବନ୍ଦ ହୋଇ ଯାଇଥିଲା ଏଟା ଗୋଟେ ନିଆରା ଅନୁଭୂତି ସମସ୍ତଙ୍କ ପାଇଁ ।
ରାସ୍ତାର ଚାରିପଟେ ଏତେ ସୁନ୍ଦର ସଜାଯାଇଛି ପୁଣି ମା ଶିଖର ଚଣ୍ଡୀଙ୍କ ପାହାଡ ତଳେ ହେଉଛି । ପିଲା ମାନେ ଯେମିତି ତାଙ୍କର ପ୍ରତିଭା ଦେଖାଉଛନ୍ତି ସମସ୍ତେ ଆଗକୁ ଯାଆନ୍ତୁ । ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଓ ଅଲ ଦି ବେଷ୍ଟ” ।