ମନୋରଞ୍ଜନ

Anubha ଓ Raniଙ୍କୁ କିଛି ଏମିତି କହିଲେ Bobby Mishra, କହିଲେ “ସେ ଦୁଇ ଜଣ… ” ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରିବା ସହ କେନ୍ଦ୍ରପଡା ସାଂସଦ ମଧ୍ୟ ଅଟନ୍ତି । ଅନ୍ୟ ପକ୍ଷରେ ବିବାଦୀୟ ଅଭିନେତ୍ରୀ ରାଣୀ  ପଣ୍ଡା ଙ୍କୁ ମଧ୍ୟ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ରାଣୀ ପଣ୍ଡା ନିଜର ଭାଷଣ ପାଇଁ ବେସ ଚର୍ଚ୍ଚା ରେ ରହିଥାନ୍ତି ।

ଗତ କିଛି ସମୟ ହେବ ଓଡିଆ ଅଭିନେତା ଅନୁଭବ ମହାନ୍ତି ଏବଂ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ବିବାହ କୁ ନେଇ ସାରା ଓଡିଶା ଖାଲି ଉଠୁଛି ପଡୁଛି । ଅନୁଭବ ଙ୍କୁ ବିବାହ କରିବାକୁ ରାଣୀ ପଣ୍ଡା ବେସ ଆଗ୍ରହୀ ଆଉ ଏହି କଥା ସେ ଗଣମାଧ୍ୟମ ରେ ନିଜର ବୟାନ ଦେଇ ସାରିଛନ୍ତି । ଅନ୍ୟ ପକ୍ଷରେ ଅନୁଭବ ବି ରାଣୀ ପଣ୍ଡା ଙ୍କ ପ୍ରଶଂସା କରିଛନ୍ତି ହେଲେ ବିବାହ ପାଇଁ ହଁ କି ନାହିଁ କିଛି ଉତ୍ତର ଦେଇ ନାହାନ୍ତି ।

ହେଲେ ଉଭୟଙ୍କ ବିବାହକୁ ନେଇ ଏବେ ଅନେକ ଲୋକ ନିଜ ନିଜର ମତଦାନ କରୁଛନ୍ତି । ଏହାରି ମଧ୍ୟରେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ଦିଗଜ ଅଭିନେତା ବବି ମିଶ୍ର ଗଣମାଧ୍ୟମ ରେ ଏକ ବଡ ବୟାନ ଦେଇଛନ୍ତି । ବବି ଅନୁଭବ ଆଉ ରାଣୀ ପଣ୍ଡାଙ୍କ ବିଷୟରେ କିଛି ଏପରି କଥା କହିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ବବି ମିଶ୍ର କହିଛନ୍ତି ‘ଶୁଣନ୍ତୁ ବିବାଦ ସବୁ ଆଡେ ଚାଲିଛି । ଯେ ହେତୁ ଆମେ ହେଉଛୁ କଳାକାର ତୁମେ କାଲି ଗୋଟେ ଝିଅକୁ ନେଇଯିବ ପୁରୀ ସେ ଝିଅ କିଏ ବୋଲି ଜାଣି ନ ଥିବ ସେ ସ୍ତ୍ରୀ ଭାବେ ଯିବ । ହେଲେ ବବି ମିଶ୍ର ଯଦି ଝିଅ ନେଇଯିବ ତା ହେଲେ ସେ ତ ବବି ମିଶ୍ର ସ୍ତ୍ରୀ ନୁହଁ କାହାଣୀ । ସବୁ ଆଡେ ବିବାଦ ଅଛି କିନ୍ତୁ ଆମେ ଚିହ୍ନି ପାରୁ ନାହୁଁ ।

ଫିଲ୍ମ ଲାଇନ ନା ପ୍ରେସ ନା କର୍ପୋରେଟ ସବୁ ଜାଗାରେ ବିବାଦ ଅଛି । ରାଣୀ ପଣ୍ଡା କାହାକୁ ବାହା ହେବ ଅନୁଭବ କାହାକୁ ବାହା ହେବ ସେ କଥା ମୁଁ ଜାଣିନି କିନ୍ତୁ ଦୁଇ ଜଣ ବହୁତ ଭଲ ମଣିଷ । ଅନୁଭବ ବି ଭଲ ପିଲା ଟିଏ ରାଣୀ ପଣ୍ଡାର ସିନା ମୁହଁ ଖରାପ ହେଲେ ହୃଦୟ ଟା ବହୁତ ଭଲ । ରାଣୀ ପଣ୍ଡା ନାଁ ରେ ବହୁତ ବିବାଦ ଅଛି । ହେଲେ ରାଣୀର ହୃଦୟ ଟା ବହୁତ ଭଲ’ ।

ତେବେ ଏଭଳି ରାୟ ଦେଇଛନ୍ତି ବବି ମିଶ୍ର ଅନୁଭବ ମହାନ୍ତି ଓ ରାଣୀ ପଣ୍ଡା ଙ୍କ ସମ୍ପର୍କ କୁ ନେଇ । ଯାହାକୁ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button