ମନୋରଞ୍ଜନ

Guess କରନ୍ତୁ ଗୀତ ର ନାଁ ? ଆପଣଙ୍କ ମନ ପସନ୍ଦର ଗୀତ ଅଟେ! ଏହା ସହ ଆହୁରି 10+ Emoji Challenge

ବନ୍ଧୁଗଣ ଆପଣ ମାନେ ଇମୋଜି ଚିତ୍ର ନିଶ୍ଚୟ ଦେଖିଥିବେ । ଆଜିର ସମୟରେ ପ୍ରତେକ ବ୍ୟକ୍ତି ଗୀତ ଶୁଣିବାକୁ ବହୁତ ଭଲ ପାଇଥାନ୍ତି । ଆଉ ଗୀତ ଶୁଣିବାର କ୍ରେଜ ଏତେ ଅଧିକ ଥାଏ କି ଗୀତ ର ଚିତ୍ର ଦେଖୁ ଦେଖୁ କେହି କେହି ଗୀତ ର ନାଁ କହି ଦେଇଥାନ୍ତି । ଆପଣ ଚିତ୍ର ଦେଖି ଗୀତ ର ନାଁ କହିବେ । ଆପଣଙ୍କୁ କିଛି ମଜାଦାର ପଜଲ ଚିତ୍ର ଦିଆ ଯାଇଛି ଯାହାର ଉତ୍ତର ଆପଣଙ୍କୁ ମାତ୍ର ୧୦ ସେକେଣ୍ଡ ରେ ଦେବାକୁ ହେବ । ଯଦି ଆପଣ ୧୦ ସେକେଣ୍ଡ ରେ ସଠିକ ଉତ୍ତର ଦେଉଛନ୍ତି ତେବା ଆପଣ ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି ହୋଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପଜଲ ଗେମ ।

୧- ପ୍ରଥମ ପଜଲ ରେ ରହିଛି ଜୋତା ଓ p ର ଚିତ୍ର । ଏଥିରେ ଆପଣଙ୍କୁ ଖାଦ୍ଯର ନାମ କହିବାକୁ ହେବ ?

ଉତ୍ତର- ସୁପ

୨- ଦ୍ଵିତୀୟ ପଜଲରେ ରହିଛି ଚେୟାର ଓ e ଚିତ୍ର । ଆପଣଙ୍କୁ ଫଳର ନାମ କହିବାକୁ ହେବ ?

ଉତ୍ତର- ଚେରୀ

୩- ତୃତୀୟ ପଯଲ ରେ ଫେ ବା ମୁହଁ ଓ ମାସ୍କ ର ଚିତ୍ର ଦେଖା ଯାଇଛି । ମେକପ ର ନାମ କଣ କୁହନ୍ତୁ ?

ଉତ୍ତର- ଫେସମାସ୍କ

୪- ଚତୁର୍ଥ ପଜାଲ ରେ b ଲେଟର ଓ ଇୟର ବା କାନ ର ଚିତ୍ର ରହିଛି । ତେବେ ପଶୁର ନାମ କଣ କୁହ ?

ଉତ୍ତର- ବିୟର

୫- ପଞ୍ଚମ ପଜଲ ରେ ସନ ବା ସୂର୍ଯ୍ୟ ଓ ମିଲ୍କ ବ କ୍ଷୀର ର ଚିତ୍ର ରହିଛି । ଶ୍ୟାମ୍ପୋ ର ନାମ କଣ କୁହ ?

ଉତ୍ତର- ସନସ୍ଳିକ

୬- ଷଷ୍ଠ ପଜଲ ରେ ଷ୍ଟାର ବା ତାରା ଓ ଫିସ ବା ମାଛ ର ଚିତ୍ର ରହିଛି । ପଶୁ ର ନାମ କଣ କୁହେ ?

ଉତ୍ତର- ଷ୍ଟାରଫିସ

୭- ସପ୍ତମ ପଜଲ ରେ ବା ଗୋଲାପ ଫୁଲ ଓ ପାଣି ର ଚିତ୍ର ଅଛି । ତେବେ ମେକପ ର ନାମ କଣ କୁହ ?

ଉତ୍ତର- ରୋଜ ୱାଟର

୮- ଅଷ୍ଟମରେ ପଜଲ ରେ ବୁନ୍ଦ ଓ e ଲେଟର ର ଚିତ୍ର ରହିଛି । ତେବେ ମିଠାର ନାମ କଣ କୁହ ?

ଉତ୍ତର- ବୁନ୍ଦି

୯- ନାମବା ପଜଲ ରେ ମିଲ୍କ ବା କ୍ଷୀର ଓ କେକ ର ଚିତ୍ର ରହିଛି । ତେବେ ମିଠାର ନାମ କଣ କୁହ ?

ଉତ୍ତର- ମିଲ୍କକେକ

୧୦- ଦଶମ ପଜଲ ରେ ଷ୍ଟ୍ରବେରି, ମିଲ୍କ ବା କ୍ଷୀର ଇ ସେକ ବା ହାତ ମିଳନର ଚିତ୍ର ଅଛି । ତେବେ ଖାଦ୍ୟ ର ନାମ କଣ କୁହ ?

ଉତ୍ତର- ଷ୍ଟ୍ରବେରି ମିଲ୍କ ସେକ

୧୧- ଏକାଦଶ ପଜଲ ରେ ପ୍ରେମ ବା ହାର୍ଟ, ରତନ ଓ ଧନ ର ରଖିବାର ଏକ ପାତ୍ର ର ଚିତ୍ର ରହିଛି । ତେବେ ଗୀତ ର ନାମ କଣ କୁହ ?

ଉତ୍ତର- ପ୍ରେମ ରତନ ଧନପାୟୋ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button