ରାଶିଫଳ

ବିଛା ରାଶି 2023, କେମିତି ରହିବ ଆପଣଙ୍କ ପାଇଁ ନୂତନ ବର୍ଷ… ଦେଖନ୍ତୁ ସଂପୂର୍ଣ୍ଣ ବାର୍ଷିକ ରାଶିଫଳ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ୨୦୨୩ ବର୍ଷଟି ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କେମିତି ରହିବ । ବିଛା ରାଶିରେ କେଉଁ ଘଟଣା ଘଟିବ, କେଉଁ କ୍ଷେତ୍ରରେ କେଉଁ ଭଳି ପ୍ରଭାବ ଦେଖିବାକୁ ମିଳିବ। କେଉଁ କ୍ଷେତ୍ରରେ ଲାଭ ଓ କ୍ଷତି ମିଳିବ ତାହା ମଧ୍ୟ ଚର୍ଚ୍ଚା କରିବୁ । ବିଛା ରାଶିର ବ୍ୟକ୍ତି ଜୀବନରେ ଯାହା ବି ଶୁଭ ଘଟଣା ହେବ ତାହା ୧୭ ଜାନୁଆରୀ ୨୦୨୩ ପରେ ହେବ କାରଣ ନ୍ୟାୟର ଦେବତା ଶନିଦେବ ତୃତୀୟ ଘରରୁ ବାହାରୁ ଚତୁର୍ଥ ଘରକୁ ଯିବେ ।

୧୭ ଜାନୁଆରି ୨୦୨୩ ପରେ ଶନିଙ୍କ ଅଢେଇ ଚାଲିବା ପରେ ବି ଆପଣଙ୍କର ସ୍ଥିତି ଭଲ ରହିବ । ନୂଆ ଜମି କିଣିଛନ୍ତି ବା ଘର ପାଇଁ ଇଚ୍ଛା କରିଛନ୍ତି ସେଥିରେ ଶୁଭତା ମିଳିବ । ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ଯେଉଁ ମାନେ ସମ୍ପତି ବିକ୍ରି କରିବାକୁ ଚାହୁଁଛନ୍ତି ସେଥିରେ ଲାଭ ମିଳିବ । ଆପଣଙ୍କୁ ବଡ ସଫଳତା ପ୍ରାପ୍ତ ହେବ । ମାତାଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ । ମାତାଙ୍କ ସହଯୋଗ ପ୍ରାପ୍ତ ହେବ । ରାଜନୀତି କ୍ଷେତ୍ରରେ ଥିଲେ ଜନତାଙ୍କ ସମର୍ଥନ ମିଳିବ । ଏହା ସହ ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ ।

ସମ୍ପତିକୁ ନେଇ ଯେଉଁ ଅସୁବିଧା ହେଉଥିଲା ତାହା ଦୂର ହେବ । ଦ୍ଵିତୀୟ ଶୁଭ ଘଟଣା ହେଉଛି ଇନକମ ସ୍ରୋତ ୨୩ ଏପ୍ରିଲ ପୁବରୁ ବିକାଶ ହେବ । ଇନକମରେ ବୃଦ୍ଧି ହେବ । ଗୁରୁ ଗୃହ ବୃହସ୍ପତି ୨୩ ଏପ୍ରିଲ ଗୋଚର କରିବା ପରେ ବିଦେଶରେ କାର୍ଯ୍ୟ କରୁଥିଲେ ଲାଭ ପାଇବେ । ଇଂପୋର୍ଟ ଏକସ୍ପୋର୍ଟ କାର୍ଯ୍ୟ କରୁଥିଲେ ଲାଭବାନ ହେବେ । ବିଦେଶରୁ ଧନ କମାଇବେ । ପରିବାରର ମାଙ୍ଗଳିକ କାର୍ଯ୍ୟ ର ଯୋଗ ଅଛି । ବ୍ଯାଙ୍କ ବାଲାନ୍ସ ଭଲ ରହିବ । ତୃତୀୟ ଘଟଣା ହେଉଛି ଧନ ଅଧିକ ଆସିବ ଓ ଧନ ସଞ୍ଚୟ କରିବେ ।

ଅଯଥା ଖର୍ଚ୍ଚ କରନ୍ତୁ ନହି । ରାହୁ ଅକ୍ଟୋବର ୩୦ ୨୦୨୩ ବର୍ଷରେ ରହିବ ।  ଏହି ସମୟ ଆପଣଙ୍କ ପାଇଁ ଗୋଲ୍ଡେଷ୍ଣ ସ୍ଥିତି ଆସିବ । ଷଷ୍ଠ ଭାଗରେ ରାହୁଙ୍କ ସ୍ଥିତି ଭଲ ମାନାଯାଏ । ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବାରେ ଲାଗିବ । ଶତ୍ରୁଙ୍କୁ ପରାଜିତ କରିବେ । ସ୍ଵାସ୍ଥ୍ୟର ସ୍ଥିତି ଖାରପ ରହିପାରେ । ମାନସିକ, ପେଟ ସମସ୍ଯା ହୋଇପାରେ । କୋର୍ଟ କଚେରୀ ମାମଲାରେ ସମୟ ଭଲ ରହିବ ।

ଆଗାମୀ ଘଟଣା ହେଉଛି ୧୭ ଜାନୁଆରୀ ୨୦୨୩ ପରେ ଦାଂପତ୍ଯ ଜୀବନ ବହୁତ ସାନଦାର ରହିବ । ଦାଂପତ୍ଯ ଜୀବନ ବେଷ୍ଟ ରହିବ । ସ୍ଵାମୀ-ସ୍ତ୍ରୀ ଙ୍କ ସମ୍ପର୍କରେ ସୁଧାର ଆସିବ । ବଡ ଗ୍ରହରେ ରାଶି ପରିବର୍ତ୍ତନ କାରଣରୁ ଶିକ୍ଷା କୁ ନେଇ ସ୍ଥିତି ଭଲ ନାହି ।

ମେ ଠାରୁ ଜୁନ ଯାଏଁ ନୂଆ ଚାକିରି ମିଳିବ । ନୂଆ ଶିକ୍ଷା ଲାଭ ହେବ । ମାନ ସମାନ ପ୍ରାପ୍ତ ହେବ । ଧନର ସ୍ଥିତି ଭଲ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button