କ୍ରାଇମ

ସକାଳ ୧୦ଟା ବେଳେ ସୁନା ବେପାରୀଙ୍କୁ ଗୁଳି ମାରି ଲୁଟ୍ – Utkal Mail


ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକ ଠାରେ ଦେଖିବାକୁ ମିଳିଛି ଜଘନ୍ୟ କାଣ୍ଡ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ୩ ଦୁର୍ବୃତ୍ତ ଗୋଟିଏ ମୋଟର ସାଇକେଲରେ ଆସି ଜଣେ ସୁନା ବେପାରୀ ଦୋକାନ ଖୋଲିବା ସମୟରେ ତାଙ୍କର ହାତ ହାଣିବା ସହ ଗୁଳି ଫୁଟାଇ ସୁନା ଲୁଟ୍ କରିଥିବା ଜଣା ପଡ଼ିଛି।

ସୁନା ବେପାରୀଙ୍କ ନାମ ସୁବାସ ଆଚାରୀ। ତାଙ୍କ ଘର ବାଲିଗୁଡ଼ା ନୁଆସାହିରେ।  ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ସେମାନଙ୍କ ପିଛା କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button