ଜୀବନଶୈଳୀ

ଗାଁକୁ ଆସିଲା, ଆଖି ଆଖିରେ ପଟେଇ ମୋ ଝିଅକୁ ନେଇ ପଳେଇଲା, ସ୍ତ୍ରୀକୁ ଛାଡି ମୋ ଝିଅ… ଦେଖନ୍ତୁ ଝିଅକୁ ହରାଇଥିବା ବାପା କଣ କହୁଛନ୍ତି

ଦର୍ଶକ ବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରେମ ପାଇଁ ବାପା ମା ଙ୍କୁ ଛାଡି ଯିବାକୁ ପିଲା ମାନେ ପଛାଉ ନାହାନ୍ତି । ପ୍ରେମ ର ନିଶା ଏତେ ଘାରିଛି କି ବାପା ମା’ ଙ୍କୁ ବି ଭୁଲି ଯାଉଛନ୍ତି ପିଲା ମାନେ । ଜାଣି ଜାଣି ଭୁଲ କରୁଛନ୍ତି ଆଉ ଶେଷରେ ନିଜର ଜୀବନ ହାରୁଛନ୍ତି ପ୍ରେମ କରି ଆଜିର ସମୟରେ ଯୁବ ପିଢୀ । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମନା କୁ ଆସିଛି ଯାହାକୁ ନେଇ ଜଣେ ବାପା ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଖବର ବିଷୟରେ ବିସ୍ତାର ଭାବେ । ଗାଁ କୁ ଟ୍ରକ ନେଇ ଆସିଲା ଆଖି ଆଖି ରେ ଇସାରା କରିଲା । ଆଉ ମୋ ଝିଅକୁ ପଟେଇ ନେଇ ଚାଲିଗଲା ଦର ବୁଢା । ତାର ଆଗରୁ ୨ଟି ସ୍ତ୍ରୀ ୩ଟି ଛୁଆ ତଥାପି ମୋ ଝିଅକୁ ଦେଖି ଲୋଭ କରିଲା । ଆଉ ଗାଁ କୁ ଆସି ମୋ ଝିଅ ସହ କଥା ହେଲା । ଆଉ ଏବେ ମୋ ଝିଅକୁ ନେଇ କୁଆଡେ ପଳାଇଛି ଟ୍ରକ ଡ୍ରାଇଭର ଦର ବୁଢା । ମୋ ଝିଅକୁ ନେଇ ଚାଲିଗଲା ଟ୍ରକ ଡ୍ରାଇଭର ମୁଁ ଦିନ ମଜୁରିଆ କାମ କରେ । କଷ୍ଟ କରି ଝିଅକୁ ପାଠ ପଢାଇଲି ।

ହେଲେ ମୋ ଝିଅ ଟ୍ରକ ବାଲା ସହ ପଳାଇଲା । ସେ ଡ୍ରାଇଭର ମୋ ଝିଅକୁ ଲୋଭ କରିଲା ମୋ ସୁନ୍ଦରୀ ଝିଅକୁ ଫେଇ ନେଇ କୁଆଡେ ଚାଲି ଯାଇଛି ଦର ବୁଢା । ପୋଲିସ କୁ ଜଣାଇଲେ ବି ପୋଲିସ କିଛି ଶୁଣୁ ନାହି । ମୋ ଝିଅର ଜୀବନ ବରବାତ ହୋଇଯିବ । ମୋ ଝିଅକୁ ଫେରାଇ ଆଣ । ହଁ ଆଜ୍ଞା ଏମିତି କିଛି କ୍ୟାମେରା ଆଗରେ କହିଛନ୍ତି ଜଣେ ବାପା ଝିଅ ଟ୍ରକ ଡ୍ରାଇଭର ସହ ଯିବା ପରେ ଘର ଲୋକେ ଯେତେ ଖୋଜା ଖୋଜି କରିଲେ ବି କିଛି ସନ୍ଧାନ ମିଳି ନାହି ।

 

ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଟିଟିଲା ପଞ୍ଚାୟତର ସୁମନା ଗ୍ରାମର କାର୍ତ୍ତିକ ମହାନ୍ତି ଙ୍କ ଝିଅ ଶୁଭଶ୍ରୀରେ ମହାନ୍ତି ଟ୍ରକ ଡ୍ରାଇଭର ସହ କୁଆଡେ ପଳାଇଛି । ଯାହାକୁ ନେଇ ବାପା ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି । ଏ ବାବଦରେ କାର୍ତ୍ତିକ କହିଛନ୍ତି “ମୁଁ ଗରିବ ଲୋକ ମୋର ୨ଟି ଝିଅ । ସେଥି ମଧ୍ୟରୁ ମୋ ବଡ ଝିଅକୁ ଟ୍ରକ ଡ୍ରାଇଭର ଅପହରଣ କରି ନେଇଛି ।

 

ରାହଣ ପଞ୍ଚାୟର ମୁରୁଣି ଗାଁ ର କାନ୍ଦୁରା ହାତୀ ଙ୍କ ପୁଅ ମିଟୁଆ ହାତୀ ମୋ ଝିଅକୁ ନେଇ କେଉଁଠି ରଖିଛି । ତାର ଆଗରୁ ଦୁଇ ଦୁଇଟା ସ୍ତ୍ରୀ ଅଛି ତଥାପି ମୋ ଝିଅକୁ ନେଇ କୁଆଡେ ପଳାଇଛି । ମୋତେ ନ୍ୟାୟ ଦରକାର ମୋତେ ମୋ ଝିଅ ଦରକାର” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button