ଜୀବନଶୈଳୀ

ହୃଦୟକୁ ଛୁଇଁଲା ଭଳି ପ୍ରେମ କାହାଣୀ, ବେଶ୍ୟାବୃତି ପଙ୍କରେ ଫସିଥିଲେ ଯୁବତୀ ଓ ତା ପରେ

ଏହି କାହାଣୀ ଏମିତି ଗୋଟେ ଯୋଡି ର ଯେଉଁଥିରେ ପ୍ରେମିକା ବେଶ୍ୟାବୃତି ରେ ଥିଲେ କିନ୍ତୁ ସତ ଭଲ ପାଇବା ପାଇ ଯୁବତୀ ଧନ୍ଧା ଛାଡି ଘର ବସେଇବା ପାଇଁ ନିଷ୍ପତ୍ତି କଲେ କିନ୍ତୁ ଇଜ ଲୋକ ରାସ୍ତା ର ସମସ୍ୟା ହୋଇଛନ୍ତି । ଏମିତି ଅବସ୍ଥା ରେ ଯୁବକ ଓ ଯୁବତୀ ରାଜସ୍ଥାନ ବୁନ୍ଦି ଜିଲା କଲେକଟର ଅନ୍ତର ସିଂହ ନେହରା ପାଖରେ ନ୍ୟାୟ ଗୁହାରି କରିଛନ୍ତି, ଦୁହେଁ ବିବାହ ସମୟରେ ସୁରକ୍ଷା ମାଗିଛନ୍ତି ।

ମୁମ୍ବାଇ ରେ ହେଲା ଦେଖା :

ବୁନ୍ଦି ଜିଲା ରାମନଗର ନିବାସୀ ସଞ୍ଜୟ (ଅନ୍ୟ ନା ଦିଆ ଯାଇଛି) ମୁମ୍ବାଇ ରେ କାର ଚଳେଇବା ଚାକିରି କରନ୍ତି, ଗୋଟେ ଦିନ ସଞ୍ଜୟ ମୁମ୍ବାଇ ର ଡ୍ୟାନ୍ସ ବାର ଯାଇଥିଲେ । ସେଠାରେ ସଞ୍ଜୟ ଦେଖା ପ୍ରିୟା(ଅନ୍ୟ ନାମ) ସହ ହୋଇଥିଲା, ପ୍ରିୟା ବାର ଡ୍ୟାନ୍ସର ଥିଲେ ଓ ବେଶ୍ୟାବୃତି ପଙ୍କ ରେ ଫସି ଥିଲେ ।

ଦୁହେଁ ରାମନଗର ନିବାସୀ ଅଟନ୍ତି :

ସଞ୍ଜୟ ଓ ପ୍ରିୟା ପ୍ରଥମ ନଜର ରେ ଭଲ ପାଇଯାଇଥିଲେ, ପରେ ଏହା ଜଣା ପଡିଲା ଯେ ପ୍ରିୟା ମଧ୍ୟ ବୁନ୍ଦି ରାମନଗର ନିବାସୀ ଓ ଦୁହିଙ୍କ ମଧ୍ୟରେ କଥା ଓ ଦେଖା ଆରମ୍ଭ ହେଲା । ଜୀବନ ରେ ସଞ୍ଜୟ ଆସିଲା ପରେ ପ୍ରିୟା ଧନ୍ଧା କରିବା ଛାଡି ଦେଲେ ଓ ସଞ୍ଜୟ ସହ ବିବାହ କରି ଘର ସମ୍ଭାଳିବା ନିଷ୍ପତ୍ତି କଲେ, କିନ୍ତୁ ପ୍ରିୟା ଅନୁଯାଇ ତାଙ୍କ ଭାଇ ଭାଉଜ ଏହି ନିଷ୍ପତ୍ତି ବୀରୁଧ ରେ ଥିଲେ, ସେ ଚାହୁଁଥିଲେ ଯେ ପ୍ରିୟା ବେଶ୍ୟାବୃଦ୍ଧି କରୁଥାଉ ଯାହା ଫଳରେ ତାଙ୍କୁ ଟଙ୍କା ପ୍ରାପ୍ତ ହାଉଥାଉ ।

ସଞ୍ଜୟ ଓ ପ୍ରିୟା କହିଛନ୍ତି ଯେ ତାଙ୍କ ବିବାହ ରେ ଭାଇ ଭାଉଜ ଅସୁବିଧା କରୁଛନ୍ତି, ସେଥିପାଇଁ ସେ ଦୁହେଁ ବୁନ୍ଦି ଜିଲା କଲେକ୍ଟର ପାଖରେ ସୁରକ୍ଷା ମାଗ କରିବା ପାଇଁ ଗୁହାରି କରିଛନ୍ତି । ଦୁହେଁ ନିଜ ସ୍ଵଇଛା ରେ ବିବାହ କରିବା ପାଇଁ ଚାହନ୍ତି, ଜିଲା କଲେକ୍ଟର ଦୁହିଙ୍କୁ ବିନା କୌଣସି ଡରରେ ବିବାହ କରିବା ପାଇଁ ଆଶ୍ଵାସନ ଦେଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button