ବିଚାର

ଚଢି ଗଲା ରଥ ଚକ ଚାଲିଗଲା 7 ଜୀବନ, ସେଥିମଧ୍ୟରୁ ଜଣେ ରଥ ତଳେ ନିଜକୁ କଲେ ସମର୍ପଣ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଚଳିତ ବର୍ଷ ରଥଯାତ୍ରା ପ୍ରସାରିତ ହେଉଥିବାବେଳେ ଇତିହାସର ମର୍ମାହିତ ଘଟଣା ଆଜି ବି ଲୋକମାନଙ୍କ ଆଖିରେ ଲୁହ ଆଣିଥାଏ । ହଁ ଦର୍ଶକବନ୍ଧୁ ଆମେ କହୁଛି ସେଦିନ ରଥ ଛକ ତଳେ 7 ଜଣଙ୍କ ଜୀବନ ଯାଇଥିଲା । 6 ଜଣକ ଉପରେ ଚଢି ଯାଇଥିଲା ରଥ ଚକ ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନିଜ ପ୍ରାଣଙ୍କୁ ସମର୍ପଣ କରିଥିଲେ ଭଗବାନଙ୍କୁ ।

୧୮୪୧ ମସିହାରେ ମୋଟ୍ ୭ ଜଣନଯା ଜୀବନ ଯାଇଥିଲା ସେହି ରଥ ଚକ ତଳେ । ଆଜି ହେଉଛି ପବିତ୍ର ରଥ ଯାତ୍ରା ହଜାର ହଜାର ଲୋକେ ରଥ ର ଦର୍ଶନ କରିବାକୁ ଇଛା କରିଥାନ୍ତି ଓ ଧାଡି ବାନ୍ଧି ଥରେ ଟିଏ ଦେଖିବା ପାଇଁ ଛିଡା ହୋଇଥାନ୍ତି ।  ପ୍ରତିବର୍ଷ ରଥ ଯାତ୍ରା ଦେଖିବାକୁ ଲୋକମାନେ ସମସ୍ତ କାର୍ଯ୍ୟକୁ ଛାଡି ଧାଇଁଥାନ୍ତି ।

କାରଣ ରଥ ଯାତ୍ରାର ମହତ୍ଵ ଲୋକମାନଙ୍କ ଜୀବନରେ ପୁରାତନ ସ୍ମୃତି କୁ ସ୍ମରଣ କରିଥାଏ । ଆଜି ଭଳି ଦିନରେ ଇତିହାସରେ ଘଟିଥିବା ବିଷୟକୁ ମନେ ପକାଇଲେ ମଣିଷ ଆଖି ଅଦା ହୋଇଯାଏ । ଭଗବାନଙ୍କ ପ୍ରତି ଥିବା ଅପାର ପ୍ରେମ ମଣିଷ ନିଜ ଜୀବନକୁ ଦେବା ପାଇଁ ମଧ୍ୟ ପଛେଇ ନ ଥାଏ । ରଥଯାତ୍ରାରେ ଯଦି ମଣିଷ ଭଗବାନକୁ ଦେଖିପାରେ ନାହିଁ ପରନ୍ତ ରଥର ଦଉଡି ଟିଏ ଟାଣିବା ପାଇଁ ଇଛା କରିଥାଏ ।

କାରଣ ରଥର ଦଉଡି କୁ ଛୁଇଁବ ଦ୍ଵାରା ତାହାର ସବୁପ୍ରକାରର ପାପରୁ ମୁକ୍ତି ପାଇଥାଏ । ମାତ୍ର ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ଆମନ୍ତ୍ରିତ କରିବା ସମ୍ଭବ ହୋଇନଥାଏ ।  ୧୮୪୧ ମସିହାରେ ରଥଯାତ୍ରା ଦେଖିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ   ୧୨ ଜଣ ରଥ ଦଉଡ଼ି ରେ ଗୋଡାଇ ହୋଇଥିବାବେଳେ ଜଣେ ଭକ୍ତି ସ୍ଵୟଂ ନିଜକୁ ସମର୍ପଣ କରିଥିଲେ । ତେବେ ଏହି ବାର୍ତ୍ତା ଇଂଲଣ୍ଡ ଯାଏ ବ୍ୟାପୀ ଥିଲା ଓ ସେମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲେ ।

ଭଗବାନ ପ୍ରତି ଥିବା ଭକ୍ତିରେ ଲୀନ ହୋଇ ତାଙ୍କ ଭକ୍ତ ନିଜକୁ ସମର୍ପଣ କରିବା ଇଶ୍ଵରଙ୍କ ପ୍ରତି ଥିବା ପ୍ରେମକୁ ଦର୍ଶାଇଥାଏ । ତେବେ ରଥଯାତ୍ରା ଯେବେ ବି ଆସେ ଲୋକମାନେ ରଥଯାତ୍ରାର ଇତିହାସ ଓ ୭ ଜଣଙ୍କ ସମର୍ପଣକୁ ସ୍ମରଣ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button