ଶ୍ଵଶୁରଙ୍କ ଅଜବ ସର୍ତ୍ତ ଶୁଣିଲେ ଉଡିଯିବ ହୋସ୍, କାନମୁଣ୍ଡା ଆଉଁସି ଶିଶୁପାଳ ହୋଇ ଫେରିଲା ବର…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଏଭଳି ଏକ ଘଟଣା ସମ୍ବନ୍ଧିତ ବାର୍ତ୍ତା ଶୁବାକୁ ମିଳିଛି । ଯାହାକୁ ଶୁଣିବା ପରେ ଆପଣଙ୍କ ଉଡିପାରେ ହୋସ୍ । ବିବାହ ହେଉଛି ଜନ୍ମଜନ୍ମାନ୍ତର ସମ୍ପକ ଏହି ମୁହୁତ୍ତ ପାଇଁ ବର ଏବଂ କନ୍ୟା ଜୀବନର ଦୀର୍ଘ 20 ବର୍ଷ ଅପେକ୍ଷା କରିଥାନ୍ତି । ଝିଅକୁ ବିବାହ ପରେ ଶାଶୁଘରକୁ ଯାଇଥାଏ ଏବଂ ପିତାମାତାଙ୍କ ସହ ଥିବା ବନ୍ଧନକୁ ଛାଡି ଯିବାକୁ ପଡିଥାଏ ।

ଏହା ହେଲା ଆମ ପ୍ରାଚୀନ କାଳରୁ ହେଇକି ଆସୁଥିବା ପରମ୍ପରା । ମାତ୍ର ଏହି ପରମ୍ପରାକୁ ବଦଳିଦେଲା ବାପା ‘ ଶ୍ଵଶୁରଙ୍କ ଗଜବ ସର୍ତ୍ତ ଶୁଣି ,ଜ୍ଵାଇଁର ହୋସ୍ ଉଡିଗଲା ଏବଂ କାନମୁଣ୍ଡା ଆଉଁସି ଶିଶୁପାଳ ହୋଇ ଫେରିଲା ଆସିଲା ବର’ । ଖବର ମୁତାବକ ଘଟଣାଟି ହେଉଛି ଝାଁସୀ ଜିଲ୍ଲା ବାରୁଆ ସାଗର ପୋଲିସ ଷ୍ଟେସନ ଅନ୍ତରଗତ ସେନୋରା ଗ୍ରାମର ବାସିନ୍ଦା ମାନେବେନ୍ଦ୍ର ସେଁ ଙ୍କ ସହ ଗୁରସରିଆ ବାସିନ୍ଦା ଜ୍ୟୋତିଙ୍କ ସହ ବିବାହ ଠିକ କରଯାଇଥିଲା ।
ଚଳିତ ମାସ ଜୁନ 6 ତାରିଖ ଦିନ ଉଭୟଙ୍କ ବିବାହ କରିବାକୁ ଘରଲୋକମାନେ ନିଷ୍ପତି ନେଇଥିଲେ । ବିବାହର ସେହି ସମୟ ଆସିଯାଇଥିଲେ ବହୁତ ଆଡମ୍ବର ସହକାରେ ବାଣ ଫୁଟାଇ ସବୁ ବିଧିବିଧାନ ଦ୍ଵାରା ବିବାହଟି ସଂପୂର୍ଣ୍ଣ ହୋଇଥିଲା । ଯେତେବେଳେ କନ୍ୟା ବିଦାୟ ସମୟ ଉପସ୍ଥିତି ହେଲା ଶଶୁର ରଖିଲେ ତିନୋଟି ସର୍ତ୍ତ ପ୍ରଥମ ସର୍ତ୍ତଟି ହେଉଛି ବିବାହ ପରେ ବର ଓ କନ୍ୟା ଶାରୀରିକ ସମ୍ପର୍କ ରଖିବେ ନାହିଁ ।

ଦ୍ଵିତୀୟ ସର୍ତ୍ତ ହେଲା କନ୍ୟା ସହ ତା ଭଉଣୀ ବି ଆସିବ ଶାଶୁଘରକୁ ଏବଂ ତୃତୀୟ ସର୍ତ୍ତ ହେଉଛି କନ୍ୟାର ବାପା ଯେବେ ଇଛା କରିବେ ବରଘରକୁ ଆସିପାରିବେ ଏବଂ ଏହି ତିନୋଟି ସର୍ତ୍ତକୁ ବର ସ୍ଵୀକାର କରିବ । ଏହା ଶୁଣିବା ପରେ ବର ପାଦତଳୁ ଖସିଗଲା ମାଟି ଅଳ୍ପ ସମୟ ପାଇଁ କଣ ହେଉଛି ବୁଝିପାରିଲା ନାହିଁ । ମାତ୍ର ଯେବେ ତା ମୁଣ୍ଡକୁ ଶ୍ଵଶୁରଙ୍କ ଗଜବ ସର୍ତ୍ତ ବୁଝିହେଲା ମଣ୍ଡପ ଛାଡି କନ୍ୟା ଦରକାର ନାହିଁ ବୋଲି ପଳେଇଲା ।
କନ୍ୟା ମଧ୍ୟ ବାପାଙ୍କ କଥାକୁ ଅସ୍ଵୀକାର କରିବା କାରଣରୁ ବରକୁ ଛାଡି ବାପଘରକୁ ଆସିଯାଇଥିଲା । ତେବେ ଏଭଳି କିଛି ଘଟଣା ପୋଲିସ ଥାନାରେ ଦାଖଲ ହୋନଥିବା ବେଳେ ଏବଂ କନ୍ୟାର ବାପା ଏଭଳି କାହିଁକି କହିଥିଲେ ଏହା ପଛରେ ଥିବା ଅସଲି କାରଣର ଏବେ ଯାଏ କୋଣସି ସୂଚନା ମିଳିନାହିଁ । ତେବେ ପୁଅ କାନମୁଣ୍ଡା ଆଉଁସି ପଳେଇଥିବା ସୂଚନା ମିଳିଛି ।



