ଓଡିଶା

ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ଭୁବନେଶ୍ଵର ଆସିଛି 160 ମୃତଦେହ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାହାନଗା ଷ୍ଟେସନ ନିକଟରେ ଘଟିଥିବା କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ଶହେ ଶହେ ଲୋକମାନଙ୍କ ମୃତ ଦେହକୁ ରଖିବାକୁ ସ୍ଥାନ ମିଳୁନଥିବା ବେଳେ ଏହାକୁ ସମାଲୋଚନା କରିବା ପରେ AIIMS ଲକ୍ଷ୍ମୀନାରାୟଣଙ୍କ ନେତୃତରେ ଏକ ଟୀମ 160 ମୃତଦେହକୁ ଭୁବନେଶ୍ଵରକୁ ନିଆଯିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।

ତେବେ ଗତଦିନ ବାଲେଶ୍ଵରରୁ 160 ମୃତଦେହ କୁ ଭୁବନେଶ୍ୱର କୁ ଅଣାଯାଇଛି । କାରଣ ଶବକୁ ସୁରକ୍ଷିତ ରଖିବା ହେଉଛି ରାଜ୍ୟସରକାରକ ମୁଖ୍ୟ କାର୍ଯ୍ୟ  । ଟ୍ରେନ୍ ଦୁର୍ଘଟଣାରେ ମୃ-ତ୍ୟୁ ଘଟିଥିବା ଲୋକମାନଙ୍କୁ ତାଙ୍କ ପ୍ରିୟଜନକ ପାଖରେ ସୁରକ୍ଷିତ ଭାବରେ ପହଞ୍ଚିବାର ଦାୟିତ୍ଵ ରହିଛି । ତେଣୁ କରି ଲୋକମାନଙ୍କ ମୃତଦେହକୁ ଭୁବନେଶ୍ୱର କୁ ତଦାନ୍ତର କରାଯାଇଥିବା ସୂଚନା ଦିଆଯାଇଛି  ।

ଦୁର୍ଘଟଣା ପରେ କିଛି ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ବର୍ତ୍ତିକରାଯାଇ ଚିକିତ୍ସା କରାଯାଉଥିବା ବେଳେ ମୃତଦେହ ଗୁଡିକୁ ସ୍କୁଲ ମାନଙ୍କରେ ରଖାଯାଇଛି  । ଆଉ କେତେକ ଲୋକମାନଙ୍କ ଶବରେ ବାଜୁଛି ଫୋନ୍ ।  କେତେକ ଲୋକମାନଙ୍କୁ କଟକ ବଡମେଡିକାଲରେ ଚିକିତ୍ସା କରୁଛନ୍ତି । ତେବେ ଏହି ଭୟାନାକ ଦୁର୍ଘଟଣାରେ ବହୁତ ଲୋକେ ପ୍ରାଣ ହରାଇଛନ୍ତି ।

ଏଭଳି ଦୃଶ୍ୟ କଥା ମାଧ୍ୟମରେ ବର୍ଣ୍ଣନା  କରିବା ଅସମ୍ଭବ ଅଟେ । ଅଗ୍ନିଶାମ  ବାହିନୀ ଏବେ ବି ମୃତ ଶବମାନଙ୍କୁ ଖୋଜିବାରେ ଲାଗିଛି । ଟ୍ରେନ୍ ଦୁର୍ଘଟଣା ଅନେକ ଲୋକମାନଙ୍କ ଠାରୁ ତାଙ୍କ ପ୍ରିୟଜନକୁ ନେଇଛି । ମୃ-ତ ଦେହକୁ ଯେମିତି ହାତ ସରିବା ପରେ ପିଆଜ ଓ ଆଳୁ କୁ ଟ୍ରକ୍ ରେ ପକେଇ ଆଣି ତଳେ ଫୋପାଡି ଦିଅନ୍ତି । ଠିକ୍ ସେହି ପରି ଶବକୁ ଟ୍ରକରେ ବର୍ତ୍ତି କରି ଅଣାଯାଉଥିବା ଦୃଶ୍ୟ ଜଣସାଧାରଣକ ଛାତିରେ  ଦୁଃଖର ସାଗର  ଭାସୁଛି ।

ଭୁବନେଶ୍ୱର କୁ ଅଣାଯାଉଥିବା ଶବର ଦୃଶ୍ୟ ଦେଖାଇବା ଅସମ୍ଭବ ଅଟେ । କେନ୍ଦ୍ର କ୍ୟାବିନେଟ୍  ସଚିବ ଓ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରି ଭୁବନେଶ୍ୱର କୁ ଶବ ତଦାନ୍ତର ଏବଂ ଶବ ଗୁଡାକୁ ଚିହ୍ନଟକାରଣ ପ୍ରକ୍ରିୟାର ଆୟୋଜନ କରାଯିବ  । ଚିହ୍ନଟ ପ୍ରକ୍ରିୟା ହେବା ପରେ ଶବକୁ ଦିଆଯିବର ବ୍ୟବସ୍ଥା କରାଯିବା ସୂଚନା ମିଳିଛି ।

ଯଦି ସମ୍ପର୍କୀୟ ନ ମିଳନ୍ତି ତେବେ ଶବକୁ ପିଜା ବସ୍ତା ପରି ଫୋପାଡି ଦିଆଯାଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button