ବାସି ଭାତ କେଉଁ ରୋଗକୁ ସଂପୂର୍ଣ୍ଣ ଠିକ କରିଥାଏ ? ଏହା ସହ ଆହୁରି 15+ GK Quiz

ବନ୍ଧୁଗଣ ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା ।
ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ତେବେ ଆସନ୍ତୁ ଜାଣି ନେବା ବିସ୍ତାର ଭାବେ ।
୧- କେଉଁ ଜୀବ ସବୁଠାରୁ ଅଧିକ ମଣିଷ ଙ୍କ ଜୀବନ ନେଇଥାଏ ?
ଉତ୍ତର- ମଶା ।
୨- କେଉଁ ପଶୁର କ୍ଷୀର ରୁ ଦହି ପ୍ରସ୍ତୁତ ହୋଇପାରିବ ?
ଉତ୍ତର- ଓଟ ।
୩- କେଉଁ ରାଜ୍ୟ ରେ ରାବଣ କୁ ପୂଜା କରା ଯାଇଥାଏ ?
ଉତ୍ତର- ମଧ୍ୟ ପ୍ରଦେଶ ।
୪- କେଉଁ ଦେଶରେ ସବୁଠାରୁ ଅଧିକ ଗରିବ ଲୋକ ଅଛନ୍ତି ?
ଉତ୍ତର- ବୁରୁଣ୍ଡି ।
୫- କେଉଁ ଦେଶର ଲୋକ ସବୁଠାରୁ ଅଧିକ ଚା ପିଇଥାନ୍ତି ?
ଉତ୍ତର- ଭାରତ ।
୬- କେଉଁ ଦେଶ ହୀରା ର ଆବିଷ୍କାର କରିଥିଲା ?
ଉତ୍ତର- ଭାରତ ।
୭ ମଣିଷ ଶରୀରରେ କେଉଁ ଅଙ୍ଗ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ବଢିଥାଏ ?
ଉତ୍ତର- ଆଖି ।
୮- କେଉଁ ରାଜ୍ୟରେ କେଶର ଚାଷ କରା ଯାଇଥାଏ ?
ଉତ୍ତର- କାଶ୍ମୀର ।
୯- କେଉଁ ଦେଶ ସବୁଠାରୁ ଅଧିକ ଡାକଘର ଅଛି ?
ଉତ୍ତର- ଭାରତ ।
୧୦- ପୃଥିବୀ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଏପ୍ରିଲ ୨୨ ରେ ।
୧୧- କେଉଁ ସହର ରେ ଯନ୍ତର ମନ୍ତର ଅଛି ?
ଉତ୍ତର- ଦିଲ୍ଲୀ ।
୧୨- ଆମେରିକା ସବୁଠାରୁ ଅଧିକ କେଉଁ ଦେଶକୁ ଡଋ ଥାଏ ?
ଉତ୍ତର- ଚୀନ ।
୧୩- କେଉଁ ଦେଶରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୁଏ ?
ଉତ୍ତର- ନିୟୁଜଲ୍ୟାଣ୍ଡ ।
୧୪- କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଗୋଲାପ ଅଟେ ?
ଉତ୍ତର- ଆମେରିକା ।
୧୫- କେଉଁ ଜୀବ ର ଚମଡା ବୁଲେଟ ପ୍ରୁଫ ଅଟେ ?
ଉତ୍ତର- ଆର୍ମାଡିଲୋ ।
୧୬- ବାସି ଭାତ କେଉଁ ରୋଗକୁ ସଂପୂର୍ଣ୍ଣ ଠିକ କରିଥାଏ ?
ଉତ୍ତର – କୋଷ୍ଠ କାଠିନ୍ଯ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।