ଉତ୍ତର ଦିଗରୁ ବହେ ପବନ, ମା ନ ଥାଇ ପୁଅ ଜନମ ପୁଅ ଯେତେବେଳେ ଜନ୍ମ ହେଲା ବାପା ସେତେବେଳେ ଘରେ ନ ଥିଲା । ଏହାର ଉତ୍ତର କଣ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ । ଯାହା ଆପଣଙ୍କର ଦୈନଦିନ କାର୍ଯ୍ୟରେ ମଧ୍ୟ ଆବଶ୍ୟକତା ସମୟରେ ଲାଗିପାରେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ପୃଥିବୀ ର ଆନୁମାନିକ ବୟସ କେତେ ?
ଉତ୍ତର- 4,700 ନିୟୁତ ବର୍ଷ ।
2- ପୃଥିବୀର ପରିକ୍ରମଣ ସମୟ କେତେ ?
ଉତ୍ତର- 365 ଦିନ 6 ଘଣ୍ଟା 9 ମିନିଟ 45 ସେକେଣ୍ଡ ।
3- କେଉଁ କାଳ୍ପନିକ ରେଖା ପୃଥିବୀ କୁ ଦୁଇ ଭାଗ କରେ ?
ଉତ୍ତର- ବିଷୁବରେଖା ।
4- ସକଳ ଶକ୍ତିର ଆଧାର ବୋଲି କାହାକୁ କୁହାଯାଏ ?
ଉତ୍ତର- ସୂର୍ଯ୍ୟ ।
5- ପୃଥିବୀର ଦୁଇ ପ୍ରାନ୍ତ କୁ କଣ କୁହାଯାଏ ?
ଉତ୍ତର- ମେରୁ ।
6- ପୃଥିବୀର ଦୈନିକ ଗତି କୁ କଣ କୁହାଯାଏ ?
ଉତ୍ତର- ଆହ୍ନିକ ଗତି ।
7- ପୃଥିବୀର ବାର୍ଷିକ ଗତିର ଅନ୍ୟ ନାମ କଣ ?
ଉତ୍ତର- ପରିକ୍ରମଣ ।
8- ସୂର୍ଯ୍ୟ ଙ୍କ ଚାରି ପାଖରେ କେତୋଟି ଗ୍ରହ ପ୍ରଦୀକ୍ଷଣ କରୁଛନ୍ତି ?
ଉତ୍ତର- 9ଟି ।
9- ସୂର୍ଯ୍ୟଙ୍କର ନିକଟତମ ଗ୍ରହ କିଏ ?
ଉତ୍ତର- ବୁଧ ।

10- କେଉଁ ଗ୍ରହ ର ସର୍ବାଧିକ ଉପଗ୍ରହ ଅଛନ୍ତି ?
ଉତ୍ତର- ବୃହସ୍ପତି ।
11- ପୃଥିବୀ କେତେ ଦିନରେ ଥରେ ସୂର୍ଯ୍ୟ ଙ୍କ ଚାରିପଟେ ଘୁରି ଥାଏ ?
ଉତ୍ତର- 365 ଦିନ ।
12- ସୂର୍ଯ୍ୟଙ୍କର ଆବର୍ତ୍ତନ ଗତି ଦ୍ଵାରା ପୃଥିବୀରେ କଣ ହୁଏ ?
ଉତ୍ତର- ଦିନ ଓ ରାତି ହୁଏ ।
13- ବ୍ରହ୍ମ ଦେଶ ଭାରତରୁ କେବେ ଅଲଗା ହେଲା ?
ଉତ୍ତର- ଖ୍ରୀଷ୍ଟାବ୍ଦ 1937 ।
14- ଭାରତ ଶାସନ ନିୟମ କେବେ ପ୍ରଣିତ ହୋଇଥିଲା ?
ଉତ୍ତର- ଖ୍ରୀଷ୍ଟାବ୍ଦ 1935 ।
15- ସାଇମନ କମିଶନ କେବେ ଭାରତ ଆଗମନ କରିଥିଲେ ?
ଉତ୍ତର- ଖ୍ରୀଷ୍ଟାବ୍ଦ 1928 ।
16- ବିଭାଜିତ ବଙ୍ଗ ର ପୁନଃ ମିଶ୍ରଣ କେବେ ହୋଇଥିଲା ?
ଉତ୍ତର- ଖ୍ରୀଷ୍ଟାବ୍ଦ 1911 ।
17- ଉତ୍ତର ଦିଗରୁ ବହେ ପବନ, ମା ନ ଥାଇ ପୁଅ ଜନମ ପୁଅ ଯେତେବେଳେ ଜନ୍ମ ହେଲା ବାପା ସେତେବେଳେ ଘରେ ନ ଥିଲା । ଏହାର ଉତ୍ତର କଣ ?
ଉତ୍ତର- କଇଁଛ ।




