Tarot Card-କାହାର ବି କଥା ଭାବିକି ତାଙ୍କ ନାମରେ ଏକ ନମ୍ବର ବାଛନ୍ତୁ, ତାଙ୍କ ସହ ଆପଣଙ୍କର ସମ୍ପର୍କର ମୋଡ କେଉଁ ଆଡେ ଯାଉଛି…

କୌଣସି ବି ସମ୍ପର୍କରେ କେତେବେଳେ କେଉଁ ପ୍ରକାର ମୋଡ ଆସିବ । ତାହା ତ କେହି ମଧ୍ୟ ଜାଣି ନଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ଯାହା କଥା ଭାବିକି ଏକ ନମ୍ବର ଚୁଜ କରିବେ । ସେହି ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ପର୍କର ମୋଡ କେଉଁ ଆଡେ ଯାଉଛି । ତାଙ୍କର ଏହି ସମ୍ପର୍କରେ ଆଗାମୀ ପଦକ୍ଷେପ କଣ ରହିବା ପାଇଁ ଯାଉଛି ।

1-ଆପଣ ଯାହାଙ୍କ କଥା ଭାବିକି ଆପଣଙ୍କର ସମ୍ପର୍କର ଆଗାମୀ ପଦକ୍ଷେପ ଜାଣିବା ପାଇଁ ଚାହୁଁଥିଲେ । ତେବେ ଏଠାରେ ଆପଣଙ୍କୁ କହିବା ପାଇଁ ଚାହିଁବୁ । କି ତାଙ୍କ ନଜରରେ ଆପଣ ଜଣେ ବହୁତ ଭଲ ବ୍ୟକ୍ତିତ୍ବଟିଏ ଅଟନ୍ତି । ଆପଣଙ୍କର ଡ୍ରେସିଙ୍ଗ ସେନ୍ସ ଠାରୁ ଆରମ୍ଭ କରି ସବୁ କିଛି ତାଙ୍କୁ ବହୁତ ପସନ୍ଦ ଆସିଥାଏ । ହେଲେ ଆପଣଙ୍କ ଠାରେ ସେ କେଉଁଠି ନା କେଉଁଠି ଏକ ଘମଣ୍ଡି ସ୍ଵଭାବ ଦେଖିବାକୁ ପାଉଛନ୍ତି । ତେଣୁ ସେ ବେଳେବେଳେ ଆପଣଙ୍କୁ ଇଗନୋର ମଧ୍ୟ କରୁଛନ୍ତି । ପରେ ଆପଣଙ୍କ ବିଷୟରେ ଭଲ ଜାଣିବା ପରେ ଏବେ ଠାରୁ ସେ ଆପଣଙ୍କୁ ହିଁ ତାଙ୍କର ସବୁ କିଛି ଭାବି ଆପଣଙ୍କ ସହ ସମ୍ପର୍କରେ ଆଗକୁ ବଢିବା ପାଇଁ ଯାଉଛି ।

2-ଏହି ବ୍ୟକ୍ତି ଜଣଙ୍କ ମନରେ ଆପଣଙ୍କ ପାଇଁ ବହୁତ ଭଲ ଭାବନା ରହିଛି । ଆପଣ ଜଣେ ବହୁତ ଭଲ ବ୍ୟକ୍ତି ସେ ଭାବନ୍ତି । ହେଲେ ତାଙ୍କ ମନରେ ଆପଣଙ୍କ ପାଇଁ କିଏ କିଏ ଖରାପ ମନ୍ତ୍ରଣା ତାଙ୍କୁ ଦେଇଥାନ୍ତି । ଯେଉଁ କରଣରୁ ଏହି ବ୍ୟକ୍ତି ଜଣଙ୍କ ବେଳେ ଆପଣଙ୍କ ଠାରୁ ନାରାଜ ହୋଇଯାଇଥାନ୍ତି । ହେଲେ ଏହି ବ୍ୟକ୍ତି ଜଣଙ୍କ ସାଥିରେ ଆପଣଙ୍କ ଯେଉଁ ପ୍ରକାର ସମ୍ପର୍କ ହେଉଥାଉ । ହେଲେ ସେ ଆପଣଙ୍କୁ ଛାଡି କେବେ ମଧ୍ୟ ଯିବେ ନାହିଁ । ସବୁବେଳେ ଆପଣଙ୍କ ସାଥିରେ ରହିବାରର ନିଷ୍ପତ୍ତି ନାହିଁ ।

3-ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ମନେ ମନେ ବହୁତ ପସନ୍ଦ କରନ୍ତି । ଆପଣଙ୍କ ଷ୍ଟାଇଲ ତାଙ୍କୁ ବହୁତ ଅଧିକ ପସନ୍ଦ ମଧ୍ୟ ହୋଇଥାଏ । ହେଲେ ସେ ତାଙ୍କ ମନର କଥା କହିବେ ବୋଲି ଭାବି ଭାବି କିଛି ମଧ୍ୟ କହି ପାରୁ ନାହାନ୍ତି । ତେଣୁ ଆପଣ ଦୁହିଙ୍କ ମଧ୍ୟରେ ଯଦି କେବେ ଦେଖା ହୁଏ । ବା କିଛି ଦିନ ମଧ୍ୟରେ ସେହି ବ୍ୟକ୍ତି ଜଣଙ୍କ ସାହସ ଯୁଟାଇ ଆପଣଙ୍କ ସାଥିରେ କଥାବାର୍ତ୍ତା ହେବାକୁ ଚେଷ୍ଟା କରିବେ । ଆପଣଙ୍କ ସହ ପୁରୁଣା ଦିନର ଅନେକ କିଛି ସ୍ମୃତି ମଧ୍ୟ ଶେୟାର କରିବେ । ହୁଏତ ସେହି ସମୟରେ ସେ ଆପଣଙ୍କୁ ନିଜ ମନର କଥା ମଧ୍ୟ ଖୋଲିକି କହି ଦେଇ ପାରନ୍ତି ।



