ଦେଶ ବିଦେଶ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କଳା ରାତିରେ ରାକ୍ଷସ ପାଲଟିଲା ମଣିଷ , ବ୍ରିଜ ତଳେ 2 ଘଣ୍ଟା ସଙ୍ଗର୍ଷ କଲା ନାବାଳିକା । ହଁ ଦର୍ଶକବନ୍ଧୁ ଏହି ଘଟଣାକୁ ଶୁଣିଲେ ଆପଣଙ୍କ ଛାତି ଦହୋଲି ଉଠିବ । ଆପଣଙ୍କ ଆଖିରୁ ଲୁହ ଆପେ ଆପେ ଗଡିବ କାରଣ ଏହି ଘଟଣା ବାବଦରେ ଶୁଣିଲା ପରେ ଲୁହ ନ ଆସି ରହିବ ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ନସିପୁରା ଥାନା ଅନ୍ତର୍ଗତ ମୁରାବାଲି ଅଞ୍ଚଳର । ତେବେ ନାବାଳିକା ଜଣକ ତାମିଲଲାଡୁରେ କାମ କରନ୍ତି ମାତ୍ର ଛୁଟିରେ ଗାଁ କୁ ଆସୁଛି । ନାବାଳିକାଙ୍କ ଇଛା ଥିଲା କି ମାମୁଁ ଘରକୁ ବୁଲିବାକୁ ଯିବେ ।ତେଣୁ ସେ ଭରିଥିଲେ କିନ୍ତୁ ନାବାଳିକା ମାମୁଁ ଘରକୁ ପହଞ୍ଚିପାରିଲେ ନାହିଁ ବାଟରେ ଘଟିଲା ଏଭଳି ଘଟଣା ଯାହା ବର୍ଣ୍ଣନା କରିବା ମଧ୍ୟ କଷ୍ଟକର । ଏହି ନାବାଳିକା ଆଖି ବୁଝିବା ପୂର୍ବରୁ ଯେଉଁଭଳି କଷ୍ଟ ପାଇଛନ୍ତି ତାହାକୁ ଶୁଣିଲେ ଛାତି ଥରି ଉଠିବ । भुबनेश्वर: महिला ने खोज निकाला मधुमेह से बचने का आसान घरेलु तरीका Insulux Diabetic Support सफेद दाग को करें जड़ से खत्म और पाएं बेदाग निखार 30 दिनों में Dermoveda Skin Care Kit Earth Rhythm Peptide Lip Masque Amazon सफ़ेद दाग खत्म होने की उम्मीद छोड़ दी थी, फिर मुझे मिला Dermoveda Dermoveda Skin Care Kit ତେବେ ସୂଚନା ଅନୁଯାୟୀ ନାବାଳିକା ପଡୋଶୀ ଭାଇ ବୁପୁନଙ୍କ ସହ ମାମୁଁ ଘରକୁ ଯିବା ପାଇଁ ବାହାରିଥିଲେ । ଗାଡିରେ ଯାଉଥିବା ବେଳେ ଅଭିଯୁକ୍ତ ବୁପୁନ ମଝି ବାଟରେ ଗାଡିକୁ ଅଟକାଇ ବ୍ରିଜ ତଳକୁ ନେଇକି ଯାଇଥିଲା । ଏହା ପରେ ନାବାଳିକାଙ୍କ ମୁଣ୍ଡକୁ ସପ୍ତ ଧକା ଦେଲା ତା ‘ ପରେ ପୁରା ଦୁଇ ଘଣ୍ଟା ନାବାଳିକା ସହ ଦୁ-ଷ୍କ-ର୍ମ କରିଥିଲା । भुबनेश्वर: महिला ने खोज निकाला मधुमेह से बचने का आसान घरेलु तरीका Insulux Diabetic Support Earth Rhythm Peptide Lip Masque Amazon Beetroot & Strawberry Lip Scrub & Lip Mask Combo Amazon This ‘Horsegirl’ Gallops And Jumps Like The Real Thing Brainberries ଏଥିକିରେ ଅଭିଯୁକ୍ତର ମନ ଭରିଲା ନାହିଁ ତେଣୁ ସେ ନାବାଳିକାକୁ ଜୀବନରୁ ମାରିଦେଇଥିଲା । ଅଭିଯୁକ୍ତ ବିପୁନ ଏବେ ନିଜେ ସବୁ ସତ ମାନିଯାଇଛି ଏବଂ ପୋଲିସକୁ କିପରି ନାବାଳିକାକୁ ମାରିଲା ସଂପୂର୍ଣ୍ଣ କଥା ବଖାଣୁଛି । ଯେ କିପରି ବ୍ରିଜ ତଳକୁ ନେଇକି ଯାଇଥିଲା ଏବଂ କେତେକ ସମୟ ଦୁଷ୍କର୍ମ କରିଛି କହୁଛି । ତେବେ ନାବାଳିକାଙ୍କ ଘରେ ଲୋକେ ଏହି ଖବର ଶୁଣିବା ପରେ ଲ୍ଲୋତ ଲୋଟ କରି କାନ୍ଦି ଫାଟି ପଡ଼ୁଛନ୍ତି । କେତେକ ଯନ୍ତ୍ରଣାକୁ ସହ୍ୟ କରି ଆଖି ବୁଝିଛନ୍ତି ନାବାଳିକା ତେଣୁ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ ଆଗକୁ ଦେଖିବା ପୋଲିସ ଅଭୁଯୁକ୍ତଙ୍କୁ କି ଦଣ୍ଡ ଦେଉଛନ୍ତି ବୋଲି ।

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଘରର ଦୁଆର ମୁହଁରେ ଶବଜୁ ରଖି ସମସ୍ତେ  କାନ୍ଦୁଛନ୍ତି କୁନି ଝିଅ ଠାରୁ ଆରମ୍ଭ କରି ସମୁଦାୟ ଗ୍ରାମବାସୀ କାନ୍ଦି କାନ୍ଦି  ଫାଟିପଡ଼ୁଛନ୍ତି ।  ଘର ଲୋକେ ଶବକୁ ଦେଖି କାନ୍ଦୁଛନ୍ତି ଏହି ଶବ ହେଉଛି ମଞ୍ଜୁଳାଙ୍କର । ଆମେମାନେ ଜାଣିଛୁ ଯେ ମା ‘ ପିଲାମାନଙ୍କ ପାଇଁ କିଛି ବି କରିବାକୁ ପଛାଏ ନାହିଁ । ଏ ମାଆ ମଧ୍ୟ ଘରକୁ ଚଳାଇବା ପାଇଁ ଦାଦନ କରିବାକୁ ଯାଉଥିଲେ ।

ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଘରକୁ ଚଳାଉଥିଲେ କିନ୍ତୁ ଦିନେ ତାଙ୍କ ଶାରୀରିକ ସ୍ଵାସ୍ଥ ଖରାପ ହେବ କାରଣରୁ ଡାକ୍ତର ତାଙ୍କୁ କାମ କରିବାକୁ ମନା କରୁଥିଲେ । ମାତ୍ର ଘରର ପରିସ୍ଥିତି ଖରାପ ଥିବା କାରଣରୁ ପିଲାମାନଙ୍କ ପେଟ ପୋଷିବା ପାଇଁ ହାଇଦ୍ରାବାଦକୁ କାମ୍ମ କରିବାକୁ ଯାଇଥିଲେ ମଞ୍ଜୁଳା ନାୟକ । ମାତ୍ର ଆସିଲା ବେଳେ ଫେରିଲା ଶବ ଯାହାକୁ ଦେଖି ମଞ୍ଜୁଳାଙ୍କ ଦୁଇ ଝିଅ , ଦୁଇ ପୁଅ ଓ ସ୍ଵାମୀ କାନ୍ଦୁ କାନ୍ଦି ଚେତାଶୂନ୍ୟ ହୋଇପଡ଼ୁଛନ୍ତି  ।

ଏହି ଘଟଣା ଟିଏ ହେଉଛି ଗଞ୍ଜାମ ଆସିକା କଇଫୁଟି ଗାଁର । ମଙ୍ଗୁଳୁ ନାୟକ ତାଙ୍କ ସ୍ତ୍ରୀ ମଞ୍ଜୁଳା ନାୟକ ଚାରିଟି ପିଲାମାନଙ୍କୁ ନେଇ ହସଖୁସିର ଜୀବନ ଅତିବାହିତ କରିଥାନ୍ତି । ପ୍ରଥମେ ଉଭୟ କାମ ଧାମ କରି ଘର ଚଳାଉଥିଲେ କିନ୍ତୁ ହଠାତ ମଞ୍ଜୁଳାଙ୍କୁ ରୋଗ ମାଡି ବସିବାରୁ ସେ କାମକୁ ଯିବା ବନ୍ଦ କରିଦେଇଥିଲେ । ମାତ୍ର ଘରର ସ୍ଥିତି ଅତ୍ୟନ୍ତ ଖରାପ ହେବାରୁ ଝିଅ ପୂଜା କୁ ନେଇ ହାଇଦ୍ରାବାଦ ପଳେଇଯାଇଥିଲେ ।

ସେଠାରେ ଏକ କମ୍ପାନୀରେ କାମ କରୁଥିଲେ ମାତ୍ର ସେଠାରେ ତାଙ୍କୁ ନିର୍ଯ୍ୟାତନା କରାଯାଉଥିବା ସୂଚନା ମିଳିଥିଲା । ମାତ୍ର ସେ ସବୁ କଷ୍ଟକୁ ସହି କାମ କରୁଥିଲେ । ତେବେ ସେଠାରେ କଣ ଘଟିଲା ଯେ ମଞ୍ଜୁଳାଙ୍କ ଶବ ଫେରିଲା ? ପୋଲିସ ଯେବେ ଝିଅ ପୂଜାକୁ ପଚାରିଲେ ସେ କହିଲେ ଯେ ସେ କାମରୁ ଘରକୁ ଆସି ଦେଖିଲା ବେଳକୁ ଘରର କବାଟ ବନ୍ଦ ଥିଲା ତେବେ କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ମଞ୍ଜୁଳା ଝୁଲି ମରିଯାଇଥିଲେ ।

ଦେଖିଥିବା ଲୋକଙ୍କ କହିବା ଅନୁସାରେ ତାଙ୍କ ଶରୀର ସାରା ମାଡ ରେ ଫୁଲିଯାଇଥିଲା । ତେବେ ତାଙ୍କୁ ଘରୋଇ ଆମ୍ବୁଲାନ୍ସ ରେ ଗାଁ କୁ ଅଣାଯାଇଛି ଏବଂ ପୋଲିସ ଏହି ଘଟଣା ସମ୍ପର୍କରେ ତଦାରଖ ଆରମ୍ଭ କରିଥିବା ସୂଚନା ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button