ସବୁକିଛି ହେଲା ଶେଷ,ବଡ଼ଘରେ ବଡ଼ ଉତ୍ସବ ,ସେପଟେ ହୃଦୟକୁ ପ୍ରଶ୍ନ… ପୁଣି ବଦଳି ଗଲା ସମୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ବଦଳିଲାଗଲା ସେହି ପୁରୁଣା ସମୟ ! ପତି, ପତ୍ନୀ ଓ ପ୍ରକୃତି ! ତେବେ ଆମେ କହୁଥିବା ସେହି ବହୁ ଚର୍ଚିତ ଷ୍ଟାରକଳିର ଏବେ ଘଟିଛି ଅନ୍ତ ! ଯେ ଯାହା ବାଟ ଦେଇ ପୁଣି ଥରେ ନିଜ ଜୀବନକୁ ହସଖୁସି ମାହୋଲରେ ଆଗକୁ ବଢିବା ପାଇଁ ପ୍ରୟାସ କରୁଛନ୍ତି । ତେବେ ଗତ କିଛି ମାସ ତଳେ ବାବୁଶାନ ଓ ପ୍ରକୃତି ଓ ବାବୁଶାନଙ୍କ ସ୍ତ୍ରୀ ତୃପ୍ତଙ୍କୁ ନେଇ ଅନେକ କିଛି ଝଡ ଆସିଯାଇଥିଲା । ବଡ ଘରର ବଡ କଳି ରାସ୍ତାଘାଟରେ ଏକ ଚର୍ଚାର ବିଷୟ ପାଲଟିଯାଇଥିଲା ।

ତାପରେ ସମୟ ସହ ସବୁକିଛି ପରିବର୍ତ୍ତନ ହୋଇଗଲା । ଝଡ ଆସିଥିଲା ସତ କିନ୍ତୁ ସାମାନ୍ୟ ମୁଣ୍ଡ ନୂଆଁଇ ଦେଲା ପରେ ଝଡ ତା’ ବାଟରେ ଚାଲିଯାଇଥିଲା । ଏହାପରେ ବାବୁଶାନ ନିଜ ପରିବାର ଓ ଫିଲ୍ମ କ୍ଯାରିଅର ଉପରେ ଅଧିକ ପ୍ରାଧାନ୍ଯ ଦେବା ଆରମ୍ଭ କରିଦେଇଥିଲେ। ଅପର ପକ୍ଷରେ ଅଭିନେତ୍ରୀ ପ୍ରକୃତି ମଧ୍ୟ ନିଜ କ୍ଯାରିଅର ଗୋଲ୍ ଉପରେ ଫୋକୋଷ କରିଦେବା ଆରମ୍ଭ କରିଦେଇଛନ୍ତି ।
ଏହାରି ମଧ୍ୟରେ ଅଭିନେତ୍ରୀ ପ୍ରକୃତିଙ୍କୁ ଯେତେବେଳେ ସେହି ଘଟି ଯାଇଥିବା ପୁରୁଣା କଥା ଉପରେ ପଚରା ଯାଇଥିଲା । ପ୍ରକୃତି ନିଜର ସିଧା ସିଧା ମତ ରଖିଥିଲେ । ଯେ ଯାହା ଘଟିଯାଇଛି । ସେହି ପୁରୁଣା କଥାକୁ ମୁଁ ପୁନର୍ବାର ଆଲୋଚନା କରିବା ପାଇଁ ଚାହୁଁନାହିଁ । ମୁଁ କାମ ଉପରେ ଅଧିକ ଫୋକୋଷ କରିବା ପାଇଁ ଚାହୁଁଅଛି । ତେବେ ବାବୁଶାନ ମଧ୍ୟ ନିଜ ପରିବାର ଓ ଧର୍ମପତ୍ନୀ ତୃପ୍ତିଙ୍କୁ ନେଇ ବହୁତ ଖୁସିରେ ଅଛନ୍ତି ।

ଏହା ସହିତ ଲୋକଙ୍କର ମଧ୍ୟ ଏଥିପ୍ରତି ବହୁ ଲୋକପ୍ରିୟତା ରହୁଅଛି ।



