ଓଡିଶା

ରାସ୍ତା ମଝିରେ ଲୁଗା ଟେକି ଯୁବକକୁ ବହେ ଛେଚି ଦେଇ ଗଲେ ଦୀପିକା, କହିଲେ ତୁ କଣ ମତେ ଶସ୍ତା ଭାବିଲୁ, ସବୁବେଳେ ମତେ ତୁ ଏମିତି…

ନମସ୍କାର ବନ୍ଧୁଗଣ, ଦିନେଶ ଏବଂ ଦୀପିକା ଘଟଣା ମାମଲାରେ ଦୀପିକା ବେସ ଚର୍ଚ୍ଚାରେ ରହିଥିଲେ ଦିନେଶଙ୍କ ଘର ଆଗରେ ବସିଥିବା ସମୟରେ । ସେତେବେଳେ ଚର୍ଚ୍ଚାରେ ଥିବା ଦୀପିକା ଖବର ଅନୁଯାୟୀ ପୁଣି ଥରେ ଚର୍ଚ୍ଚାର ପାତ୍ରୀ ହୋଇ ସାମ୍ନାକୁ ଆସିଛନ୍ତି । ଶେଷରେ ଦୀପିକା ହରାଇ ଦେଲେ ନିଜର ଧର୍ଯ୍ୟ ଆଉ ରାସ୍ତା ମଝିରେ ଯାହା କଲେ ତାହା ହୁଏତ ଆଉ କୌଣସି ମହିଳା କରିବା ପାଇଁ ସାହସ କରିବ ନାହିଁ ।

ମହିଳା ହୋଇ ଯୁବକକୁ ପାଣି ପିଆଇଦେଲେ k. ଦୀପିକା । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । ସୂଚନା ଅନୁଯାୟୀ ଜଣେ ଯୁବକ ଦୀପିକାଙ୍କୁ ରାସ୍ତା ମଝିରେ କମେଣ୍ଟ କରିଥିଲା । ଆଉ ତାହାର ଜବାବ ଦେବାକୁ ଯାଇ ତାତି ଉଠିଥିଲେ ଦୀପିକା । ଗୋ-ଇ-ଠା, ବି-ଧା, ଚା-ପ-ଡା ମ-ଆରି ମ-ଆରି ସେହି ଯୁବକଙ୍କୁ ନୈୟାନ୍ତ କରିଦେଲେ ଦୀପିକା । ଉକ୍ତ ବ୍ୟକ୍ତିର ସାର୍ଟ ଧରି ଫା-ଡି-ଦେଲେ ଦୀପିକା । ରାସ୍ତା ମଝିରେ ଉତ୍ୟକ୍ତ ହୋଇଗଲେ ତାଙ୍କର କମେଣ୍ଟ ଶୁଣିବା ପରେ ଦୀପିକା ।

କାହାରି କଥା ମଧ୍ୟ ଶୁଣି ନଥିଲେ ବହେ ମନ ଶାନ୍ତିରେ ସେହି ଯୁବକକୁ ଛେ-ଚି ଦେଇଗଲେ ଦୀପିକା । ରାସ୍ତା ମଝିରେ ଲୋକ ଭିଡ ଜମିଥାଏ ହେଲେ ତଥାପି ଦୀପିକା ଏସବୁକୁ ଖାତିର ନକରି ତାଙ୍କୁ ମନ ଶାନ୍ତିରେ ନିଧୂମ ମ-ଆଡ ମ-ଆରିଥିଲେ ଦୀପିକା ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରହ୍ମପୁର ଟ୍ରାଫିକ ଥାନା ନିକଟସ୍ଥ ସାହିରେ ଦୀପିକାଙ୍କୁ ଜଣେ ଯୁବକ କମେଣ୍ଟ ମ-ଆରିଥିବାର ଅଭିଯୋଗ ହୋଇଛି ।

କମେଣ୍ଟ ମ-ଆରିବା ପରେ ଉକ୍ତ ଯୁବକକୁ ନିଜ ଦୋକାନରେ ଜବତ କରି ରଖିଥିଲେ ଦୀପିକା । ଏହାପରେ ଅଟକ ରଖିଥିବା ଯୁବକ ଜଣଙ୍କୁ ନିଜ ସମର୍ଥକଙ୍କ ଦ୍ଵାରା ଆ-କ୍ର-ମ-ଣ କରିଥିଲେ । ଏହା ପରେ ରାସ୍ତା ମଝିରେ ଦୀପିକା ଏବଂ କିଛି ଯୁବକଙ୍କ ମଧ୍ୟରେ ମା-ର-ପି-ଟ ଆରମ୍ଭ ହୋଇଥିଲା । ଏଭଳି ଘମାଘୋଟ ଝଗଡା ହେଲା କି ଦୀପିକାଙ୍କ ଦେହରେ ଶାଢୀ ମଧ୍ୟ ନଥିଲା

ଏହାର ସୂଚନା ପାଇବା ପରେ ଟାଉନ ଥାନା ପୋଲିସ ପରିସ୍ଥିତିକୁ ଆୟତ୍ତ କରି ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button