ବିଚାର

ମହଙ୍ଗା ପଡିଲା ପ୍ରେମ! ବିଚ ରାସ୍ତାରେ ସ୍ଵାମୀ ଙ୍କୁ ଏମିତି ପିଟିଲା ସ୍ତ୍ରୀ କି ଏବେ ଭାଇରାଲ ହେଉଛି Video

ଦର୍ଶକ ବନ୍ଧୁ ବିଶ୍ଵାସ ଆଉ ସମ୍ପର୍କ ରେ ଥରେ ବିଶ୍ଵାସ ଭାଙ୍ଗି ଗଲେ ସମ୍ପର୍କ ରେ ଫାଟ ସୃଷ୍ଟି ହୁଏ । ବିଶ୍ଵାସ ବିନା କୌଣସି ସମ୍ପର୍କ ବେସୀ ଦିନ ତିଷ୍ଠି ପାରେ ନାହି । ତେବେ ନିସନ୍ଦେହ ରେ କୁହା ଯାଇପାରେ ଦାଂପତ୍ଯ ଜୀବନ ସୁଖମୟ ପାଇଁ ଉଭୟ ସ୍ତ୍ରୀ ବାମୀ ଙ୍କ ମଧ୍ୟ ରେ ବିଶ୍ଵାସ ଅତ୍ୟନ୍ତ ଜରୁରୀ ଅଟେ । ହେଲେ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ଜୀବନ ସାଥିଙ୍କ ବିଶ୍ଵାସ ଭାଙ୍ଗି ଲୁଚି ଅନ୍ୟ ଯୁବକ ଓ ଯୁବତୀ ଙ୍କୁ ପ୍ରେମ କରନ୍ତି ।

ହେଲେ ଯେତେବେଳେ ସତ ସାମ୍ନା କୁ ଆସେ ପରିସ୍ଥିତି ବଡ ଭୟଙ୍କର ହୁଏ । ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଠି ଜଣେ ମହିଳା ତାଙ୍କ ସ୍ଵାମୀ ଙ୍କ ପରକ୍ରିୟା ପ୍ରୀତି ସମ୍ପର୍କ ରେ ଜାଣିବା ପରେ ଆଗରେ ସ୍ଵାମୀ ଙ୍କୁ ବିଚ ରାସ୍ତା ରେ ପିଟିଛନ୍ତି । ବିବାହ ପରେ ବି ସ୍ଵାମୀ କରୁଥିଲେ ପରକ୍ରିୟା ପ୍ରୀତି । ଧରି ଦେଲେ ସ୍ତ୍ରୀ ।

ବିଚ ରାସ୍ତା ରେ କିଛି ଏମିତି କରିଲେ ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ବାହାଘର ପରେ ବି ଅନ୍ୟ ଯୁବତୀ ଙ୍କ ସହ ସମ୍ପର୍କ ରଖୁଥିଲେ ସ୍ଵାମୀ । ପୂର୍ବ ରୁ ଏ ନେଇ ଖବର ପାଇଥିଲେ ବି ସ୍ତ୍ରୀ ଚୁପ ଥିଲେ । ସତେ ଯେମିତି ଅପେକ୍ଷା କରିଥିଲେ ସ୍ଵାମୀ ସେହି ଯୁବତୀ ଙ୍କ ପାଖକୁ ଯିବେ ଆଉ ତାଙ୍କୁ ଧରିବେ । ଆଉ ଠିକ ସେୟା ହିଁ ହେଲା ।

ସ୍ଵାମୀ ଯେବେ ଅନ୍ୟ ଯୁବତୀ ଙ୍କ ପାଖକୁ ଯାଇଥିଲେ ଠିକ ସେତିକି ବେଳେ ରେଡ ହ୍ୟାଣ୍ଡ ଧରିଥିଲେ ସ୍ତ୍ରୀ । ଖାଲି ଧରିଥିଲେ ତାହା ନୁହେଁ ବରଂ ସ୍ଵାମୀ କୁ ବିଚ ରାସ୍ତା ରେ କଲର ଧରି ମାଡ ମାରିଛନ୍ତି ସ୍ତ୍ରୀ । ଯାହାର ଭିଡିଓ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି ।

ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ରାସ୍ତା ମଝିରେ ମହିଳା ଜଣକ ତାଙ୍କ ସ୍ଵାମୀ ଙ୍କ ସାର୍ଟ ଧରି ଟଣା ଓଟରା କରୁଛନ୍ତି । ବିବାହ ପରେ ଏ କେତେ ସଂଘର୍ଷ କରିଛନ୍ତି ଏହା କହିବା ସହ ବ୍ୟକ୍ତି ଙ୍କ ଗାଲକୁ ଚା-ପୁ-ଡା ଉପରେ ଚା-ପୁ-ଡା ମା-ରୁ-ଛ-ନ୍ତି । ଆଉ ମହିଳା ଜଣକ କହୁଛନ୍ତି ତୁମେ ଦ୍ଵିତୀୟ ବିବାହ କରିବ ମିତି ବାରମ୍ବାର କହି ଚାଲିଛନ୍ତି । ଏହା ପରେ ନିଜ ସ୍ଵାମୀ ଙ୍କ କଲର ଧରି ମା-ଡ ମା-ରୁ ଥିବାର ନଜର ଆସୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କରେ ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button