ବିଚାର

ଶ୍ୱଶୁର ଘର ଯାଇଥିଲି, ରାତିରେ ଖାଇ ଖଟରେ ଶୋଇଥିଲି, “ମୋ ସ୍ତ୍ରୀ, ତା ପ୍ରେମିକ ମିଶି ମତେ….” ଦେଖନ୍ତୁ ସ୍ତ୍ରୀ ନାଁରେ ସ୍ଵାମୀ ଆଣିଲେ ସାଂଘାତିକ ଅଭିଯୋଗ

ସ୍ତ୍ରୀ ସାଙ୍ଗରେ ଯାଇଥିଲି ଶ୍ଵଶୁର ଘର ଭାବିଥିଲି ଜ୍ଵାଇଁ କୂଣିଆର ସମ୍ମାନ ପାଇବି । ଆଉ ମିଳିଥିଲା ମଧ୍ୟ । ଦିନରେ ଖାଇଲି ରାତିରେ ବି ଖାଇଲି । ରାତିରେ ଖାଇକି ଖାତାରେ ସୋଇଲି । ଆଉ ମୁଁ କଣ ଜାଣିଥିଲି ତା ଗାଁ ଲଭର କୁ ଡାକି ମୋତେ ହା-ଣି ଦେବ ବୋଲି । ଭାଗ୍ୟ ଭଲ ମୁଁ ଚେଷ୍ଟା କରିଲି ମୋ ବେକ କି ମୁଣ୍ଡକୁ ଯେମିତି ଚୋ-ଟ ନ ବାଜୁ । ମୋ ହାତକୁ ଯେତେ ହା-ଣୁ-ଛୁ ହା-ଣ ମୋ ମୁଣ୍ଡକୁ ହା-ଣେ-ନା ।

ମୁଁ ୪୦ଟି ଛୋଟ ଖାଇବା ପରେ ମୁଁ ବଞ୍ଚିଲି । ଚିତ୍କାର କରିଲି ଗାଁ ଲୋକେ ଧାଇଁ  ଆସିଲେ ମୋତେ ମେଡିକାଲ ନେଇଗଲେ । ଶ୍ଵଶୁର ଘର ଯିବା ପାଇଁ ମୋ ପାଇଁ କାଳ ହୋଇଗଲା । ଜ୍ଵାଇଁ ପୁଅର ସମ୍ମାନ ପାଇବା ବଦଳରେ ମୁଁ ଛୋଟ ଖାଇଲି । ହଁ ଦର୍ଶକ ବନ୍ଧୁ ଗାଁ ଲଭର ସହ ମିଶି ସ୍ତ୍ରୀ ଯେବେ ସ୍ଵାମିକୁ ହା-ଣି-ପା-ରେ ତାହା ପୁଣି ଦୁଇ ଦୁଇଟି ଛୁଆ ଥାଇ ଆପଣ ଭାବୁଥିବେ ଆମ ସମାଜ କେଉଁ ଭଳି ସ୍ତରରେ ଅଛି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରେ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ କମାର ଗାଁର ଶମ୍ବୁନାଥ ଦଳେଇ ସବାରଙ୍ଗା ଥାନା କେରଡା ର ଲିଜାକୁ ବିବାହ କରିଥିଲେ । କିନ୍ତୁ ଲିଜା କୁଆଡେ ପୂର୍ବରୁ କାହାକୁ ଭଲ ପାଉଥିଲେ । ଏହା ଭିତରେ ବିବାହର ଅନେକ ଦିନ ବିତିଲାଣି । ଲିଜାର ଦୁଇଟି ପିଲା ବି ହୋଇସାରିଲାଣି । କିନ୍ତୁ ଲିଜା ଗାଁ ଲଭରଙ୍କ ସହ ଫୋନରେ କଥା ହେଉଥିଲେ ।

ସମୟ ସୁବିଧା ଦେଖି ନିଜ ପିଲା ଓ ସ୍ବାମୀଙ୍କୁ ନେଇ ଗାଁକୁ ଆସିଥିଲା । ଖିଆପିଆ ସରିବା ପରେ ପିଲାଙ୍କୁ ବାଆ-ମା ଙ୍କ ପାଖରେ ଛାଡି ଦେଲା । ଫୋନ କଋ ଗାଁ ଲଭରଙ୍କୁ ଡାକିଲା ଲିଜା । ଆଉ ତା ପରେ କମ୍ବଳ ଘୋଡାଇ ହୋଇ ସୋଇଥିବା ସ୍ଵାମୀଙ୍କୁ ଚୋ-ଟ ପରେ ଚୋ-ଟ ମା-ରି ଚାଲିଲା । ଲିଜା ଓ ତାଙ୍କ ଗାଁ ଲଭରଙ୍କୁ ଏବେ ପୋଲିସ ଗିରଫ କରିସାରିଛି ।

ଲିଜା ଭଲ ପାଉଥିଲେ ବି ଶମ୍ଭୁନାଥ କୁ ବିବାହ କରିଥିଲେ ଆଉ ତାଙ୍କର ଦୁଇ ଟି ସନ୍ତାନ ବି ଅଛି । ତେବେ ସୁଯୋଗ ଅନୁଯାୟୀ ଲିଜା ଓ ତାଙ୍କ ପ୍ରେମିକ ରବି ମିଶି ତାଙ୍କ ସ୍ଵାମୀ ଙ୍କୁ ମା-ରି-ବା-କୁ ଯୋଜନା କରିଥିଲେ । ସ୍ଵାୟ ଶମ୍ଭୁନାଥ ଙ୍କୁ ନେଇ ନିଜ ବାପଘର କେରଡା କୁ ଆସିଥିଲେ । ବିଳମ୍ବିତ ରାତିରେ ସ୍ଵାମୀ ଯେବେ ଖାଇ ଶୋଇଥିଲେ ସେତେବେଳେ ରବି ଓ ଲିଜା ମିଶି ଶମ୍ଭୁନାଥ ଙ୍କୁ ପାଖ ପାଖି ୪୦ ଥର ଆ-କ୍ର-ମ-ଣ କରିଛନ୍ତି ।

ସେହି ସମୟରେ ଶମ୍ଭୁନାଥ ଉଧାର କର ଉଧାର କର କହି ଚିତ୍କାର କରିଥିଲେ । ଆଉ ତା ପରେ ସ୍ଥାନୀୟ ଲୋକ ମେଡିକାଲରେ ଶମ୍ଭୁନାଥଙ୍କୁ ଭର୍ତ୍ତି କରିଥିଲେ । ଆଉ ତାଙ୍କର ଜୀବନ ବଞ୍ଚି ଯାଇଛି । ଏବେ ଫେରାର ହୋଇଥିବା ସ୍ତ୍ରୀ ଓ ପ୍ରେମିକକୁ ଆ-ରେ-ଷ୍ଟ କରି କୋର୍ଟ ଚାଲାଣ କରିଛି ପୋଲିସ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button