ରାଜନୀତି

ମା ଙ୍କ ସଂଘର୍ଷ କାହାଣୀ କହି କାନ୍ଦିଥିଲେ PM Modi, Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଅମା ଦେଶର ରାଧନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଦେଶ ପାଇଁ ଅନେକ ଉନ୍ନତିମୂଳକ କାମ କରିଛନ୍ତି ଯାହା ପାଇଁ ସେ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଗତ କିଛି ସମୟ ହେବ ମୋଦୀ ଙ୍କୁ ନେଇ ଆସିଛି ବଡ ଦୁଖଦ ଖବର । ସୂଚନା ଅନୁଯାୟୀ ମୋଦୀ ଙ୍କ ମା ହିରାବେନ ଙ୍କ ପରଲୋକ ଘଟିଛି ।

ଆଜି ଭୋର ସମୟରେ ହିରାବେନ ୧୦୦ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ନିଧନ ବିଷୟରେ ମୋଦୀ ନିଜେ ଟ୍ବିଟ କରି କହିଛନ୍ତି । ହିରାବେନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗତ ୨ ଦିନ ହେବ ଖରାପ ଥିବାରୁ ତାଙ୍କୁ ଅହମଦାବାଦ ର ଏ ହସପିଟାଲ ରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ଆଜି ସକାଳୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ନିଧନ ଘଟିଛି ।

ମୋଦୀ ନିଜ ମା ଙ୍କ ବିଷୟରେ କିଛି ଏମିତ କଥା କହିଛନ୍ତି ଯାହାର ଭିଡିଓ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୋଦୀ ନିଜ ମା ହିରାବେନ ଙ୍କ ବିଷୟରେ କହିବା ସମୟରେ କୋହଭରା ହୋଇ କାନ୍ଦି ପକାଉଛନ୍ତି । ମୋଦୀ ନିଜ ମା ଙ୍କ ଜୀବନରେ ସଙ୍ଘର୍ଷର କାହାଣୀ ବଖାଣିଛନ୍ତି ଯାହାକୁ ଶୁଣିବା ମାତ୍ରେ ଯିଏ କେହି ବି କାନ୍ଦି ପକାଇବେ ।

ତେବେ ଭାଇରାଲ ହୋଇଥିବା ଭିଡିଓ ରେ ମୋଦୀ ନିଜ ମା ବିଷୟାରେ କହିଛନ୍ତି ଯେ ” ମୋ ଜୀବନରେ ମୋ ବାପା ମା ଙ୍କର ବହୁତ ବଡ ଅବଦାନ ରହିଛି । ମୁଁ ଗରିବ ପରିବାର ରୁ ଆସିଛି । ଆପଣ ମାନେ ଜାଣିଛନ୍ତି ମୁଁ ରେଲୱେ ଷ୍ଟେସନ ରେ ଚାହା ବିକ୍ରି କରୁଥିଲି । ମୋ ବାପା ତ ଆଉ ଏ ଦୁନିଆରେ ନାହାନ୍ତି । ମୋ ମା ଙ୍କର ବୟସ 100 ବର୍ଷ ହୋଇଥିଲେ ମଧ୍ୟ ସେ ଆଜି ଯାଏଁ ନିଜର ସବୁ କାମ କରିଥାନ୍ତି ।

ମୋ ମା ପାଠ ପଢି ନାହାନ୍ତି ସତ କିନ୍ତୁ ଟିଭି ସମାଚାର ଦେଖି ସେ ସବୁ ବୁଝି ପାରନ୍ତି । ଦୁନିଆ ବିଷୟରେ ସବୁ ଜାଣିଥାନ୍ତି ମୋ ମା ଟିଭି ଦେଖି । ଯେବେ ଆମେ ଛୋଟ ଥିଲୁ ଆମକୁ ପୋଷିବା ପାଇଁ ଆମ ମା ଅନ୍ୟ ଘରେ ବାସନ ମାଜୁଥିଲେ କାମ କରୁଥିଲେ ପାଣି ଭରୁଥିଲେ । ଏମିତିକି ମୋ ମା ମଜଦୁରି କାମ କରୁଥିଲେ ଆମକୁ ବଡ ମଣିଷ କରିବା ପାଇଁ ।

ଆପଣ ମାନେ କଳ୍ପନା କରି ପାରିବେ କି ଜଣେ ମା ନିଜ ପିଲାଙ୍କୁ ବଡ କରିବା ପାଇଁ କେତେ କଷ୍ଟ ସହିଥାଏ । ଏତିକି କହି ମୋଦୀ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ମୋଦୀ ଙ୍କର ଏହି ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button