ବିଚାର

Bank ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, କିଛି କାମ ଥିଲେ ଶୀଘ୍ର ସାରନ୍ତୁ, କାହିଁକି ନା ଜାନୁୟାରୀ 2023 ରେ 14 ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ

ବନ୍ଧୁଗଣ ଆଉ ମାତ୍ର କିଛି ଦିନ ବାକି ରହିଲା ପୁରୁଣା ବର୍ଷ ୨୦୨୨ ଶେଷ ହେବାକୁ । ଆରମ୍ଭ ହେବ ନୂଆବର୍ଷ ୨୦୨୩ । ଏଥର ନୂଆବର୍ଷ ସମସ୍ତଙ୍କୁ ଅନେକ ଖୁସି ଦେବ । କାରଣ ନୂଆବର୍ଷ ଛୁଟି ଦିନ ରବିବାରରେ ପଡୁଛି । କିନ୍ତୁ ବ୍ୟାଙ୍କରେ ଜରୁରୀ କାମ ଥିବା ଲୋକଙ୍କ ପାଇଁ ରହିଛି ଜରୁରୀ ସୂଚନା । କାରଣ ପ୍ରଥମ ମାସ ଜାନୁଆରୀରେ ୧୪ ଦିନ ବନ୍ଦ ରହିବ ବ୍ଯାଙ୍କ । ଏ ନେଇ ରିଜର୍ଭ ବ୍ଯାଙ୍କ ଜାରି କରିସାରିଲାଣି ତାଲିକା ।

ତେବେ ଆସନ୍ତୁ ଜାଣିବା ବ୍ଯାଙ୍କ ଗୁଡିକର ଛୁଟି ତାଲିକା ବିଷୟରେ ବିସ୍ତାର ଭାବେ । ଏବେ ଠାରୁ ଜରୁରୀ କାମ କରାଇ ନିଅନ୍ତୁ । ନୂଆବର୍ଷ ପାଇଁ ଛୁଟି ତାଲିକା ଜରାଇ କରିଛି ରିଜର୍ଭ ବ୍ଯାଙ୍କ । କେବଳ ଜାନୁଆରୀ ମାସରେ ୧୪ ଦିନ ଚୁତିରେ ରହିବେ ବ୍ଯାଙ୍କ କର୍ମଚାରୀ । ରବିବାର ଓ ଦ୍ଵିତୀୟ ଶନିବାରକୁ ମିଶାଇ ମୋଟ ୧୪ ଦିନଛୁଟି ରହିବ । ଏହି ଛୁଟି ଗୁଡିକର ଦେଶର ବିଭିନ୍ନ ପର୍ବ ପର୍ବାଣି ଗୁଡିକ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।

ଜାନୁଆରି ୧ ସାପ୍ତାହିକ ରବିବାର ଛୁଟି । ଜାନୁଆରି ୨ ମିଜୋରାମ ନୂଆବର୍ଷ । ଜାନୁଆରୀ ୮ ସାପ୍ତାହିକ ଛୁଟି ରାଇବାର । ଜାନୁଆରୀ ୧ ମିସନାରୀ ଦିବସ । ଜାନୁଆରୀ ୧୨ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ । ଜାନୁଆରୀ ୧୪ ମକର ସଙ୍କ୍ରାନ୍ତି ଓ ତେଲେଙ୍ଗାନା, ଗୁଜୁରାଟ, କର୍ଣ୍ଣାଟକ, ଆସାମ ଓ ସିକିମ ପାଇଁ ବିହୁ ଛୁଟି । ଜାନୁଆରୀ ୧୫ ପୋଙ୍ଗଲ ଛୁଟି । ଜାନୁଆରୀ ୨୨ ସାପ୍ତାହିକ ଛୁଟି ରବିବାର ।

ଜାନୁଆରୀ ୨୩ ନେତାଜୀ ସୁଭାଶଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ହିମାଚଳ ପ୍ରଦେଶର ରାଜ୍ୟ ପାହ୍ୟା ଦିବସ ଛୁଟି ।  ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ । ଜାନୁଆରୀ ୨୮ ଦ୍ଵିତୀୟ ଶନିବାର ଛୁଟି । ଜାନୁଆରୀ ୨୯ ସାପ୍ତାହିକ ରବିବାର ଛୁଟି । ଜାନୁଆରୀ ୩୧ ଆସାମ ମି ଦମ-ମି- ଫି ର ଛୁଟି । କେବଳ ଏତିକି ନୁହେଁ ନୂଆବର୍ଷ ରେ ବ୍ଯାଙ୍କ ଗୁଡିକ ନୂଆ ନିୟମ ମଧ୍ୟ ଜାରି ହୋଇଛି । ଗ୍ରାହକ ଙ୍କ ସୁବିଧା ପାଇଁ ନୂଆ ଲକର ନିୟମ କରିଛନ୍ତି ।

ଡିସେମ୍ବର ଶେଷ ସୁଧା ଗ୍ରାହକ ଙ୍କ ସିଗନେଚର ଋନିୟୁ କରିବା ସହ ଲକର ରେ ଥିବା ଗ୍ରାହକ ଙ୍କ ଧନ ପାଇଁ ବ୍ଯାଙ୍କ ଗୁଡିକ ଉତ୍ତର ଦାୟୀ ରହିବାକୁ ସିଧା ସଳଖ କୁହା ଯାଇଛି । ଏହା ସହ ଗ୍ରାହକ ଙ୍କୁ ଯେପରି ହଇରାଣ ହେବାକୁ ନ ପଡେ ସେଥିପାଇଁ ସେମାନଙ୍କ ଉପରେ ଅଯଥା ନିୟମ ଲାଗୁ ନ କରିବାକୁ କୁହା ଯାଇଛି । ଲକର ପାଇଁ ଅତି ବେଶୀରେ ୩ ମାସର ଦେୟ ଗ୍ରହଣ କରିବ ବ୍ଯାଙ୍କ ।

ଯଦି ଲକର ରେ ଥିବା ଧନ ସମ୍ପତି ର କ୍ଷତି ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ ହିଁ ଏଥିପାଇଁ କ୍ଷତିପୂରଣ ଦେବାକୁ ଜାରି କରିଛନ୍ତି ବ୍ଯାଙ୍କ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button