ମନୋରଞ୍ଜନ

ସୋସିଆଲ ମିଡିଆରେ ହଟାତ Live ଆସି Anubhabଙ୍କୁ କାହିଁକି ବିବାହ ପ୍ରସ୍ତାବ ଦେଲେ Rani Panda, ଦେଖନ୍ତୁ Video

ବନ୍ଧୁଗଣ ରାନୀ ପଣ୍ଡା କହୁଛନ୍ତି ଯେଉଁ ଦିନ ତୁମର ଡିଭୋର୍ସ ହେବ ମୁଁ ତୁମକୁ ବାହା ହେବି ଖରାପ ଭାବିବ ନାହି । ମୁଁ ବହୁତ ବଢିଆ ଭାବେ ତୁମର ଜନ୍ମ ଦିନ ପାଳନ କରିବି । ଆଜ୍ଞା ହଁ ଦର୍ଶକ ବନ୍ଧୁ ଆପଣ ମାନେ ଠିକ ଶୁଣିଲେ । ଏମିତି କିଛି କହିଛନ୍ତି ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ଆଉ ମନେ ମନେ ବାହା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଭାଇଜାନ ମାନେ ଅନୁଭବ ମହାନ୍ତି ଙ୍କୁ ବାହା ହେବା ପାଇଁ ।

ଯେଉଁ ଦିନ ନୁଭବ ଙ୍କୁ ବାହା ହେବେ ରାନୀ ପଣ୍ଡା ତାଙ୍କର ଜନ୍ମ ଦିନ ଏମିତି ସେଲିବ୍ରେଟ କରିବେ ସାରା ଓଡିଶା ଦେଖିବ । ଆଉ ତା ସହ ଅନୁଭବ ଙ୍କୁ କୌଣସି ବି ଅଭିଯୋଗ ହେବାକୁ ଦେବେ ନାହି ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ଆଉ ରାନୀ ଙ୍କ ଠାରୁ ଭଲ ସ୍ତ୍ରୀ ବୋଧ ହୁଏ ଅନୁଭବ ଙ୍କୁ କେବେ ମିଳିବେ ନାହି । ତାହା ବୋଧ ହୁଏ ଅନେକ ବି ଏକମତ ହେବେ । ଏ ନେଇ ଏକ ଭିଡିଓ ଜାରି କରିଛନ୍ତି ରାନୀ ପଣ୍ଡା ।

ଆଉ ଏହି ଭିଡିଓ ତୋ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ରାନୀ ପଣ୍ଡା କହୁଛନ୍ତି ଏ ହେ ମୁଁ ଜାଣି ନ ଥିଲି କାଲି ତୁମର ଜନ୍ମ ଦିନ ଥିଲା ଆଜି ସୋସିଆଲ ମିଡିଆରେ ଦେଖିକି ଜାଣିଲି । ତୁମକୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଭଗବାନଙ୍କୁ ଡାକିବି ସେ ସର୍ବଦା ହୁସିରେ ରୁହନ୍ତୁ ଓ ତାଙ୍କ ଭବିଷ୍ୟ ଉଜ୍ଵଳ ହେଉ ।

ଆଉ ଗୋଟେ କଥା କହିବି ମୁଁ ଦେଖିବାକୁ ପାଇଲି ଅନୁଭବ ମହାନ୍ତି କହୁଛନ୍ତି ତାଙ୍କର ଯେଉଁ ଦିନ ଡିଭୋର୍ସ ହେବ ସେହି ଦିନ ସେ ଜନ୍ମ ଦିନ ପାଳନ କରିବେ ଆଉ ତାଙ୍କର ନୂଆ ଜନ୍ମ ହେବ । ଅନୁଭବ ମହାନ୍ତି ଙ୍କୁ ଗୋଟେ କଥା କହିବି ଖରାପ ଭାବିବନି ଯେଉଁ ଦିନ ତମର ଡିଭୋର୍ସ ପ୍ଳିଜ ମୋତେ ବାହା ହୋଇଯିବ । ମୁଁ ତୁମର ବହୁତ ବଢିଆ ଭାବେ ଜନ୍ମଦିନ ପାଳନ କରିବି ଯାହା ପୁରା ଓଡିଶା ବାସି ଦେଖିବେ ।

ତେବେ ଏମିତି କିଛି ନିଜ ମନ କଥା ସୋସିଆଲ ମିଡିଆରେ ଭିଡିଓ କରି ପୋଷ୍ଟ କରିଛନ୍ତି ରାନୀ ପଣ୍ଡା । ଅନୁଭବ ନିଜ ମନ କଥା କହିବା ପରେ ଟିକେ ବିଳମ୍ବ କରିଦେଇଛନ୍ତି ରାନୀ ପଣ୍ଡା ନିଜ ମନ କଥା । ଆଉ ସେଥିପାଇଁ ଏଭଳି ଭିଡିଓ ମ୍ଯାସେଜ କରିଛନ୍ତି ରାନୀ । ଆଉ ମନର କଥା କିଛି ଏଭଳି ରଖିଛନ୍ତି । ଯଦି ଅନୁଭାବଙ୍କ ଡିଭୋର୍ସ ହୋଇଯାଏ ତେବେ ତାଙ୍କୁ ବହୁତ ଖୁସିରେ ରଖିବେ ।

ଯଦିଓ ଏ କଥା ଓଡିଶାବାସୀ ଦେହକୁ ନିଅନ୍ତୁ ନାହି । ରାନୀ ଯାହା କୁହନ୍ତି ସେୟା କରନ୍ତୁ । ଯଦିଓ ସେ ସୋସିଆଲ ମିଡିଆରେ ଗାଳି ଗୁଲଜ କରି ଦିଅନ୍ତି କିନ୍ତୁ ମନରୁ ସେ ସଫା ହୃଦୟର ବୋଲି ସମସ୍ତେ ଜାଣିଛନ୍ତି । ଅନ୍ୟକୁ ସାହାଜ୍ଯ ମାମଲାରେ ସେ ସବୁବେଳେ ଆଗରେ ରହିଥାନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ରାନୀ ପଣ୍ଡାଙ୍କ ଏହି ଭିଡିଓକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button